Aditya Narayan Barik (@adityan04819278) 's Twitter Profile
Aditya Narayan Barik

@adityan04819278

game changer & life Maker
(social worker & Rti Activist Of Odisha, founder member of @TeamAtaOfficial @OfficialTeamATA, puri )ସମାଜ ପ୍ରେମୀ ଆଦିତ୍ୟ ବାରିକ୍

ID: 948540495642292226

linkhttps://www.facebook.com/adityanarayan.barik.54 calendar_today03-01-2018 13:04:12

6,6K Tweet

988 Takipçi

115 Takip Edilen

Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

ପାନୀୟ ଜଳ ପାଇଁ ଗ୍ରାମବାସୀ ବନ୍ଧ ପାଣି ପିଉଥିବାର ଅଭିଯୋଗ ପରେ ମଧ୍ୟ ବିଭାଗ ତଥା ପ୍ରଶାସନର ତତ୍ପରତା ନହେବା,ନିରବଦଷ୍ଟା ପାଲଟିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ | Anu Garg Rabi Narayan Naik Panchayati Raj and Drinking Water Department RWSS_SAMBALPUR Rural Water Supply and Sanitation, Odisha #safedrinkingwaterforall #Drinkingchallenge #LSDG #SDG

ପାନୀୟ ଜଳ ପାଇଁ ଗ୍ରାମବାସୀ  ବନ୍ଧ ପାଣି ପିଉଥିବାର ଅଭିଯୋଗ ପରେ ମଧ୍ୟ ବିଭାଗ ତଥା ପ୍ରଶାସନର ତତ୍ପରତା ନହେବା,ନିରବଦଷ୍ଟା ପାଲଟିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ |
Anu Garg
Rabi Narayan Naik
Panchayati Raj and Drinking Water Department
RWSS_SAMBALPUR Rural Water Supply and Sanitation, Odisha
#safedrinkingwaterforall
#Drinkingchallenge
#LSDG
#SDG
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ମ୍ୟାମାର୍ ରେ ଫସିଛନ୍ତି କଟକ ଜିଲ୍ଲା ନିଆଳିର ୪ଯୁବକ । ଉଦ୍ଧାରଲାଗି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି । The departmental authorities are urged to take the matter seriously and take appropriate action. PMO India Randhir Jaiswal Dr. S. Jaishankar India in Mali Nandakumar Nagendran PoE Bhubaneswar CMO Odisha

ମ୍ୟାମାର୍ ରେ ଫସିଛନ୍ତି କଟକ ଜିଲ୍ଲା ନିଆଳିର ୪ଯୁବକ । ଉଦ୍ଧାରଲାଗି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ।
The departmental authorities are urged to take the matter seriously and take appropriate action.
PMO India Randhir Jaiswal
Dr. S. Jaishankar India in Mali Nandakumar Nagendran PoE Bhubaneswar
CMO Odisha
Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଳକ ତିଳେଇମାଲ ଗ୍ରାମର ରିପିକା ଛୁରା ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ । ଯଥାଶୀଘ୍ର ଉକ୍ତ ରାସନ କାର୍ଡରେ ଯୋଡିବାକୁ ଅନୁରୋଧ | #NoHunger #FoodForAll #FoodSecurity Panchayat Samiti, Jamankira DM Sambalpur FoodOdisha Er. Abanikanta Sahoo (Chairperson OSFC) Odisha State Food Commission CMO Odisha

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଳକ ତିଳେଇମାଲ ଗ୍ରାମର ରିପିକା ଛୁରା ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ  ।  ଯଥାଶୀଘ୍ର ଉକ୍ତ ରାସନ କାର୍ଡରେ ଯୋଡିବାକୁ ଅନୁରୋଧ |
#NoHunger
#FoodForAll
#FoodSecurity
Panchayat Samiti, Jamankira
DM Sambalpur
FoodOdisha
Er. Abanikanta Sahoo (Chairperson OSFC)
Odisha State Food Commission
CMO Odisha
Team ATA Official (@officialteamata) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ବାରମ୍ବାର ଅବମାନନା କରୁଛନ୍ତି ଏହି କିଛି ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଓଡ଼ିଆ ଭାଷାରେ ଚିଠିପତ୍ର ନକରି ଇଂରାଜୀ ଭାଷାରେ କରୁଛନ୍ତି। ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ। #ଓଡ଼ିଆ_ଭାଷା BDO JAGANNATHPRASAD BDO Kashipur @bdo_khandapada Balikuda Block CMO Odisha

