Team ATA Official (@teamataofficial) 's Twitter Profile
Team ATA Official

@teamataofficial

ASSOCIATION OF TWITTER ACTIVISTS - ATA

A bridge between ruled & ruler.

ID: 1377245510088597506

calendar_today31-03-2021 13:06:23

1,1K Tweet

1,1K Followers

393 Following

Mrutyunjay Behera (@litumrutyunjay) 's Twitter Profile Photo

ଭଦ୍ରକ ଜିଲ୍ଲା ବନ୍ଦାଳୋ ମଢିଆଳି ଗ୍ରାମ ପଞ୍ଚୟତରୁ ଯାଜପୁର ଜିଲ୍ଲା ର ବନ୍ଦାଳୋ ପଞ୍ଚୟତକୁ ସଂଯୋଗ ହୋଇଥିବା ବ୍ରିଜ୍ ଶେଷ ହେବାର 3 ବର୍ଷ ପରେ ମଧ୍ୟ ଭଦ୍ରକ ପଟରୁ ଯିବା ପାଇଁ ରାସ୍ତା କରାଯାଉନାହିଁ। ବାରମ୍ବାର ଅଭଯୋଗ ପରେ ମଧ୍ୟ କେହି ଶୁଣୁ ନାହନ୍ତି। District Administration,Bhadrak Odisha Rural CMO Odisha Team ATA Official

Shankar Pujari (@shan92648) 's Twitter Profile Photo

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଭେଜା ଗ୍ରାମରେ ଖୋଲାରେ ରହିଛି ୨ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିଦ୍ୟୁତ୍ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏଠାରେ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଅନୁରୋଧ CMO Odisha Kanak Vardhan Singh Deo (Modiji Ka Parivar) TP Southern Odisha Distribution Ltd Energy Odisha ChiefSecyOdisha TataPower Collector & DM, Koraput ZP_Koraput BDO_NANDAPUR

𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ନକଲି,ନିମ୍ନମାନର ଔଷଧ । କୋମାରେ ଭେଷଜ ବିଭାଗ,ଗାଁ ଗାଁରେ ଖୋଲିଛି ଔଷଧ ଦୋକାନ,ବିନା ଲାଇସେନ୍ସରେ ଚାଲିଛି କାରବାର, ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ବ୍ୟବସାୟୀ । ସରକାରୀ ଚାକିରୀରେ ଥିବା ଫାର୍ମାସିଷ୍ଟ ନାଁରେ ଚାଲିଛି ଔଷଧ ଦୋକାନ ଲାଇସେନ୍ସ....!! Respected CMO Odisha Sir please look into

ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ନକଲି,ନିମ୍ନମାନର ଔଷଧ । କୋମାରେ ଭେଷଜ ବିଭାଗ,ଗାଁ ଗାଁରେ ଖୋଲିଛି ଔଷଧ ଦୋକାନ,ବିନା ଲାଇସେନ୍ସରେ ଚାଲିଛି କାରବାର, ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ବ୍ୟବସାୟୀ । ସରକାରୀ ଚାକିରୀରେ ଥିବା ଫାର୍ମାସିଷ୍ଟ ନାଁରେ ଚାଲିଛି ଔଷଧ ଦୋକାନ ଲାଇସେନ୍ସ....!!
Respected CMO Odisha Sir please look into
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

କଟକଣା ମାନୁ ନାହାନ୍ତି ଟ୍ରଲର୍ ମାଫିଆ,ବିପଦରେ ଅଲିଭ୍ ରିଡଲେ କଇଁଛ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ, କଇଁଛଙ୍କ ସ୍ବର୍ଗଦ୍ଵାର.....!! #Astaranga Respected CMO Odisha Sir please look into this matter & take appreciate action.. Ama Shasana ChiefSecyOdisha Ga&Pg_Dept Odisha Forest, Env. and Climate Change Department Satyabrata Sahu PCCF & HoFF Odisha

କଟକଣା ମାନୁ ନାହାନ୍ତି ଟ୍ରଲର୍ ମାଫିଆ,ବିପଦରେ ଅଲିଭ୍  ରିଡଲେ କଇଁଛ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ, କଇଁଛଙ୍କ ସ୍ବର୍ଗଦ୍ଵାର.....!! #Astaranga Respected CMO Odisha Sir please look into this matter & take appreciate action.. Ama Shasana
ChiefSecyOdisha Ga&Pg_Dept Odisha Forest, Env. and Climate Change Department Satyabrata Sahu PCCF & HoFF Odisha
Manish Jena (ମନୀଷ ଜେନା) (@_manish_odisha_) 's Twitter Profile Photo

