Udaya Nature Lover 🌱(@UdayaNa07421998) 's Twitter Profile Photo

Shree Jagannatha Temple Office, Puri ପକ୍ଷରୁ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଭକ୍ତ ନିବାସରୁ ମାଗଣା ଇଭିଗାଡ଼ି ବ୍ୟବସ୍ଥା କରିଥିବା ବେଳେ ଆଜି ଜଣେ ଚାଳକ ଦିନ ପ୍ରାୟ ୩.୩୦ରେ ମୋଠାରୁ ୫୦ ଟଙ୍କା ଦେୟ ଧାର୍ୟ୍ଯ କହି ନେଇଛନ୍ତି । ୩ର୍ଡ ପାର୍ଟି ତାଙ୍କୁ ମାସିକଦେୟ ଦେଉନଥିବାର ଅଭିଯୋଗ ମଧ୍ୟ କରିଥିଲେ ।

District Election Officer Puri CMO Odisha

account_circle
TP Central Odisha Distribution Ltd(@TPCentralOdisha) 's Twitter Profile Photo

Udaya Nature Lover 🌱 ସାର୍, ଆପଣଙ୍କର ଅବଗତି ପାଇଁ ଆମେ ଜଣାଇବାକୁ ଚାହୁଁଛୁ ଯେ, ପାୱାରଲାଇନରେ ସମସ୍ୟା Cable Burnt ଯୋଗୁ ବିଦ୍ୟୁତ ସରାବରାହ ବିଚ୍ଛିନ୍ନ ହୋଇଛି । ଏହାର ମରାମତି କାର୍ଯ୍ୟ ଜାରି ରହିଛି ଏବଂ ଆମେ ଆଶା କରୁଛୁ 6:00 ସୁଦ୍ଧା ଆପଣଙ୍କର ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ ହେବ। ଆପଣଙ୍କ ଧୈର୍ଯ୍ୟ ପାଇଁ ଧନ୍ୟବାଦ ।

account_circle
TP Central Odisha Distribution Ltd(@TPCentralOdisha) 's Twitter Profile Photo

Udaya Nature Lover 🌱 Sir, inconvenience caused is highly regretted. We have noted your concern. We are referring the matter to the DED division for rectification. Request your patience.

account_circle
TP Central Odisha Distribution Ltd(@TPCentralOdisha) 's Twitter Profile Photo

Udaya Nature Lover 🌱 Sir, we regret the inconvenience caused. We are in discussion with the DED division and shall come back to you on this. Thanks for reaching out!

account_circle
RailwaySeva(@RailwaySeva) 's Twitter Profile Photo

Udaya Nature Lover 🌱 Please share mobile no. preferably via DM to enable us to take immediate action.
You may also raise your concern directly on railmadad.indianrailways.gov.in or dial 139 for speedy redressal. - RPF India twitter.com/messages/compo…

account_circle