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ବାରମ୍ବାର ଅବମାନନା କରୁଛନ୍ତି ଏହି କିଛି ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଓଡ଼ିଆ ଭାଷାରେ ଚିଠିପତ୍ର ନକରି ଇଂରାଜୀ ଭାଷାରେ କରୁଛନ୍ତି। ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।
#ଓଡ଼ିଆ_ଭାଷା
BDO JAGANNATHPRASAD BDO Kashipur @bdo_khandapada
Balikuda Block
CMO Odisha
Environmental & Climate Activist (🇮🇳 India🇮🇳) (@akshya_patra) 's Twitter Profile Photo

ରାସ୍ତାରେ ହାଇୱା ଗାଡ଼ି ଯାଉଛି ଆଉ ବାଲି ରାସ୍ତାରେ ପକେଇ ପକେଇ ଯାଉଛି। ଏହା ପରେ ଦୁର୍ଘଟଣା ଘଟିବ କାହା ଜୀବନ ଯିବ ଆଉ ମନ୍ତ୍ରୀ ମାନେ ହସି ହସି ଭାଷଣ ଦେବେ। ଏପଟେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତ ପୁରା ଧୂତ ରାଷ୍ଟ୍ର ପାଲଟି ଟୋଲ ଆଦାୟରେ ବ୍ୟସ୍ତ। ଦୃଶ୍ୟ ଟି କଟକ ପ୍ରତାପ ନଗରୀ ରୁ ତେଲେଙ୍ଗା ପେଣ୍ଠ ମଝି ଅଞ୍ଚଳ ର ଦୃଶ୍ୟ। CMO Odisha

Team ATA Official (@officialteamata) 's Twitter Profile Photo

ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ରଥକାଠ ଅନୁକୂଳ ହୋଇଅଛି। ଗତବର୍ଷ ମାନଙ୍କ ଭଳି ଚଳିତ ବର୍ଷ ଆମେମାନେ ସମସ୍ତେ ଏକାଠି #ସ୍ୱଚ୍ଛ_ରଥଯାତ୍ରା ର ଆହ୍ୱାନ ନେଇ ଆଗକୁ ବଢ଼ିବା। ଯେଉଁଦିନ ଆମେମାନେ ଅଳିଆ ପକାଇବା ପୂର୍ବରୁ ଆଖପାଖରେ ଡ଼ଷ୍ଟବିନ ଖୋଜିବା,ସେହିଦିନ ଦିନ ପ୍ରଭୁଙ୍କ ପୁରୀ ସ୍ୱଚ୍ଛ ହୋଇଯିବ।

Collector and District Magistrate Puri (@dm_puri) 's Twitter Profile Photo

୧୬ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ଭାରତର ମାନ୍ୟବର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କ ବାର୍ତ୍ତା। #NVD2026

Biswajeet pattnayak✍️Reporter (@biswaje21544805) 's Twitter Profile Photo

India Post Advocate MonaLisha 🫶🏻🫰🏻BJDGeneral secretary Collector and District Magistrate Puri Team ATA Official ଝୁଲୁଛି ଚିଠି ବକ୍ସ କିନ୍ତୁ ହେଉ ନାହିଁ ଖୋଲା..ଏହି ଦୃଶ୍ୟ ଦେଖିବାକୁ ମିଳୁଛି ପୁରୀ କୁମ୍ଭାରପଡ଼ା ଥାନା ପାର୍ଶ୍ବରେ ଥିବା ଏହି ବକ୍ସ। ଯଦି କାର୍ଯ୍ୟକାରୀ ନାହିଁ ....ତେବେ ରହିବ କାହିଁକି! ଅନୁରୋଧ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ

India Post Advocate MonaLisha 🫶🏻🫰🏻BJDGeneral secretary Collector and District Magistrate Puri Team ATA Official ଝୁଲୁଛି ଚିଠି ବକ୍ସ
କିନ୍ତୁ ହେଉ ନାହିଁ ଖୋଲା..ଏହି ଦୃଶ୍ୟ ଦେଖିବାକୁ ମିଳୁଛି ପୁରୀ କୁମ୍ଭାରପଡ଼ା ଥାନା ପାର୍ଶ୍ବରେ ଥିବା ଏହି ବକ୍ସ।
ଯଦି କାର୍ଯ୍ୟକାରୀ ନାହିଁ ....ତେବେ ରହିବ କାହିଁକି!  ଅନୁରୋଧ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ
ପୁରୀ ପିଲା (@i_puripila) 's Twitter Profile Photo

