OJTAA(Odisha Junior Teacher Aspirants Association) (@ojtaa1) 's Twitter Profile
OJTAA(Odisha Junior Teacher Aspirants Association)

@ojtaa1

JT RECRUITMENT

ID: 1311599854620008448

calendar_today01-10-2020 09:32:55

348 Tweet

5,5K Takipçi

31 Takip Edilen

OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

1.PEO ର final merit list ବାହାର କରାଯାଉ। Saswat 2. CGL DV ଶୀଘ୍ର ସାରି ଫାଇନାଲ ମେରିଟ ଆସୁ। Abhay ଅଭୟ अभय IPS ( Retd) 3.JT ପରୀକ୍ଷା ଦେଇଥିବା ପିଲା RHT ରେ,PEO ରେ,KV ରେ ଆଉ ଅନ୍ୟାନ୍ୟ କ୍ଷେତ୍ର ରେ ଚୟନ ହେଉଛନ୍ତି। ଏଣୁ ଅତିରିକ୍ତ ପିଲା ନେଇ ସମ୍ପୂର୍ଣ୍ଣ ସଂଖ୍ୟକ ନିଯୁକ୍ତି ଦିଆଯାଉ। OSEPA EducationOdisha

OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ଆପଣଙ୍କ ଧର୍ଯ୍ୟ ଆପଣଙ୍କ ସାହସ ଆପଣଙ୍କ ସ୍ଥିରତା ଆପଣ ମାନଙ୍କ ପାଇଁ କଣ ଉଦ୍ୟମ ଆମ ସ୍ଥିତି କେଉଁଠି ଖବର ସଠିକ୍ ସମୟରେ ଏଇ ସବୁ ଆଜି ଆଲୋଚନା ରେ ଆମ କର୍ତ୍ତବ୍ୟ ଆଉ ଆପଣଙ୍କ ପ୍ରତିଦାନ କେବଳ ସହଯୋଗ,ସମର୍ଥନ ଆଉ ଏକତା ଆସନ୍ତୁ ମିଳିମିଶି କଥା ହେବା ଲିଙ୍କ:- t.me/+u66uhrZV6YFiZ… ସମୟ:- ଆଜି (୨୬/୧୨/୨୩) ରାତି 8 ଆୟୋଜକ:- OJTAA

OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

OSSSC ଭଳି OSEPA ତରଫରୁ ମଧ୍ୟ ଗୋଟେ window ଖୋଲାଯାଉ ଯେଉଁଥିରେ କି .... ଯେଉଁ JT ଆଶାୟୀଙ୍କ ଅନ୍ୟ କୌଣସି govt. Job ହେଇ ଯାଉଛି ସେମାନେ ସେଥିରେ "I am not interested for Junior teacher " choose କରିବେ । ଯାହା ଫଳରେ ତା ତଳ rank ର ପିଲାମାନେ ଚାକିରି ର ସୁଯୋଗ ପାଇବେ ଆଉ ପ୍ରାଥମିକ ଶିକ୍ଷାର ଖାଲି ସ୍ଥାନ ପୂରଣ ହବ।

ଗାଁରେ ଯେଉଁ ଧାନଗୋଲା ଥାଏ ସେମାନେ 10kg ଧାନ ନେଲେ 250gm ଅଧିକ ନିଅନ୍ତି ଅଗାଡ଼ି ଥିବ ଜାଣି। ହେଲେ OSEPA ଏତିକି ଜାଣି ପାରିଲେ ନାହିଁ 18755 ନେବୁ ମାନେ 5k ପ୍ରାର୍ଥୀତ୍ବ ନଥିବା ଆସିବେ ଅନୁମାନ ସତ ଦିଗରେ ମୁହାଉଁଚି।ଏଣୁ EducationOdisha ଙ୍କୁ ନିବେଦନ ବଳକା ପୋଷ୍ଟ ପାଇଁ ତଳୁ ପିଲା ନେବାକୁ। CMO Odisha,MoSarkar 5T

OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ଶୁଭେଛା ଓ ଅଭିନନ୍ଦନ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ @nityananda_gond ମହୋଦୟ। ଆମ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ନୂତନ ଆଶା ରେ ସଞ୍ଚରିତ କି ପ୍ରାଥମିକ ଶିକ୍ଷା ରେ ଥିବା ଛାତ୍ର,ଶିକ୍ଷକ,ବିଦ୍ୟାଳୟ ସମସ୍ୟା ଦୂରୀକରଣ ସହ ସମସ୍ତ ପ୍ରାଥମିକ ଶିକ୍ଷକ ଆଶାୟୀ ମାନଙ୍କ ମଙ୍ଗଳ ନିମିତ୍ତ ପଦକ୍ଷେପ ନେବା ହେବେ।

ଶୁଭେଛା ଓ ଅଭିନନ୍ଦନ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ @nityananda_gond ମହୋଦୟ।
ଆମ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ନୂତନ ଆଶା ରେ ସଞ୍ଚରିତ କି ପ୍ରାଥମିକ ଶିକ୍ଷା ରେ ଥିବା ଛାତ୍ର,ଶିକ୍ଷକ,ବିଦ୍ୟାଳୟ ସମସ୍ୟା ଦୂରୀକରଣ ସହ ସମସ୍ତ ପ୍ରାଥମିକ ଶିକ୍ଷକ ଆଶାୟୀ ମାନଙ୍କ ମଙ୍ଗଳ ନିମିତ୍ତ ପଦକ୍ଷେପ ନେବା ହେବେ।
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ସମୟ ବଦଳିଛି। 22ବର୍ଷର ମେଧା ବଳି ଭାଗ୍ୟ ସାଥ ଦେଲେ ଚାକିରି ଅନ୍ତ ଘଟିଛି।ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ବହୁତ୍ ଦିନ ପରେ ଐତିହାସିକ ରାୟ ଦେଇଛନ୍ତି। ଏଣୁ ରାୟ ନେଇ କିପରି ଜଲ୍ଦୀ ନିଯୁକ୍ତି ପ୍ରକ୍ରିୟା ସାରିହେବ ଆଉ 20k consider ଦିଗରେ ସମସ୍ତେ ଚେଷ୍ଟା କରନ୍ତୁ।ଏଣୁ ସମସ୍ତ ଆଶାୟୀ ଦ୍ଵନ୍ଦ ନକରି ପ୍ରକ୍ରିୟା ସାରିବାରେ ସହଯୋଗ କରନ୍ତୁ।

ସମୟ ବଦଳିଛି।
22ବର୍ଷର ମେଧା ବଳି ଭାଗ୍ୟ ସାଥ ଦେଲେ ଚାକିରି ଅନ୍ତ ଘଟିଛି।ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ବହୁତ୍ ଦିନ ପରେ ଐତିହାସିକ ରାୟ ଦେଇଛନ୍ତି।
ଏଣୁ  ରାୟ ନେଇ କିପରି ଜଲ୍ଦୀ ନିଯୁକ୍ତି ପ୍ରକ୍ରିୟା ସାରିହେବ ଆଉ 20k consider ଦିଗରେ ସମସ୍ତେ ଚେଷ୍ଟା କରନ୍ତୁ।ଏଣୁ ସମସ୍ତ ଆଶାୟୀ ଦ୍ଵନ୍ଦ ନକରି ପ୍ରକ୍ରିୟା ସାରିବାରେ ସହଯୋଗ କରନ୍ତୁ।
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

BSE ODISHA ର ମନମାନି - ପୂର୍ବ ବର୍ଷ ଗୋଟିଏ ପେପର କୁ ୬00 ଫର୍ମ ପୂରଣ ପାଉଣା ଥିବା ବେଳେ ଏଥର ୯୦୦ କାହିଁକି ? - 2ଟି ପେପର କୁ 1000 ବେଳେ ଏବେ 1400 କାହିଁକି? - CTET ଆହୁରି ଉତ୍କୃଷ୍ଟ ମାନର ପେପର ବ୍ୟବହାର ଉନ୍ନତ ପରୀକ୍ଷା କରୁଥିବା ବେଳେ ସେ 600,1200 ପାଉଣା ନେଉଛନ୍ତି ? - ବୋର୍ଡ ଏତେ ଶୋଷଣ କାହିଁକି କରୁଚି?

