Amiya Ranjan
@amiyara91556562
Grama Panchayat Extension Officer under PR & DW Department
ID: 1288453415295623168
29-07-2020 12:37:06
63 Tweet
35 Followers
117 Following
Preparation for PRIs Election 2022 @lagnajitmahala Sanjaya Kumar Patra Collector & DM, Jajpur
It is very proud moment for all Indian,Parag Agrawal is now CEO of #TwitterCEO
Mission Shakti Cafe,Bhitarkanika,a bamboo themed restaurant and Souvenir shop inaugurated today at Dangmal. It will be managed by SHG members of GPLF and will serve local delicacies to tourists CMO Odisha Mission Shakti
Hope newly elected sarapanch of Dhanamandal GP #Nabadip may fulfill all demands of common people Amar Prasad Satpathy
ଓଡିଶା ପରି ଏକ ଆର୍ଥିକ ବଳକା ବିକାଶଶୀଳ ରାଜ୍ୟରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ମାନଙ୍କୁ ଠିକା/ପ୍ରାରମ୍ଭିକ ନିଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ | ମାନ୍ୟବର CMO Odisha & ChiefSecyOdisha ମହୋଦୟ ଙ୍କୁ ଅନୁରୋଧ🙏 ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଦୁଃଖ କୁ ହୃଦୟଙ୍ଗମ କରି ଓଡିଶା ରୁ ଚୁକ୍ତିଭିତ୍ତିକ /ପ୍ରାରମ୍ଭିକ ନିଯୁକ୍ତି ଉଚ୍ଛେଦ କରନ୍ତୁ
କେନ୍ଦ୍ରାପଡ଼ାକୁ ଯେବେ ଯେବେ ପ୍ରାକୃତିକ ଦୁର୍ବିପାକ ଆସିଛି ସେବେ ସେବେ ଆପଣ Baijayant Jay Panda ହିଁ ସବୁବେଳେ ଥାନ୍ତି,ହେଲେ ଏଥର ଆପଣଙ୍କୁ ଦେଖିବାକୁ ମିଳିଲାନି।ଆମ୍ଭେ ଜାଣିଛୁ କିଛି ଲୋକ ସତରେ ହେଉ କି ମିଛରେ ଅଭିନୟ କରିଥାନ୍ତି କିନ୍ତୁ ସେମାନେ ଆସିବେନି। ଆପଣ ଏହି ଦୁର୍ଦ୍ଦଶାରେ ନିଶ୍ଚୟ ଆସନ୍ତୁ
କେନ୍ଦ୍ରାପଡ଼ା ମାଟି ପାଇଁ ଆପଣ Baijayant Jay Panda ସଦା ତତ୍ପର, ଅଭିନୟ କରି ପାରନ୍ତିନି ବୋଲି ଲୋକେ ଆପଣଙ୍କୁ ଅଭିବାଦନ କଲେ, ସବୁବେଳେ ଚମକୁ ଥାଆନ୍ତୁ
ଓଡ଼ିଆ ପକ୍ଷ ପାଳନର ତୃତୀୟ ଦିନରେ "ଆମ ପୋଷାକ ଆମ ପରିଚୟ" ଅବସରରେ ଆମ ବ୍ଲକ୍ କାର୍ଯ୍ୟାଳୟ ର ମୋ ଅଫିସ୍ ରେ ପାରମ୍ପରିକ ପୋଷାକ ପରିଧାନ ଅବସରରେ CMO Odisha District Administration,Bhadrak Collector & DM, Jajpur DM_Jagatsinghpur DM Cuttack Baijayant Jay Panda I & PR Department, Odisha Panchayati Raj and Drinking Water Department Panchayat Samiti Binjharpur
ଦୀର୍ଘ ଦୁଇ ବର୍ଷ ହେଲାଣି ଗୋଟେ promotion, GPDO ରୁ ABDO ପାଇଁ ତିନି ତିନି ଥର DPC ବସିଥିଲେ ବି ଏଯାଏ order ବାହାରୁନି। ଏହାର କାରଣ କିଛି ବୁଝା ପଡୁନି।PR deptt ବହୁତ୍ ଅଣ ଦେଖା କରୁଛି।ବିଭାଗକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲୁଣି। ChiefSecyOdisha Manoj Ahuja CMO Odisha Kanak Vardhan Singh Deo (Modiji Ka Parivar) Rabi Narayan Naik Panchayati Raj and Drinking Water Department