ଓଡ଼ିଆ ପରିବାର (@odiaparivar) 's Twitter Profile
ଓଡ଼ିଆ ପରିବାର

@odiaparivar

ଓଡ଼ିଆ ଭାବେ ଆମର ପରିଚୟ ହେଉଛି ଆମର ସ୍ବର୍ଣ୍ଣିମ ଇତିହାସ,ଏହାର ଭାଷା,ସଂସ୍କୃତି ଓ କଳା ଭାସ୍କର୍ଯ୍ୟ। ହଜି ଯାଇଥିବା ଗୌରବକୁ ଫେରାଇ ଆଣିବାକୁ ହେବ।ଓଡ଼ିଶାକୁ ଆଗ ଭଳି ସମୃଦ୍ଧ କରିବାକୁ ହେବ ।

ID: 1152470079885287424

calendar_today20-07-2019 06:47:33

579 Tweet

2,2K Followers

836 Following

@Gajapati (ଗଜପତି) (@vadkri) 's Twitter Profile Photo

Maharaja Krushna Chandra Gajapati with Ramachandra patdeo , and Madhav Sundar Patdeo At London, riding the special double tire London-Farringdon cart of George V. #odia_dignitary_at_London #formation_days

Maharaja Krushna Chandra Gajapati with Ramachandra patdeo , and Madhav Sundar Patdeo
At London, riding the special
double tire London-Farringdon cart of George V.
#odia_dignitary_at_London
#formation_days
Devisankar Dash (@devisankardash) 's Twitter Profile Photo

ଢେର ଦିନୁ ଶୁଣିନାଇଁ ଜହ୍ନମାମୁ ଗୀତ ମାଆ କହେ ସବୁଦିନ ମୁଁ କ'ଣ ଥିବି !! #ଏନୁହେଁକାହାଣୀ Manas Ranjan @ranjanrashmi369

ଢେର ଦିନୁ ଶୁଣିନାଇଁ ଜହ୍ନମାମୁ ଗୀତ
ମାଆ କହେ ସବୁଦିନ ମୁଁ କ'ଣ ଥିବି !!

#ଏନୁହେଁକାହାଣୀ

Manas Ranjan @ranjanrashmi369
Tanaya Patnaik (@tanaya_p) 's Twitter Profile Photo

When you are obsessed with a person, and your eternal intention is to pounce on/belittle them at every given opportunity, you end up with egg on face. In this case even if Rahul Gandhi had made a mistake with him/her, it should've been ignored. Lesson - Choose your battles.

When you are obsessed with a person, and your eternal intention is to pounce on/belittle them at every given opportunity, you end up with egg on face.
In this case even if Rahul Gandhi had made a mistake with him/her, it should've been ignored.
Lesson - Choose your battles.
ଓଡ଼ିଆ ପରିବାର (@odiaparivar) 's Twitter Profile Photo

ଓଡ଼ିଶା ପ୍ରଦେଶ କଂଗ୍ରେସର ନବ କଳେବର ହେବା ଉଚିତ- ତେବେ ନେତୃତ୍ୱ କିଏ ନେଲେ ଠିକ ହେବ ? ଆଜି ଦିନରେ ରାଜ୍ୟ ସଭାପତି ପାଇଁ ଯୋଗ୍ୟ କିଏ ?

ଓଡ଼ିଆ ପରିବାର (@odiaparivar) 's Twitter Profile Photo

#ବାପା ଓଡ଼ିଆ ପରିବାରରେ ଗୋଟେ ସମୟ ଥିଲା ଯେତେବେଳେ ବାପା ନାମକ ଦେବଦୂତଙ୍କ ସହ କେବଳ ଯୋଡ଼ି ହେଉ ନଥିଲେ ପିଲାମାନେ । ବଡ଼ ବାପା, ମଝିଆଁ ବାପା, ସାନ ବାପା, କୁନି ବାପା...ଯେମିତି ସ୍ନେହ ଓ ଭଲ ପାଇବାର ଦୁନିଆରେ ଆକାଶର ରୂପ ଥିଲେ ସେମାନେ । ଆଜି ବି କିଛି ପରିବାରରେ ସେ ସୁଖ ଅଛି । ଆମେ ଫେରି ଯାଆନ୍ତେ କି ସେ ସମୟ କୁ #FathersDay

#ବାପା
ଓଡ଼ିଆ ପରିବାରରେ ଗୋଟେ ସମୟ ଥିଲା ଯେତେବେଳେ ବାପା ନାମକ ଦେବଦୂତଙ୍କ ସହ କେବଳ ଯୋଡ଼ି ହେଉ ନଥିଲେ ପିଲାମାନେ । ବଡ଼ ବାପା, ମଝିଆଁ ବାପା, ସାନ ବାପା, କୁନି ବାପା...ଯେମିତି ସ୍ନେହ ଓ ଭଲ ପାଇବାର ଦୁନିଆରେ ଆକାଶର ରୂପ ଥିଲେ ସେମାନେ । ଆଜି ବି କିଛି ପରିବାରରେ ସେ ସୁଖ ଅଛି । ଆମେ ଫେରି ଯାଆନ୍ତେ କି ସେ ସମୟ କୁ #FathersDay
ଓଡ଼ିଆ ପରିବାର (@odiaparivar) 's Twitter Profile Photo

