Santosh Khuntia
@santosh50335308
ID: 1604435851186171904
18-12-2022 11:18:59
15,15K Tweet
251 Followers
612 Following
ଏପରି କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ଜନପ୍ରତିନିଧି ମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡ ବିଧାନ ହେବା ଉଚିତ। ଛି ଛି ଛି ଲଜ୍ୟା । ପଂଚାୟତ ଅଧିକାରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଇ ତଦନ୍ତ ହେଉ Mohan Charan Majhi CMO Odisha Panchayati Raj and Drinking Water Department SSEPD Pravati Parida Nishikanta Mohapatra Kanak Vardhan Singh Deo (Modiji Ka Parivar) District Dhenkanal HINDOL NAC
ଆମ୍ ଆଦ୍ମୀ ପାର୍ଟିର ବିଶାଳ ଜନସମାଗମ 💪 ତାରିଖ- ୦୨-୦୩-୨୦୨୬ ସ୍ଥାନ - ରାୟଗଡା AAP Arvind Kejriwal Virender Singh Kadian Nishikanta Mohapatra
ବିଜେପିର ଜନଶୋଷଣ ନୀତି ବିରୁଦ୍ଧରେ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶାର ଲୋକଙ୍କର ସ୍ଵାର୍ଥ ପାଇଁ ସଂଘର୍ଷ କରୁଛି 💯 AAP Arvind Kejriwal Virender Singh Kadian Nishikanta Mohapatra
ଏ ମିଛୁଆ ନେତା ମନ୍ତ୍ରୀ ଗୁଡ଼ାଙ୍କୁ ଦଇବ ନେଉନାହିଁ କାହିଁକି? ଆମ #corrupted ଅଧିକାରୀ ମାନଙ୍କୁ ଦଉଡି ଦେବାପାଇଁ ଦୁବ ଘାସ ମିଳୁନି? ✅ଅଣ୍ଡା ଛତୁଆ ଖାଇଲେ। ✅ପିଲାଙ୍କ ମୋଜା ଜୋତା ଖାଇଲେ। ✅ପିଲାଙ୍କ ଚାଉଳ ଖାଇଲେ। ✅ତେଲ ମସଲା ଟଙ୍କା ଖାଇଲେ। ✅ପିଲାଙ୍କ ଡ୍ରେସ ଟଙ୍କା ଖାଇଲେ। ✅ଦିଦି ମାନଙ୍କ ଦରମା ଟଙ୍କା ଖାଇଲେ। CMO Odisha
ପଞ୍ଜାବର ଫତେହଗଢ ସାହନେବାଲି ଗାଁରେ ନୂଆ ITI ର ଶିଳାନ୍ୟାସ କରାଯାଇଛି । 👉ITI ରେ 240 ବିଦ୍ୟାର୍ଥୀମାନଙ୍କ ପାଇଁ ବ୍ୟବସ୍ଥା ହେବ । 👉5 ଟ୍ରେଣ୍ଡସରେ ପ୍ରଶିକ୍ଷଣ ଦିଆଯିବ । 👉ନିର୍ମାଣ ଉପରେ ସମୁଦାୟ ₹24.5 କୋଟି ଖର୍ଚ୍ଚ କରାଯିବ । Bhagwant Mann ଜୀ, ମୁଖ୍ୟମନ୍ତ୍ରୀ, ପଞ୍ଜାବ
ଆମ୍ ଆଦ୍ମୀ ପାର୍ଟିର ବିଶାଳ ଜନସମାଗମ 💪 ତାରିଖ- ୦୨-୦୩-୨୦୨୬ ସ୍ଥାନ - ରାୟଗଡା AAP Arvind Kejriwal Virender Singh Kadian Nishikanta Mohapatra