BSE ODISHA ର ମନମାନି
- ପୂର୍ବ ବର୍ଷ ଗୋଟିଏ ପେପର କୁ ୬00 ଫର୍ମ ପୂରଣ ପାଉଣା ଥିବା ବେଳେ ଏଥର ୯୦୦ କାହିଁକି ?
- 2ଟି ପେପର କୁ 1000 ବେଳେ ଏବେ 1400 କାହିଁକି?
- CTET ଆହୁରି ଉତ୍କୃଷ୍ଟ ମାନର ପେପର ବ୍ୟବହାର ଉନ୍ନତ ପରୀକ୍ଷା କରୁଥିବା ବେଳେ ସେ 600,1200 ପାଉଣା ନେଉଛନ୍ତି ?
- ବୋର୍ଡ ଏତେ ଶୋଷଣ କାହିଁକି କରୁଚି?
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ମାନ୍ୟବର Mohan Charan Majhi CMO Odisha ChiefSecyOdisha Nityananda Gond ଏଇ ସମସ୍ୟା ପ୍ରତି ଦୃଷ୍ଟି ଦେବେ। ଏବଂ Bord Of Secondary Education,Odisha ଙ୍କୁ ପାଉଣା (ଫି) କମାଇବା ନିର୍ଦ୍ଦେଶ ଦେବା ହେବେ ଆଶା।

ମାନ୍ୟବର
Mohan Charan Majhi CMO Odisha
ChiefSecyOdisha Nityananda Gond ଏଇ ସମସ୍ୟା ପ୍ରତି ଦୃଷ୍ଟି ଦେବେ।
ଏବଂ Bord Of Secondary Education,Odisha ଙ୍କୁ ପାଉଣା (ଫି) କମାଇବା ନିର୍ଦ୍ଦେଶ ଦେବା ହେବେ ଆଶା।
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ପରେ ଭ୍ରମାତ୍ମକ ତର୍ଜମା ଉଚିତ ନୁହଁ। ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ବେଳେ ତାକୁ ନେଇ ଆନ୍ଦୋଳନ କରିବା କଥା ଉଠିବା ଅଗଣତାନ୍ତ୍ରିକ। Sambad (ସମ୍ବାଦ) ସବୁ କଥା ଗଭୀର ଭାବେ ବୁଝି ଖବର ଲେଖନ୍ତୁ।

OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

କନିଷ୍ଠ ଶିକ୍ଷକ ନିଯୁକ୍ତି :- ଚୟନିତ ପିଲାଙ୍କୁ ଯାହା ହଉ ଯେମିତି ହଉ ଖୁବଶିଘ୍ର ନିଯୁକ୍ତି ଦିଆଯାଉ। ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ଅନୁସାରେ ନିଯୁକ୍ତି ରେ ରହିବା ଫାଙ୍କା ସ୍ଥାନ କୁ ୧,୨,ସ୍ତର କରି ପୂରଣ କରାଯାଉ। କାରଣ EducationOdisha OSEPA ଙ୍କ ପାରଦର୍ଶିତା ଅଭାବ କାର୍ଯ୍ୟ ଯୋଗୁଁ ଅନେକ ଫାଙ୍କା ରହିବା ସମ୍ଭାବନା ସୃଷ୍ଟ।