👉#ପିପିଲି_ପରେ_ଏବେ_ବାଲେଶ୍ବର_ପାଳି_କି? ବାଲିଜନିତ ଦୁର୍ଘଟଣାକୁ ନେଇ ପରିବହନ କମିଶନରଙ୍କ ତାଗିଦ ପରେ ବି ଏଯାଏଁ ରାସ୍ତାରୁ ଉଠିନି ବାଲି ଏ ହେଉଛି ବାଲେଶ୍ବରର ଦୃଶ୍ୟ। State Transport Authority, Odisha Bibhuti Bhusan Jena Sir kindly look into the matter & take necessary action earliest 🙏🙏 Collector & DM Balasore Mayur Suryawanshi IAS. RTO Balasore

👉#ପିପିଲି_ପରେ_ଏବେ_ବାଲେଶ୍ବର_ପାଳି_କି?
ବାଲିଜନିତ ଦୁର୍ଘଟଣାକୁ ନେଇ ପରିବହନ କମିଶନରଙ୍କ ତାଗିଦ ପରେ ବି ଏଯାଏଁ ରାସ୍ତାରୁ ଉଠିନି ବାଲି ଏ ହେଉଛି ବାଲେଶ୍ବରର ଦୃଶ୍ୟ।
State Transport Authority, Odisha Bibhuti Bhusan Jena Sir kindly look into the matter & take necessary action earliest 🙏🙏
Collector & DM Balasore Mayur Suryawanshi IAS. RTO Balasore
The Common Man (@local_dynamix) 's Twitter Profile Photo

#ତିନୋଟି_ସନ୍ତାନ_ଥାଇ_ବି_ସରପଞ୍ଚ ଗଞ୍ଜାମ: ପୋଲସରା ବ୍ଲକ ବର୍ତ୍ତିନୀ ଗ୍ରାମପଞ୍ଚାୟତରେ ସରପଞ୍ଚ ଙ୍କ ତିନୋଟି ସନ୍ତାନ ଥାଇ ବି ସେ ପଦରେ ଅଛନ୍ତି । ଭୁଲ୍ ନିର୍ବାଚନୀ ସତ୍ୟପାଠ ଦାଖଲ କରିଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତଥା ତୁରନ୍ତ ଅଯୋଗ୍ୟ ଘୋଷିତ କରାଯାଉ। Election Commission of India CMO Odisha Chief Electoral Officer, Odisha Collector & District Magistrate, Ganjam .

#ତିନୋଟି_ସନ୍ତାନ_ଥାଇ_ବି_ସରପଞ୍ଚ
ଗଞ୍ଜାମ: ପୋଲସରା ବ୍ଲକ ବର୍ତ୍ତିନୀ ଗ୍ରାମପଞ୍ଚାୟତରେ ସରପଞ୍ଚ ଙ୍କ ତିନୋଟି ସନ୍ତାନ ଥାଇ ବି ସେ ପଦରେ ଅଛନ୍ତି । ଭୁଲ୍ ନିର୍ବାଚନୀ ସତ୍ୟପାଠ ଦାଖଲ କରିଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତଥା  ତୁରନ୍ତ ଅଯୋଗ୍ୟ ଘୋଷିତ କରାଯାଉ। Election Commission of India CMO Odisha Chief Electoral Officer, Odisha Collector & District Magistrate, Ganjam .
Ratnakar Nayak (@ratnakar_n18206) 's Twitter Profile Photo

ମାନନୀୟ Collector and District Magistrate Puri Barun Kumar Kanhar CMO Odisha @pwdpuri ଙ୍କୁ ଅନୁରୋଧ ଖଣ୍ଡିଆବନ୍ଧ ରୋଡକାମ ପାଇଁ ଲେବୁଲହେଉଥିବା ସମୟରେ ପ୍ରାଇଭେଟପ୍ଲଟ କୁ ରୋଡ଼ବଜାଚାଲାଣ ଓ ବିକ୍ରି ହେଉଛି ମୁନିଜେ ଦୁଇଟ୍ରିପ ମାଗିଲି ମୋତେକହିଲେ ଏସବୁ ବଜା ଗୋଟେ ନିଦ୍ଧିଷ୍ଟବ୍ୟକ୍ତି ଙ୍କ ଜାଗାରେପଡୁଛି ତମକୁ ବଜା ଦିଆଯିବ ନାହିଁ, ଏହାଉପରେ ଦୃଷ୍ଟ ଆକର୍ଷଣ କରନ୍ତୁ