ବରିଷ୍ଠ Biju Janata Dal ନେତାଙ୍କର କୋଭିଡ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲଗାଇବାକୁ ନେଇ ବଳିଷ୍ଠ ମତ "ସରକାର ଯାହା କରନ୍ତି ତାହା ଜନତାଙ୍କ ପଇସାରେ କରନ୍ତି- ନେତାଙ୍କ ଫଟୋ ଲାଗିବା ଉଚିତ ନୁହଁ" । ମାନନୀୟ ଦେବୀ ଆଜ୍ଞା କୋଟି କୋଟି ଓଡ଼ିଆଙ୍କୁ ସଦୟ ହୋଇ କହିବେକି କାହିଁକି ରାଜ୍ୟ ସାରା ବିଜୁବାବୁ ଆଉ ନବୀନ ବାବୁଙ୍କ ଫଟୋ ଲାଗିଛି ?

ଜଣେ ଯୁବକ ରାଜନୀତିରେ ବ୍ରତୀ ହୋଇ ଆଦ୍ୟ ଯୁବାବସ୍ଥାରେ ରାଜ୍ୟର ବିକାଶ ପାଇଁ ସେଦିନ ଜନତାଙ୍କ ସହ ଆଗକୁ ବଢ଼ାଇ ଥିବା ପାଦ ସଫଳତାର ଅନେକ ପଥ ଅତିକ୍ରାନ୍ତ କରି ସାରିଛି । ରାଉରକେଲାରେ ସେଦିନ Dharmendra Pradhan ଙ୍କ ଏହି ରୋଡ଼ ଶୋ ଦେଖିଲେ ଲାଗେ ଯେମିତି ଆଗକୁ ଯାଇ ଦିନେ ସେ ହିଁ ରାଜ୍ୟର ନେତୃତ୍ବ ନେବେ #HappyBirthdayDP

ମୁଖ୍ୟମନ୍ତ୍ରୀ Naveen Patnaik ଏବଂ କେନ୍ଦ୍ରମନ୍ତ୍ରୀ Dharmendra Pradhan , ବେଦାନ୍ତ ସହାୟତାରେ ପ୍ରତିଷ୍ଠିତ ଦେବଗଡ଼ ଜିଲ୍ଲାରେ 100 ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଲୋକାର୍ପଣ କଲେ । ହେଲେ Kanak News ଭଳି ଆଗଧାଡ଼ିର ନିଉଜ ଚ୍ୟାନେଲରେ ଖବର ଆସିଲା "ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହସ୍ପିଟାଲ ଉଦଘାଟିତ" । ଗଣମାଧ୍ୟମ ଏମିତି ନକରୁ ।

Rajesh Tripathy (@rajeshktripathy) 's Twitter Profile Photo

#Dharmendra #TheModiMan The date was May 1, 2016 and Place was UP's Ballia 📑 Leader Dharmendra Pradhan presented a sapling of #NewUP to Hon'ble PM Narendra Modi Ji at the launching ceremony of the 'Pradhan Mantri Ujjwala Yojana'. Now we will witness the Part-2 of UP Mission.

#Dharmendra #TheModiMan

The date was May 1, 2016 and Place was UP's Ballia 📑

Leader Dharmendra Pradhan
presented a sapling of #NewUP to Hon'ble PM Narendra Modi Ji at the launching ceremony of the 'Pradhan Mantri Ujjwala Yojana'. Now we will witness the Part-2 of UP Mission.
Rajesh Tripathy (@rajeshktripathy) 's Twitter Profile Photo

#Dharmendra #TheModiMan The Date was 5th December 2015 📇 Modi Man Dharmendra Pradhan presented The Guinness World Record to Hon'ble PM Narendra Modi which he had received for the towering achievement of Ministry of Petroleum and Natural Gas #MoPNG for World's largest cash benefit program "PAHAL"

#Dharmendra #TheModiMan

The Date was 5th December 2015 📇

Modi Man Dharmendra Pradhan presented
The Guinness World Record to Hon'ble PM Narendra Modi which he had received for the towering achievement of Ministry of Petroleum and Natural Gas #MoPNG for World's largest cash benefit program "PAHAL"
Rajesh Tripathy (@rajeshktripathy) 's Twitter Profile Photo

#Dharmendra #TheModiMan Date : 8th Sep 2021 📇 Top leadership of world's largest democratic party BJP declared the name of Dharmendra Pradhan (The Modi Man & Close Confidant of Amit Shah and Jagat Prakash Nadda) as Party Prabhari to drive the most important State Election in UP.

#Dharmendra #TheModiMan

Date : 8th Sep 2021 📇

Top leadership of world's largest democratic party BJP
declared the name of Dharmendra Pradhan
(The Modi Man & Close Confidant of Amit Shah and Jagat Prakash Nadda)
as Party Prabhari to drive the most important State Election in UP.