CDMO JAGATSINGHPUR
@cdmo_jspur
CDM&PHO JAGATSINGHPUR
ID: 1219206964753776647
20-01-2020 10:36:22
677 Tweet
9,9K Takipçi
14 Takip Edilen
Capital Hospital #Bhubaneswar, DHH #Dhenkanal, DHH #Angul, DHH #Jagatsinghpur, SDH Rairangpur, SDH Udala, SDH Chhatrapur, CHC Jashipur got LaQshya certification from Ministry of Health.
ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଜାତୀୟ କୃମି ନାଶକ ଦିବସ-୨୦୨୩କୁ ଜିଲ୍ଲାପାଳ ଉଦଘାଟନ କରିବା ସହ ଆଶା କର୍ମୀ,ଅଙ୍ଗନବାଡ଼ି କର୍ମୀ,ମହିଳା ସ୍ବାସ୍ଥ୍ୟକର୍ମୀ ଓ ଶିକ୍ଷକଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସହଯୋଗ କାମନା କରିଥିଲେ H & FW Dept Odisha
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ବିଶ୍ଵ ରକ୍ତଦାତା ଦିବସ ପାଳନ ଅବସରରେ ଆୟୋଜିତ ଏକ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ । ପରେ ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଏକାଧିକବାର ରକ୍ତଦାନ କରିଥିବା ବ୍ୟକ୍ତି ଓ ରକ୍ତଦାନ ଶିବିର ଆୟୋଜନ କରିଥିବା ସଂଗଠନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । H & FW Dept Odisha
.H & FW Dept Odisha has directed all private medicine stores operating inside the premises of public health institutions to vacate within 15 days.
BABUL MALLIK (Social Activist) Cdmo Jagatsinghpur DM_Jagatsinghpur Sub-Collector &SDM ,Jagatsinghpur CDMO JAGATSINGHPUR CMO Odisha Dr. Mukesh Mahaling Mohan Charan Majhi ChiefSecyOdisha Naveen Patnaik Panchayati Raj and Drinking Water Department JSW Foundation As reported by CDM&PHO Jagatsinghpur, water cooler dispenser has already been repaired by swapping out the damaged part and appropriate steps have already been taken for the repairment of AC in the OPD.