Niranjan Mohapatra (@niramohapatra) 's Twitter Profile
Niranjan Mohapatra

@niramohapatra

📖 Manager, Learning Resource Centre @worldskillcentr ; ✍Founder @DrLibSc; Revolutionary ✊ @Lib_Movement_OD 🎓Ph.D Scholar, DLIS, Utkal University

ID: 297285217

linkhttp://www.drlibsc.com calendar_today12-05-2011 07:55:59

6,6K Tweet

843 Takipçi

470 Takip Edilen

Niranjan Mohapatra (@niramohapatra) 's Twitter Profile Photo

"Chapter 29 Upskilling the Next-Gen: Role of Libraries as Learning Resource Centre for Skilled World" In Designing Next-Gen Libraries Tools and Technological Impact on Library Systems and Services Edited by: Bhojaraju Gunjal and Panorea Gaitanou degruyterbrill.com/document/doi/1…

Tukuna sethy (@tukuna7064) 's Twitter Profile Photo

ବିକଳାଙ୍ଗ ହେଲାଣି ଓଡିଶା ଆଦର୍ଶ ବିଦ୍ୟାଳୟ 🔹ବିନା #LIBRARIAN ରେ ଚାଲିଛି #Library 🔹CBSE HQ ଅଧିନରେ ଥିବା #OAVS 🔹#NEP_2020 ନିୟମ ଖାତିର ନାହିଁ 🔹#CBSE_2022_SOP କୁ ମଧ୍ୟ ଖାତିର ନାହିଁ 🔹ରାଜ ରାସ୍ତାରେ ଆଶାୟୀଙ୍କ ଧାରଣା Mohan Charan Majhi Dr.N.Thirumala Naik Nityananda Gond EducationOdisha Mohan Charan Majhi

Library Movement Odisha (@lib_movement_od) 's Twitter Profile Photo

୪ ବର୍ଷ ପୂର୍ବେ ପାଠାଗାର ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂର୍ଣାଙ୍ଗ ହୋଇ ପାରିଲାନାହିଁ । ୨୦୨୧ରେ ତତ୍କାଳୀନ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମାଙ୍କ ପ୍ରୟାସରେ ବ୍ଳକର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ପାଠାଗାର ପ୍ରତିଷ୍ଠା ପାଇଁ ନିର୍ଦେଶନାମା ପାଇଥିଲା I CMO Odisha Panchayati Raj and Drinking Water Department

୪ ବର୍ଷ ପୂର୍ବେ ପାଠାଗାର ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂର୍ଣାଙ୍ଗ ହୋଇ ପାରିଲାନାହିଁ ।  ୨୦୨୧ରେ ତତ୍କାଳୀନ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମାଙ୍କ ପ୍ରୟାସରେ ବ୍ଳକର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ପାଠାଗାର ପ୍ରତିଷ୍ଠା ପାଇଁ ନିର୍ଦେଶନାମା ପାଇଥିଲା I
CMO Odisha Panchayati Raj and Drinking Water Department
Sudarsan Pattnaik (@sudarsansand) 's Twitter Profile Photo

#15thInternationalSandArtFestival from 1st to 5th December at Chandrabhaga Beach, #Konark, Odisha brings incredible creativity to life! 140 artists are showcasing their talent this year, with new themes unveiled every day, including participants from five countries — Spain,

Library Movement Odisha (@lib_movement_od) 's Twitter Profile Photo

ଗତ ସରକାର ଅମଳରେ ରାଜ୍ୟରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଲାଗି ବିଶେଷ ଯୋଜନା କରାଯାଇଥିଲା । ଏ ବାବଦକୁ ରାଜ୍ୟ ସରକାର ପ୍ରାୟ ୫୦ ହଜାର ଟଙ୍କା ଯୋଗାଇ ଦେବେ ବୋଲି କହିଥିଲେ। ହେଲେ ନୂଆ ସରକାର ଏହାକୁ ଗୁରୁତ୍ଵ ଦେଉନାହାନ୍ତି। CMO Odisha Mohan Charan Majhi Suryabanshi Suraj ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Ministry of Culture BJP Odisha

