ସ୍ୱର🎙️ଆପଣଙ୍କର...
@apanankara37749
ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ....
ID: 1639547408886497281
25-03-2023 08:39:19
128 Tweet
20 Followers
200 Following
ଶିକ୍ଷା ମନ୍ତ୍ରୀଙ୍କ ଅଜବ ଉତ୍ତର..... I & PR Department, Odisha ସୂଚନାକୁ କଲେ ଫୁ... ବିଧାନସଭାରେ ଏଭଳି ଉତ୍ତର ରଖି କି ଲାଭ ପାଇଲେ Nityananda Gond. ଗୋଟିଏ ପ୍ରଶ୍ନର ବିଧାନସଭାର ପବିତ୍ର ଗୃହରେ ଦୁଇଟା ପ୍ରକାର ଉତ୍ତର. Mohan Charan Majhi CMO Odisha EducationOdisha Dr. Mukesh Mahaling Naveen Patnaik Prithiviraj Harichandan Pravati Parida
ମନ୍ତ୍ରୀଙ୍କ ଅଜବ ଉତ୍ତର. CMO Odisha ଗୋଟିଏ ପଟେ ନାହାନ୍ତି ଶିକ୍ଷକ,ଖତ ଖାଉଛି କମ୍ପ୍ୟୁଟର. ଅନ୍ୟ ପଟେ୮୫୧୧ଗୋଟି ପଦ ନିମନ୍ତେ I & PR Department, Odisha ର ସୂଚନା.ମନ୍ତ୍ରୀ Nityananda Gond ଙ୍କ ଅଜବ ଉତ୍ତର ଶିକ୍ଷା ପ୍ରଦାନ କରାଯାଉଛି.ମନ୍ତ୍ରୀ ମହୋଦୟ ଶିକ୍ଷକ ନଥାଇ କିଭଳି ଶିକ୍ଷା ଦିଆଯାଉଛି ଦେଖିଛନ୍ତି ନା କେବଳ ବିଧାନସଭାରେ ଉତ୍ତର ପଢୁଛନ୍ତି
ଯନ୍ତ୍ରଣାରେ ଛଟପଟ ହଜାର ହାଜର ଛାତ୍ରଛାତ୍ରୀ ଓ ପରିବାର. ଶିକ୍ଷିତ ସମାଜ ଆଜି ରାସ୍ତାରେ। ଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ ବିଭାଗର ଅଭିଯୋଗକୁ ଅଣଦେଖା ତତସହିତ ସରକାରୀ ଘୋଷଣାକୁ ଦୀର୍ଘଦିନ ହେବ କାର୍ଯ୍ୟକାରୀ ନକରି ଅଣଦେଖା କରିବା ଏକ ଦୁର୍ଭାଗ୍ୟଜନକ କଥା। ଛି... ଛି...BJP Odisha Mohan Charan Majhi CMO Odisha EducationOdisha
ବିଧାୟକ ମାନଙ୍କ ଦରମା ବଢୁ କିନ୍ତୁ ଶିକ୍ଷିତ ପିଲାମାନେ ବେକାର ହୋଇ ବୁଲନ୍ତୁ। ଛାତ୍ର ଛାତ୍ରୀ ମାନଙ୍କ ପାଖରୁ ଉନ୍ନତ ଶିକ୍ଷା ଦୁରେଇ ଦିଆଯାଉ। ଏ ସମସ୍ୟା ବେଳକୁ ତ ପାଟି ଖୋଲୁନି ତୁମର। ଖାଲି ଦରମା ବଢୁ। ଲଜ୍ୟା. Bibhuti Bhusan Jena Nityananda Gond Dr. Mukesh Mahaling CMO Odisha Mohan Charan Majhi Naveen Patnaik SuramaPadhy
Renewal ନହୋଇ ଦୀର୍ଘ ଦିନ ପଡି ରହୁଛି। ଏଥିପ୍ରତି ଧ୍ୟାନ ଦେବେକି Labour & ESI Dept. Government of Odisha ChiefSecyOdisha CMO Odisha