#RTO_ପୋଲିସ_ଡିଜେ_ମାଲିକଙ୍କ_ମଧୁଚନ୍ଦ୍ରିକା ପୁରୀରେ ବିନା PUCC,ବିନା ଫିଟନେସରେ ଚାଲିଛି ଡିଜେ ଗାଡ଼ି।RTOPURIPuri Police କାର୍ଯ୍ୟାନୁଷ୍ଠାନ ବଦଳରେ ଶୋଇଛନ୍ତି କୁମ୍ଭକର୍ଣ୍ଣ ନିଦରରେ। State Transport Authority, Odisha 🇮🇳 AMITABH THAKUR 🇮🇳 ସାର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନମ୍ର ପ୍ରାର୍ଥନା।CMO Odisha Collector and District Magistrate Puri Usha Padhee

#RTO_ପୋଲିସ_ଡିଜେ_ମାଲିକଙ୍କ_ମଧୁଚନ୍ଦ୍ରିକା
ପୁରୀରେ ବିନା PUCC,ବିନା ଫିଟନେସରେ ଚାଲିଛି ଡିଜେ ଗାଡ଼ି।RTOPURI ଓ Puri Police କାର୍ଯ୍ୟାନୁଷ୍ଠାନ ବଦଳରେ ଶୋଇଛନ୍ତି କୁମ୍ଭକର୍ଣ୍ଣ ନିଦରରେ। State Transport Authority, Odisha 🇮🇳 AMITABH THAKUR 🇮🇳 ସାର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନମ୍ର ପ୍ରାର୍ଥନା।CMO Odisha Collector and District Magistrate Puri Usha Padhee
ଦେବରାଜ ଦାସ 🇮🇳 (@debarajdas10) 's Twitter Profile Photo

#ଭଗବାନଙ୍କ_ଭରଷାରେ_ପୁରୀ_ମେଡିକାଲ #ସାମାନ୍ୟ_ଦାନ୍ତ_ରୋଗ_ପାଇଁ_କଟକ_ଯାଓ_ଭାରି_କହୁଛନ୍ତି_ଡାକ୍ତର CMO Odisha H & FW Dept Odisha ସାର୍ ପୁରୀ ରେ ସାମାନ୍ୟ ଦାନ୍ତ ରୋଗ ପାଇଁ କୌଣସି ବ୍ୟବସ୍ଥା ନାହିଁ କେବଳ ଔଷଧ ଲେଖି ଦେଉଛନ୍ତି କହୁଛନ୍ତି କଟକ ବଡ ମେଡିକାଲରେ ଦେଖେଇ ଦେଖାଓ ଆମ ପାଖରେ ବ୍ୟବସ୍ଥା ନାହିଁ। CDM & PHO, Puri Collector and District Magistrate Puri

#ଭଗବାନଙ୍କ_ଭରଷାରେ_ପୁରୀ_ମେଡିକାଲ
#ସାମାନ୍ୟ_ଦାନ୍ତ_ରୋଗ_ପାଇଁ_କଟକ_ଯାଓ_ଭାରି_କହୁଛନ୍ତି_ଡାକ୍ତର
CMO Odisha H & FW Dept Odisha ସାର୍ ପୁରୀ ରେ ସାମାନ୍ୟ ଦାନ୍ତ ରୋଗ ପାଇଁ କୌଣସି ବ୍ୟବସ୍ଥା ନାହିଁ କେବଳ ଔଷଧ ଲେଖି ଦେଉଛନ୍ତି କହୁଛନ୍ତି କଟକ ବଡ ମେଡିକାଲରେ ଦେଖେଇ ଦେଖାଓ ଆମ ପାଖରେ ବ୍ୟବସ୍ଥା ନାହିଁ। CDM & PHO, Puri Collector and District Magistrate Puri
Voice Of Puri (@purivoice) 's Twitter Profile Photo

ମହୋଦୟ Shree Jagannatha Temple Office, Puri, ଏହା ପ୍ରାର୍ଥନା କି ପୁରୀ ବଡ଼ଶଙ୍ଖ ପରିବା ମାର୍କେଟ ସଂଲଗ୍ନ ହରିହର ଦାସ ନାମକ ଜଣେ ବ୍ୟକ୍ତି ଯାହାର ଏକ ବେଆଇନ ନିର୍ମାଣ ଦୀର୍ଘ ୬ ମାସ ତଳୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ଵାରା ବନ୍ଦ ନିର୍ଦ୍ଦେଶ ଥିଲା କିନ୍ତୁ ବିଡମ୍ବନାର ବିଷୟ ଆଜି ତା:୧୦.୦୨.୨୦୨୬ରିଖ ରେ କିପରି ବିନା ଅନୁମତିରେ ପୁନର୍ବାର ଆରମ୍ଭ ହୋଇଛି?

