Ganesh Shankar Hansa(@HansaGanes88861) 's Twitter Profileg
Ganesh Shankar Hansa

@HansaGanes88861

social worker

ID:1655867148554608640

calendar_today09-05-2023 09:28:30

6,9K Tweets

448 Followers

1,5K Following

SK Sibalal(@SK_Sibalal) 's Twitter Profile Photo

ଢେଙ୍କାନାଳ:- ଗ‍ଁନ୍ଦିଆ ବ୍ଲକ ବେଗା ଗ୍ରାମ ପଞ୍ଚାୟତ ୯ନଂ ୱାର୍ଡ ର ଆଦିବାସୀ ଗାଁର ରାସ୍ତା ସମସ୍ୟା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିରୀୟ ଲୋକଙ୍କର ସମସ୍ୟା ଦୂରଭୂତ ହେତୁ ବିଭାଗୀୟ ପ୍ରଶାସନଙ୍କୁ ଅନୁରୋଧ। CMO Odisha District Dhenkanal MoSarkar 5T Pradip Kumar Das Nabin Nanda Sudhir Kumar Samal (Nidhi) sonu sood

account_circle
Manadhara Karmi(@ManadharaK) 's Twitter Profile Photo

ଦୟାପୂର୍ବକ ଏହି ପରିବାର କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ପାଇଁ SSEPD Bishnupadaa Setthi CMO Odisha Collector & DM, Nuapada Dsso Nuapada Panchayati Raj and Drinking Water Department

account_circle
SJS & MSJS, Malkangiri(@sharmjeebi) 's Twitter Profile Photo

Respected,
CMO Odisha
Collector & DM, Malkangiri
BDO_khairaput
12 Baje 12 minute
MoSarkar 5T
FoodOdisha
sir, She is Sasi sisa from Barangabadi vlg of badadural gp block under khairput block under MKG district. Her family member's is 6 but only 10kg getting rice per month . so pls take action

account_circle
Mahila Jana Sangharsha Samiti, Sambalpur(@MJSSSambalpur) 's Twitter Profile Photo

Pradeep Jena IAS ସାର ଜିଲ୍ଲା ବ୍ଲକ ଗ୍ରା.ପ ଗ୍ରାମର ସଂଯୁକ୍ତା କିସାନ ଏକ ଆଦିବାସୀ ବିଧବା ମହିଳା ଅଟନ୍ତି ଆବାସ ଯୋଜନାରୁ ବଞ୍ଚିତ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଅନୁରୋଧ
BDO KUCHINDA
DM Sambalpur
Panchayati Raj and Drinking Water Department
Rural Housing Odisha
PMAYG

@PradeepJenaIAS ସାର #ସମ୍ୱଲପୁର ଜିଲ୍ଲା #କୁଚିଣ୍ଡା ବ୍ଲକ #ହାଡ଼ିପାଲି ଗ୍ରା.ପ #କିଣ୍ଡିରା ଗ୍ରାମର ସଂଯୁକ୍ତା କିସାନ ଏକ ଆଦିବାସୀ ବିଧବା ମହିଳା ଅଟନ୍ତି ଆବାସ ଯୋଜନାରୁ ବଞ୍ଚିତ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଅନୁରୋଧ @BLOCK_KUCHINDA @DmSambalpur @PRDeptOdisha @PuccaGhara @graminawaas #12baje12minute #RH
account_circle
Bbsrbikassanga1(@Bbsrbikassanga2) 's Twitter Profile Photo

Sir,Tarini basti conduct a meeting in ward-17, North zone.Committee members discussed their default drainage construction and left it without cover,which is create many issue in future.
BMC Er. Abanikanta Sahoo (Chairperson OSFC) CMO Odisha Sulochana Das H & UD Dept SSEPD

Sir,Tarini basti conduct a meeting in ward-17, North zone.Committee members discussed their default drainage construction and left it without cover,which is create many issue in future. #sanitationforall @bmcbbsr @Abanikanta_1978 @CMO_Odisha @MayorofBBSR @HUDDeptOdisha @SSEPD2
account_circle
JJM, MAYURBHANJ(@JjmMayurbhanj) 's Twitter Profile Photo

ଖରାଦିନେ ନିଜ ସ୍ୱାସ୍ଥ୍ୟ ସହିତ ନିଜ ଯାତ୍ରାକୁ ଆରାମଦାୟକ କରିବା ପାଇଁ କେତେକ ସତର୍କତା ଅନୁସରଣ କରନ୍ତୁ। ଓଏସ୍‌ଆରଟିସି ସହ ଏକ ସୁରକ୍ଷିତ ଏବଂ ଆନନ୍ଦମୟ ଯାତ୍ରା କରନ୍ତୁ।


ଖରାଦିନେ ନିଜ ସ୍ୱାସ୍ଥ୍ୟ ସହିତ ନିଜ ଯାତ୍ରାକୁ ଆରାମଦାୟକ କରିବା ପାଇଁ କେତେକ ସତର୍କତା ଅନୁସରଣ କରନ୍ତୁ। ଓଏସ୍‌ଆରଟିସି ସହ ଏକ ସୁରକ୍ଷିତ ଏବଂ ଆନନ୍ଦମୟ ଯାତ୍ରା କରନ୍ତୁ। #HappyJourney #HappySummer #JanaJagrutiMancha
account_circle
Bhupendra Sunani(@sunani_pinku) 's Twitter Profile Photo