ଉତ୍ତର ରଖିବାରେ ଅସମର୍ଥ ଶିକ୍ଷା ବିଭାଗ. ଦୀର୍ଘ ଗୋଟିଏ ମାସ ବିତିଗଲା ପରେ ବି ବିଭାଗ ଚୁପ. ଏ ହେଉଛି ଆମ ଶିକ୍ଷା ଓ ଅଭିଯୋଗ ବ୍ୟବସ୍ଥା. ସାଧାରଣ ଜନତା ଏଠି ଭକୁଆ. CMO Odisha Mohan Charan Majhi EducationOdisha Nityananda Gond ChiefSecyOdisha Jana Sunani Prithiviraj Harichandan I & PR Department, Odisha
ଯେଉଁଠି ଟ୍ରାଫିକ ବ୍ୟବସ୍ଥା ବିଫଳ, ସେଠି ଜନତାଙ୍କ ଠାରୁ ଫାଇନ ଆଦାୟ କେତେ ଠିକ, ପୁଣି ଲୁଚି ଛପି... ବ୍ୟବସ୍ଥା ନକରି ଟାର୍ଗେଟ ପୂରଣ ଆଶାରେ ସାଧାରଣ ଜନତାଙ୍କୁ ଲୁଟନ୍ତୁ ନାହିଁ। ଯାଗ ଜନତା ଯାଗ... District Dhenkanal spdhenkanal Bibhuti Bhusan Jena State Transport Authority, Odisha Mohan Charan Majhi CMO Odisha Usha Padhee Dhenkanal Municipality
ମୃତ୍ୟୁ ପ୍ରମାଣ ପତ୍ରରେ ବି ଅବହେଳା... ପଡି ରହିଛି ମୃତ୍ୟୁ ପ୍ରମାଣପତ୍ର। Aprroval କରିବାକୁ ଅସମର୍ଥ କି ବିଭାଗ ନା ଅବହେଳା। ଅପେକ୍ଷାରେ ହିତାଧିକାରୀ। Dr. Mukesh Mahaling Mohan Charan Majhi CMO Odisha District Magistrate Khordha CDMO KHORDHA
ରାଜ୍ୟରେ କମ୍ପ୍ୟୁଟର ଶିକ୍ଷା ବାଧାପ୍ରାପ୍ତ, ଯନ୍ତ୍ରଣାରେ ଛଟପଟ ଦୀର୍ଘ ୫ବର୍ଷ ଧରି କାର୍ଯ୍ୟ କରିଥିବା ଶିକ୍ଷକ ସମାଜ। ନୂତନ ସରକାର Mohan Charan Majhi କେବେ କରିବେ ଏହାର ସମାଧାନ CMO Odisha Dr. Mukesh Mahaling Pravati Parida Nityananda Gond ChiefSecyOdisha EducationOdisha Dharmendra Pradhan OSEPA Kanak Vardhan Singh Deo (Modiji Ka Parivar)
ଆବେଦନ କରିବାର ୨ବର୍ଷ ବିତିଯାଇଥିଲେ ମଧ୍ୟ୍ୟ, ଝିଅ ବିଭାଘର ଅର୍ଥ ରାଶି ପାଇବାରେ ବିଫଳ ହିତାଧିକାରୀ। ଅପେକ୍ଷାରେ ହିତାଧିକାରୀ. ଏହିପରି ଅବହେଳା ପାଇଁ ଦାୟୀ କିଏ। ଦୃଷ୍ଟି ଦେବାକୁ ଅନୁରୋଧ Labour Commissioner, Odisha CMO Odisha Mohan Charan Majhi District Dhenkanal ChiefSecyOdisha
ସମୟ ୧୧. ୦୦ ଟା, ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା। ଫୋଟୋ ଆମର, ବିଚାର ଆପଣଙ୍କର CMO Odisha District Dhenkanal Dhenkanal Update Dr. Mukesh Mahaling Dharmendra Pradhan Mohan Charan Majhi ChiefSecyOdisha
ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟର ଏହି ଦୃଶ୍ୟ। କେତେ ସୁନ୍ଦର ଆମ ସହର ଏହି ଫୋଟୋ ରୁ ଅନୁମେୟ। କୋଟି କୋଟି ଟଙ୍କା କାହା ସ୍ୱାର୍ଥରେ? District Dhenkanal Dhenkanal Update Dhenkanal Tweet Club Dhenkanal Municipality H & UD Dept Dr. Krushna Chandra Mahapatra PMO India
ରୋଗୀର ଜୀବନ ଚାଲିଯାଇଥିଲେ ସେଥିପାଇଁ ଦାୟୀ କିଏ ରହିଥାନ୍ତା District Dhenkanal. ମରିଗଲା ପରେ ବୋଧେ ସମସ୍ତେ ସମବେଦନା ଦେବାକୁ ଅସିଥାନ୍ତେ. ଏହାର ତଦନ୍ତ କରନ୍ତୁ CMO Odisha ChiefSecyOdisha H & FW Dept Odisha
ଘୋଷଣାକୁ କାର୍ଯ୍ୟକାରୀ କରିବାରେ ବିଫଳ Mohan Charan Majhi ସରକାର. I & PR Department, Odisha ଘୋଷଣାକୁ ଅଣଦେଖା. IT ଦକ୍ଷତା ବୃଦ୍ଧିରୁ ବଞ୍ଚିତ ଛାତ୍ର ଛାତ୍ରୀ. EducationOdisha Nityananda Gond ଦୃଷ୍ଟି ଦେବେକି ଏଥିପ୍ରତି OSEPA ChiefSecyOdisha
ନବୀନ ସରକାର ଉକ୍ତ କାମଟିକୁ ଛାଡିଲେ ଅଧାରେ. ନୂତନ ସରକାର Mohan Charan Majhi CMO Odisha ଏହାକୁ ପୂରଣ କରିବାରେ ୧୮ମାସ ପରେ ମଧ୍ୟ୍ୟ ବିଫଳ କାହିଁକି? ChiefSecyOdisha EducationOdisha Governor Odisha Nityananda Gond Pravati Parida ତୁରନ୍ତ ଏହାକୁ କାର୍ଯ୍ୟକାରୀ କରନ୍ତୁ BJP Odisha I & PR Department, Odisha
ଦୀର୍ଘଦିନ ଧରି ହୋଇଆସୁଥିବା ଉକ୍ତ ସମସ୍ୟାଟିକୁ ସମାଧାନ କରିବାରେ ସରକାର ବିଫଳ. ଏହାର ସମାଧାନ କେବେ ହେବ. CMO Odisha Mohan Charan Majhi EducationOdisha Nityananda Gond ChiefSecyOdisha
କମ୍ପ୍ୟୁଟର ଶିକ୍ଷାରେ ଝୁଲିଲା ତାଲା. ନୂତନ ସରକାରରେ ମଧ୍ୟ୍ୟ ଅଲୋଡ଼ା ହେଲା ଡିଜିଟାଲ ଶିକ୍ଷା. ଧିକ ସରକାରକୁ. ଏ ସରକାର ମଧ୍ୟ୍ୟ ଆଗକୁ ଯିବ. CMO Odisha ଅବହେଳା ନିମନ୍ତେ ଦାୟୀ କିଏ? ChiefSecyOdisha Mohan Charan Majhi Nityananda Gond I & PR Department, Odisha ଘୋଷଣା ପରେ ମଧ୍ୟ୍ୟ ସମସ୍ତେ ଚୁପ Dharmendra Pradhan EducationOdisha