ମହୋଦୟ Shree Jagannatha Temple Office, Puri,
ଏହା ପ୍ରାର୍ଥନା କି ପୁରୀ ବଡ଼ଶଙ୍ଖ ପରିବା ମାର୍କେଟ ସଂଲଗ୍ନ ହରିହର ଦାସ ନାମକ ଜଣେ ବ୍ୟକ୍ତି ଯାହାର ଏକ ବେଆଇନ ନିର୍ମାଣ ଦୀର୍ଘ ୬ ମାସ ତଳୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ଵାରା ବନ୍ଦ ନିର୍ଦ୍ଦେଶ ଥିଲା କିନ୍ତୁ ବିଡମ୍ବନାର ବିଷୟ ଆଜି ତା:୧୦.୦୨.୨୦୨୬ରିଖ ରେ କିପରି ବିନା ଅନୁମତିରେ ପୁନର୍ବାର ଆରମ୍ଭ ହୋଇଛି?
Environmental & Climate Activist (🇮🇳 India🇮🇳) (@akshya_patra) 's Twitter Profile Photo

ପୁରୀ ରେଳ ଷ୍ଟେସନ ର ଏତେ ବଡ ଅବ୍ୟବସ୍ଥା... ଆଜି ଯାଏଁ କେହି ଜାଣିପାରୁ ନଥିଲେ... ଆପଣ ବି କେବେ ମାର୍କ କରିନଥିବେ. Ashwini Vaishnaw ବାବୁ ଦୟାକରି ଏହାର ସମାଧାନ କରନ୍ତୁ.ବୟସ୍କ ଲୋକ ବେଶୀ ହଇରାଣ ହେଉଛନ୍ତି. East Coast Railway RailwaySeva DRM KhurdaRoad

Bulu Das (@das_bulu80891) 's Twitter Profile Photo

Puri ଜିଲ୍ଲାରେ 2000/3000 ଟଙ୍କା ସାଧାରଣ ଗରୀବ ଲୋକଙ୍କ ଉପରେ ବିଲ ବାକି ରହୁଥିବା ବେଳେ ବିଦୂତ୍ କାଟି ଦେଉଥିବା ବେଳେ ତୁରନ୍ତ ନିମ୍ନ ହିତାଧିକାରୀଙ୍କ ବକେୟା ବିଲ ଆଦାୟ ପାଇଁ CMO Odisha ChiefSecyOdisha TP Central Odisha Distribution Ltd anil jena ଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ..

Puri ଜିଲ୍ଲାରେ 2000/3000 ଟଙ୍କା ସାଧାରଣ ଗରୀବ ଲୋକଙ୍କ ଉପରେ ବିଲ ବାକି ରହୁଥିବା ବେଳେ ବିଦୂତ୍ କାଟି ଦେଉଥିବା ବେଳେ ତୁରନ୍ତ ନିମ୍ନ ହିତାଧିକାରୀଙ୍କ ବକେୟା ବିଲ ଆଦାୟ ପାଇଁ CMO Odisha ChiefSecyOdisha TP Central Odisha Distribution Ltd anil jena ଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ..
Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

The villagers of Bhagipali GP-Laida Block -Rengali are struggling due to the lake of drinking water for over five days. We urge to BDO Rengali to take immediate action to resolve the issue. RWSS_SAMBALPUR Rural Water Supply and Sanitation, Odisha #safedrinkingwaterforall #tubewellrepairing

The villagers of Bhagipali GP-Laida Block -Rengali are struggling due to the lake of drinking water for over five days. We urge to BDO Rengali to take immediate action to resolve the issue.
RWSS_SAMBALPUR Rural Water Supply and Sanitation, Odisha
#safedrinkingwaterforall
#tubewellrepairing
Chandrasekhar (@itzsekhar) 's Twitter Profile Photo