ମହାଶୟ, Collector & DM, Nuapada ଖବର କାଗଜ ରେ ପ୍ରସାରିତ ହୋଇ ଥିବା ସମସ୍ୟା ସିନାପାଲି ବ୍ଳକ୍ ଘାଟମାଲ୍ ପଂଚାୟତ ର ଚିତାରମା ଗ୍ରାମ ରେ ବିଦ୍ୟୁତ୍ ନାହିଁ ତ ଭୋଟ ନାହିଁ ବୋଲି ଗ୍ରାବାସୀମାନେ ଚେତାବନୀ ଦେଇଛନ୍ତି ତେଣୁ ଏହି ସମସ୍ୟାକୁ ତୁରନ୍ତ ସମାଧାନ କରାଯାଉ । CMO Odisha Panchayat Samiti Sinapali TP Western Odisha Distribution Ltd. Panchayati Raj and Drinking Water Department SUPERINTENDING ENGINEER RWS&S DIVISION, NUAPADA

ମହାଶୟ, @DM_Nuapada ଖବର କାଗଜ ରେ ପ୍ରସାରିତ ହୋଇ ଥିବା ସମସ୍ୟା ସିନାପାଲି ବ୍ଳକ୍ ଘାଟମାଲ୍ ପଂଚାୟତ ର ଚିତାରମା ଗ୍ରାମ ରେ ବିଦ୍ୟୁତ୍ ନାହିଁ ତ ଭୋଟ ନାହିଁ ବୋଲି ଗ୍ରାବାସୀମାନେ ଚେତାବନୀ ଦେଇଛନ୍ତି ତେଣୁ ଏହି ସମସ୍ୟାକୁ ତୁରନ୍ତ ସମାଧାନ କରାଯାଉ । @CMO_Odisha @PSinapali @TPWesternOdisha @PRDeptOdisha @RWSS_Nuapada
account_circle
Biswaranjan Nayak(@biswaranj_nayak) 's Twitter Profile Photo

କୋରାପୁଟ ଜିଲ୍ଲା ଜୟପୁର ବ୍ଳକ୍ ଅନ୍ତର୍ଗତ ତାଡ଼ପାଣି ଗାଁ କୁ ନାହିଁ ରାସ୍ତା। ସମସ୍ୟା ର ସମାଧାନ ପାଇଁ ପ୍ରଶାସନ କୁ ମୋର ବିନମ୍ର ଅନୁରୋଧ। CMO Odisha Pradeep Jena IAS Office of Development Commissioner, Odisha Anu Garg Panchayati Raj and Drinking Water Department Collector and District Magistrate, Koraput BDOJEYPORE

କୋରାପୁଟ ଜିଲ୍ଲା ଜୟପୁର ବ୍ଳକ୍ ଅନ୍ତର୍ଗତ ତାଡ଼ପାଣି ଗାଁ କୁ ନାହିଁ ରାସ୍ତା। ସମସ୍ୟା ର ସମାଧାନ ପାଇଁ ପ୍ରଶାସନ କୁ ମୋର ବିନମ୍ର ଅନୁରୋଧ। @CMO_Odisha @PradeepJenaIAS @DC_Odisha @_anugarg @PRDeptOdisha @dmkoraput @bdojeypore
account_circle
Dukhabandhu Biswal(@DukhabandhuBi13) 's Twitter Profile Photo

ବ୍ଲକ ନଂ ୪ ବେକରେ ରୋଗରେ ପୀଡିତ ପରିବାର କହିଲେ କେହି ନାହାନ୍ତି,ପର ଘରେ ମୁଲ ଲାଗିଲେ ପେଟ କୁ ଦୁଇ ମୁଠା ଖାଇବା କୁ ମିଳେ କିନ୍ତୁ ବଡ଼ ଦୁଃଖ ର କଥା ବିଧବା ଭତ୍ତା ରୁ ବଞ୍ଚିତ l ରୋଗରେ ପୀଡିତ ପାଖରେ ନାହିଁ l ତୁରନ୍ତ…

#ଅନୁଗୋଳ #ତାଳଚେର ବ୍ଲକ #ପୈାରପରିଷଦ #ଓ୍ୱାର୍ଡ ନଂ ୪ #ସୂର୍ଯ୍ୟକାନ୍ତି_ମହାପାତ୍ର ବେକରେ #ଗଳଗଣ୍ଡ ରୋଗରେ ପୀଡିତ ପରିବାର କହିଲେ କେହି ନାହାନ୍ତି,ପର ଘରେ ମୁଲ ଲାଗିଲେ ପେଟ କୁ ଦୁଇ ମୁଠା ଖାଇବା କୁ ମିଳେ କିନ୍ତୁ ବଡ଼ ଦୁଃଖ ର କଥା ବିଧବା ଭତ୍ତା ରୁ ବଞ୍ଚିତ l ରୋଗରେ ପୀଡିତ #ମେଡ଼ିସିନ୍_ଖାଇବାକୁ ପାଖରେ #ଟଙ୍କା_ଟେ ନାହିଁ l ତୁରନ୍ତ…
account_circle