କନିଷ୍ଠ ଶିକ୍ଷକ ନିଯୁକ୍ତି :-
ଚୟନିତ ପିଲାଙ୍କୁ ଯାହା ହଉ ଯେମିତି ହଉ ଖୁବଶିଘ୍ର ନିଯୁକ୍ତି ଦିଆଯାଉ।
ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ଅନୁସାରେ ନିଯୁକ୍ତି ରେ ରହିବା ଫାଙ୍କା ସ୍ଥାନ କୁ ୧,୨,ସ୍ତର କରି ପୂରଣ କରାଯାଉ।
କାରଣ EducationOdisha OSEPA ଙ୍କ ପାରଦର୍ଶିତା ଅଭାବ କାର୍ଯ୍ୟ ଯୋଗୁଁ ଅନେକ ଫାଙ୍କା ରହିବା ସମ୍ଭାବନା ସୃଷ୍ଟ।
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

OTET:- ଗତ ଅଗଷ୍ଟ 17 ରେ OTET ପରୀକ୍ଷା ର 2ୟ ସିଫ୍ଟ ଦିନ 2ରୁ 4.30 ଥିଲା। ଭୟଂକର ବର୍ଷା ଆଉ ବଜ୍ରପାତ ଅପରାହ୍ନ 3 ରୁ ଆରମ୍ଭ ହେଇଗଲା। ଉପକୂଳ ଅଞ୍ଚଳ ର ପ୍ରାୟ ଜିଲ୍ଲା ର କେନ୍ଦ୍ର ମାନଙ୍କରେ ଆଲୋକ ଅଭାବ ବର୍ଷା ଛିଟା ରେ ଖାତା ଖରାପ। କେଉଁଠି ବି ପାୱାର SUPPLY ନଥିଲା। ଏଣୁ OTET ରେ ସରକାର ଗ୍ରେସ MARK ଦେବା କଥା ଚିନ୍ତା କରନ୍ତୁ ।

OTET:-
ଗତ ଅଗଷ୍ଟ 17 ରେ OTET ପରୀକ୍ଷା ର 2ୟ ସିଫ୍ଟ ଦିନ 2ରୁ 4.30 ଥିଲା।
ଭୟଂକର ବର୍ଷା ଆଉ ବଜ୍ରପାତ ଅପରାହ୍ନ 3 ରୁ ଆରମ୍ଭ ହେଇଗଲା।
ଉପକୂଳ ଅଞ୍ଚଳ ର ପ୍ରାୟ ଜିଲ୍ଲା ର କେନ୍ଦ୍ର ମାନଙ୍କରେ ଆଲୋକ ଅଭାବ ବର୍ଷା ଛିଟା ରେ ଖାତା ଖରାପ।
କେଉଁଠି ବି ପାୱାର SUPPLY ନଥିଲା।
ଏଣୁ OTET ରେ ସରକାର ଗ୍ରେସ MARK ଦେବା କଥା ଚିନ୍ତା କରନ୍ତୁ ।
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ନିଯୁକ୍ତ ହେବାକୁ ଥିବା କନିଷ୍ଠ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଚୁକ୍ତି ସ୍ବାକ୍ଷର ପାଇଁ ଯିବା ସମୟରେ କିଛି ଜିଲ୍ଲା ରେ ବିରୋଧ ସହ ପିଲା ମାନଙ୍କୁ ଆତଙ୍କ ଦେଖାଉଛନ୍ତି।ଯାହା ସୁସ୍ଥ ସମାଜରେ ଗ୍ରହଣୀୟ ନୁହଁ।ଯାହା ଦାବି କରିବା କଥା ସିଧା ସରକାରଙ୍କ ପାଖରେ ରଖନ୍ତୁ।କୌଣସି ପ୍ରାର୍ଥୀକୁ ଆକ୍ରମଣ ଗ୍ରହଣୀୟ ନୁହଁ।ପୋଲିସ ଆଇନ ଶୃଙ୍ଖଳା ବଜାୟ ରଖୁ ।