ଗତ ସରକାର ଅମଳରେ ରାଜ୍ୟରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଲାଗି ବିଶେଷ ଯୋଜନା କରାଯାଇଥିଲା । ଏ ବାବଦକୁ ରାଜ୍ୟ ସରକାର ପ୍ରାୟ ୫୦ ହଜାର ଟଙ୍କା ଯୋଗାଇ ଦେବେ ବୋଲି କହିଥିଲେ। ହେଲେ ନୂଆ ସରକାର ଏହାକୁ ଗୁରୁତ୍ଵ ଦେଉନାହାନ୍ତି।
CMO Odisha Mohan Charan Majhi Suryabanshi Suraj ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Ministry of Culture BJP Odisha
Library Movement Odisha (@lib_movement_od) 's Twitter Profile Photo

ନେତାଜୀ ବସ ଟର୍ମିନାଲ ନିର୍ମାଣ ସମୟରେ ବିଶ୍ବନାଥ ପାଠାଗାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା।ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଗଲାଣି। କିନ୍ତୁ ଏହାର କାର୍ଯ୍ୟ ଏପର୍ଯ୍ୟନ୍ତ ସରିପାରି ନାହିଁ। ଯାହାଫଳରେ ବହୁ ଛାତ୍ରଛାତ୍ରୀ ପାଠାଗାରରେ ପଢିବା ସୁଯୋଗ ହରାଉଛନ୍ତି।CMC,Cuttack CMO Odisha

ନେତାଜୀ ବସ ଟର୍ମିନାଲ ନିର୍ମାଣ ସମୟରେ ବିଶ୍ବନାଥ ପାଠାଗାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା।ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଗଲାଣି। କିନ୍ତୁ ଏହାର କାର୍ଯ୍ୟ ଏପର୍ଯ୍ୟନ୍ତ ସରିପାରି ନାହିଁ। ଯାହାଫଳରେ ବହୁ ଛାତ୍ରଛାତ୍ରୀ ପାଠାଗାରରେ ପଢିବା ସୁଯୋଗ ହରାଉଛନ୍ତି।CMC,Cuttack CMO Odisha
Niranjan Mohapatra (@niramohapatra) 's Twitter Profile Photo

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ, ଆସନ୍ତୁ ସମାନ ଅଧିକାର, ସମାନ ସୁଯୋଗ ଓ ଏକ ଅନ୍ତର୍ଭୁକ୍ତ ସୁଦୃଢ଼ ସମାଜ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ସ୍ମରଣ କରିବା। ​ My research is available on ResearchGate: researchgate.net/publication/33…

Niranjan Mohapatra (@niramohapatra) 's Twitter Profile Photo

#InternationalDayOfPersonswithDisabilities Let's build equal rights, equal opportunities and an inclusive To re-remember our commitment to building society. My research is available on ResearchGate: researchgate.net/publication/33… #InternationalDisabilityDay

Library Movement Odisha (@lib_movement_od) 's Twitter Profile Photo

Interested Policy makers, Educationists, Professionals/Experts, Thought leaders, Activists, Journalists, Bloggers, Library Professionals, enthusiasts, Students are invited to register tinyurl.com/2025-OPLC > for Odisha Public Library Conference 2025 #OdishaPublicLibraryVision

Interested Policy makers, Educationists, Professionals/Experts, Thought leaders, Activists, Journalists, Bloggers, Library Professionals, enthusiasts, Students are invited to register tinyurl.com/2025-OPLC > for Odisha Public Library Conference 2025
#OdishaPublicLibraryVision
Library Movement Odisha (@lib_movement_od) 's Twitter Profile Photo

PM Modi To Launch World’s First Digital ‘Traditional Medicine Library’ At WHO Summit: AYUSH Secretary news18.com/india/pm-modi-…

Niranjan Mohapatra (@niramohapatra) 's Twitter Profile Photo

🚨Odisha Govt abolishes 314 Librarian posts in OAVs while aspirants have waited since 2015. NEP-2020 & CBSE norms mandate librarians in every school This move harms students’ learning & crushes LIS aspirants’ futures Govt must restore the posts #SaveLibrarians #OAVS Mohan Charan Majhi

🚨Odisha Govt abolishes 314 Librarian posts in OAVs while aspirants have waited since 2015.
NEP-2020 & CBSE norms mandate librarians in every school
This move harms students’ learning & crushes LIS aspirants’ futures
Govt must restore the posts
#SaveLibrarians #OAVS
Mohan Charan Majhi