#ବାୟାକଣ_ଉଚ୍ଚ_ପ୍ରାଥମିକ_ବିଦ୍ୟାଳୟରେ_ଚାଲିଛି_ତାଲିବାନି_ଶାସନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କୁ AQUAGUARD ରୁ ପାଣି ପିଇବାକୁ ବାରଣ କରିଛନ୍ତି। ଯାହାଦ୍ବାରା ଛାତ୍ରଛାତ୍ରୀମାନେ TUBEWELL ରୁ IRON ଯୁକ୍ତ ବିଶୁଦ୍ଧ ପାଣି ପିଉଛନ୍ତି। କେବଳ ଶିକ୍ଷୟତ୍ରୀ ମାନେ AQUAGUARD ରୁ ପାଣି ପିଉଛନ୍ତି ଏବଂ

R T I (s m) 🙏✊😆 (@santosh15691218) 's Twitter Profile Photo

ଆଜିର ଖବର କାଗଜରେ ପ୍ରକାଶିତ ଏହି ଖବର ଉପରେ ଦୃଷ୍ଟି ଦେଇ ତୁରନ୍ତ ସ୍ୱତନ୍ତ୍ର audit ପାଇଁ ପଦକ୍ଷେପ ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କୁ ବରଖାସ୍ତ ପାଇଁ CMO Odisha ChiefSecyOdisha Energy Odisha Law Department TP Central Odisha Distribution Ltd Collector and District Magistrate Puri Team ATA Official DEEPA BARIK ଙ୍କୁ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ 🙏

ଆଜିର ଖବର କାଗଜରେ ପ୍ରକାଶିତ ଏହି ଖବର ଉପରେ ଦୃଷ୍ଟି ଦେଇ ତୁରନ୍ତ ସ୍ୱତନ୍ତ୍ର audit ପାଇଁ ପଦକ୍ଷେପ ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କୁ ବରଖାସ୍ତ ପାଇଁ CMO Odisha ChiefSecyOdisha Energy Odisha Law Department TP Central Odisha Distribution Ltd Collector and District Magistrate Puri Team ATA Official DEEPA BARIK ଙ୍କୁ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ 🙏
Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଳକ ଅନ୍ତର୍ଗତ ଡ଼ଙ୍ଗାପାଳ(ହାତୀବନ୍ଧା) ଗ୍ରାମର ଅଲେଖ ମାଝୀଙ୍କୁ ୮୫ ବର୍ଷ ବିତିଲାଣି ତଥାପି ସେ ଆଜିଯାଏ ବର୍ଦ୍ଧିତ ଭତ୍ତା ପାଇ ନାହାନ୍ତି | ପ୍ରଶାସନ ତଥା ଆମ ସରକାର ପ୍ରାଥମିକତା ଦେବାକୁ ଅନୁରୋଧ | #SocialSecurity #PensionRights Panchayat Samiti, Jamankira BSSO JAMANKIRA SSEPD Finance Department CMO Odisha

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଳକ ଅନ୍ତର୍ଗତ ଡ଼ଙ୍ଗାପାଳ(ହାତୀବନ୍ଧା) ଗ୍ରାମର ଅଲେଖ ମାଝୀଙ୍କୁ ୮୫ ବର୍ଷ ବିତିଲାଣି  ତଥାପି ସେ ଆଜିଯାଏ ବର୍ଦ୍ଧିତ ଭତ୍ତା ପାଇ ନାହାନ୍ତି | ପ୍ରଶାସନ ତଥା ଆମ ସରକାର ପ୍ରାଥମିକତା ଦେବାକୁ ଅନୁରୋଧ |
#SocialSecurity
#PensionRights
Panchayat Samiti, Jamankira
BSSO JAMANKIRA
SSEPD
Finance Department
CMO Odisha
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 (@joindebasis) 's Twitter Profile Photo

Respected Sir Shree Jagannatha Temple Office, Puri Arabinda K Padhee Collector and District Magistrate Puri please look into this matter of encroaching of #Temple land by raising illegal and unauthorised construction work on it since 10/02/2026 which was stopped by Shree Jagannatha Temple Office, Puri since 16/08/2025 vide office letter no.12232 thru #Kumbharapada

Respected Sir Shree Jagannatha Temple Office, Puri Arabinda K Padhee Collector and District Magistrate Puri please look into this matter of encroaching of #Temple land by raising illegal and unauthorised construction work on it since 10/02/2026 which was stopped by Shree Jagannatha Temple Office, Puri since 16/08/2025 vide office letter no.12232 thru #Kumbharapada