ମାନନୀୟ @tahasilofficepuri @pwdpuri Ministry of Rural Development, Government of India Collector and District Magistrate Puri CMO Odisha Team ATA Official Ministry of Panchayati Raj, Government of India ଙ୍କୁଅନୁରୋଧଆମରଘରବାରୀଜାଗା କୁ ଅଧିଗ୍ରହଣନକରି ଓ କୌଣସିନୋଟିସନଦେଇ ଜୋରଜବରଦସ୍ତଢ଼ଳେଇରୋଡକରିଛନ୍ତି ଯାହାରପ୍ଲଟ ନମ୍ବର 4744ମୌଜା ସମଙ୍ଗ ଅଟେ ଆପଣଙ୍କୁ ଅନୁରୋଧଏହାରସଠିକତଦନ୍ତକରିଆମକୁନ୍ୟାୟ ପ୍ରଦାନକରନ୍ତୁ 🙏🙏🙏

R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ଥ ଇତିଭୁଆଁ ମୌଜାର ବୁଦ୍ଧେଶ୍ୱରଦେବଙ୍କ ନାମରେ ରେକର୍ଡ ଥିବା ଜମିରେ ଛଇତନା ଗ୍ରାମପଞ୍ଚାୟତ ପକ୍ଷରୁ ଅର୍ଥ ଖର୍ଚ୍ଚ ହୋଇ କୀର୍ତନ ମଣ୍ଡପ ବେଆଇନ ଭାବେ ନିର୍ମାଣ ହେଉଥିବା ବେଳେ CMO Odisha Governor Odisha ChiefSecyOdisha Panchayati Raj and Drinking Water Department Collector and District Magistrate Puri Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏

ପୁରୀ ଜିଲ୍ଲା ସଦରବ୍ଲକ ଅଧିନସ୍ଥ ବାଲିପୁଟ ଗ୍ରାମ ପଞ୍ଚାୟତରେ ସିଆର କଟ ବ୍ରିଜ ଉପରେ ପାନୀୟ ଜଳ ଦୀର୍ଘଦିନ ଧରି ଭାସୁଥିବା ବେଳେ ପଂଚାୟତ ବାସୀଙ୍କୁ ପାଣି ମୁନ୍ଦେ ପିଇବା ପାଇଁ ମିଳୁନାହିଁ CMO Odisha Governor Odisha ChiefSecyOdisha Panchayati Raj and Drinking Water Department Collector and District Magistrate Puri Bdo PuriSadar Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ

R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ଜିଲ୍ଲା ତାଳବଣିଆ ଥାନା ଅଞ୍ଚଳରେ ମାଟିଆପଡା ROB ରେ କାର୍ଯ୍ୟରତ ARSS କମ୍ପାନୀ ବୋରୱେଲ ମେକାନିନ ଡ୍ରାଇଭରର ମୋବାଇଲ ଚୋରୀ ଘଟଣାରେ ପୁରୀ ପୋଲିସ ତୁରନ୍ତ ପଦକ୍ଷେପ ନେବାକୁ CMO Odisha DGP, Odisha Governor Odisha ChiefSecyOdisha Puri Police Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏

Puri Police (@sppuri1) 's Twitter Profile Photo

𝗧𝗿𝗮𝗳𝗳𝗶𝗰 𝗔𝗱𝘃𝗶𝘀𝗼𝗿𝘆 In view of the Hon’ble President of India’s visit to Puri on 03–04 Feb 2026.

𝗧𝗿𝗮𝗳𝗳𝗶𝗰 𝗔𝗱𝘃𝗶𝘀𝗼𝗿𝘆

In view of the Hon’ble President of India’s visit to Puri on 03–04 Feb 2026.
Manish Jena (ମନୀଷ ଜେନା) (@_manish_odisha_) 's Twitter Profile Photo

Central Pollution Control Board Commission for Air Quality Management Sir Pollution levels are increasing in Jaleswar,Balasore with sand scattered across roads throughout the town. Despite multiple complaints from residents, authorities have yet to take effective action to resolve the problem. Collector & DM Balasore Mayur Suryawanshi IAS.

Central Pollution Control Board Commission for Air Quality Management Sir Pollution levels are increasing in Jaleswar,Balasore with sand scattered across roads throughout the town. Despite multiple complaints from residents, authorities have yet to take effective action to resolve the problem.
Collector & DM Balasore Mayur Suryawanshi IAS.
Andaz Aaron (@andazaaronlive) 's Twitter Profile Photo

Respected BMC Kindly look into the cleanliness of Kharavela Park near the Sports Building. Waste accumulation and lack of maintenance are affecting the premises. Requesting necessary action at the earliest.