Sukla_Ji_Family (@suklajifamily) 's Twitter Profile
Sukla_Ji_Family

@suklajifamily

Believe in yourself ⚖️ ଜୟ ଜଗନ୍ନାଥ 🙏

ID: 1561968265974362113

calendar_today23-08-2022 06:47:34

461 Tweet

492 Takipçi

129 Takip Edilen

ଓଟିଭି (@otvkhabar) 's Twitter Profile Photo

'ରାଜ୍ୟରେ ପ୍ରଶ୍ନପତ୍ର ଲିକ୍ ହେବା ଗୋଟିଏ ପ୍ରଥା ହୋଇଯାଇଥିଲା । ଏଣିକି ପରୀକ୍ଷାରେ ଏଭଳି ଅସାଧୁ କାର୍ଯ୍ୟ କଲେ ଜେଲ୍ ସହ କୋଟିଏ ଟଙ୍କା ଜରିମାନା ହେବ ।'-ମୁଖ୍ୟମନ୍ତ୍ରୀ ମୋହନ ମାଝୀ #MohanMajhi #Cuttack #PaperLeak #Odisha #OTV

Sukla_Ji_Family (@suklajifamily) 's Twitter Profile Photo

ସରକାରୀ ଚାକିରିର ବୟସ ସୀମା ବଢ଼ାଇବା ପାଇଁ ଦାବି କଲେ ଆଶାୟୀ ।ବିଭିନ୍ନ ରାଜ୍ୟରେ ସରକାରୀ ଚାକିରି ଆବେଦନ ପାଇଁ ୪୦ ରୁ ଉର୍ଦ୍ଧ ବୟସ ସୀମା ରହିଥିଲା ବେଳେ ଆମ ରାଜ୍ୟ ଓଡିଶା ରେ ଏହା ୩୨ ରହିଛି। #increaseupparagelimit #increaseagelimit #odisha #ageralax #opsc #ossc #osssc Mohan Majhi - People's CM CMO Odisha ChiefSecyOdisha

ସରକାରୀ ଚାକିରିର ବୟସ ସୀମା ବଢ଼ାଇବା ପାଇଁ ଦାବି କଲେ ଆଶାୟୀ ।ବିଭିନ୍ନ ରାଜ୍ୟରେ ସରକାରୀ ଚାକିରି ଆବେଦନ ପାଇଁ ୪୦ ରୁ ଉର୍ଦ୍ଧ ବୟସ ସୀମା ରହିଥିଲା ବେଳେ  ଆମ ରାଜ୍ୟ ଓଡିଶା ରେ ଏହା ୩୨ ରହିଛି।
#increaseupparagelimit
#increaseagelimit #odisha #ageralax #opsc #ossc #osssc
Mohan Majhi - People's CM CMO Odisha
ChiefSecyOdisha
Smruti Ranjan Lenka ସ୍ମୃତି ରଞ୍ଜନ ଲେଙ୍କା (@smrutirlenka) 's Twitter Profile Photo

ଯୁବ ବନ୍ଧୁ ଆପଣମାନଙ୍କ ମତାମତ ଅପେକ୍ଷାରେ ।।। ସରକାରୀ ଚାକିରୀରେ ଆବେଦନର ସର୍ବୋଚ୍ଚ ବୟସସୀମା ୪୩ବର୍ଷ କୁ ବୃଦ୍ଧି ଦାବି ।।। ଜୟ ହିନ୍ଦ୍ ।।। highlight

Sukla_Ji_Family (@suklajifamily) 's Twitter Profile Photo

OSSSC RI ARI AMIN Update 🔥 ଯେଉଁ ମାନେ Prelim ଦେଇଛ ସମସ୍ତେ Qualify For Main exam 🎉 ପଢିଚାଲ ....🤞 #Osssc #odisha #RI

OSSSC RI ARI AMIN Update 🔥
ଯେଉଁ ମାନେ Prelim ଦେଇଛ
ସମସ୍ତେ Qualify For
Main exam 🎉
ପଢିଚାଲ ....🤞 #Osssc #odisha #RI
ଓଟିଭି (@otvkhabar) 's Twitter Profile Photo

#ଯିଏ_ଦୋଷୀ_ଛଡ଼ା_ଯିବନି_ସୂର୍ଯ୍ୟବଂଶୀ_ସୂରଜ -OPSC /SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା -ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ କହିଲେ ମନ୍ତ୍ରୀ -ଯିଏ ଦୋଷୀ ଛଡ଼ା ଯିବନି- ସୂର୍ଯ୍ୟବଂଶୀ ସୂରଜ -‘ଏସଂକ୍ରାନ୍ତୀୟ ବିଲ୍‌ ବିଧାନସଭାରେ ଆଇନରେ ପରିଣତ ହୋଇଛି’ #Questionpaperleak

#ଯିଏ_ଦୋଷୀ_ଛଡ଼ା_ଯିବନି_ସୂର୍ଯ୍ୟବଂଶୀ_ସୂରଜ
-OPSC /SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା
-ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ କହିଲେ ମନ୍ତ୍ରୀ
-ଯିଏ ଦୋଷୀ ଛଡ଼ା ଯିବନି- ସୂର୍ଯ୍ୟବଂଶୀ ସୂରଜ
-‘ଏସଂକ୍ରାନ୍ତୀୟ ବିଲ୍‌ ବିଧାନସଭାରେ ଆଇନରେ ପରିଣତ ହୋଇଛି’
#Questionpaperleak
ଓଟିଭି (@otvkhabar) 's Twitter Profile Photo

#ଛେଳି_ଚରାଳି_ମେଟ୍ରିକରେ_A1ରେ_ପାସ୍ ଛେଳି ଚରାଇ ସ୍କୁଲରେ ପାଠ ପଢୁଥିଲେ । ଆଉ ଏବେ ମାଟ୍ରିକ ପରୀକ୍ଷାର A1 ଗ୍ରେଡରେ ପାସ୍ କଲେ ଜଣେ ଆଦିବାସୀ ଛାତ୍ର । ୩ ବର୍ଷ ହେଲା ବାପାକୁ ହରାଇଛି ଚନ୍ଦ୍ରଶେଖର ଦଳାଇ । #OdishaEducation #ChandrashekharDalai #Gajapati #MatricTopper #MatricResults #BoardExam #Odisha #OTV

Sukla_Ji_Family (@suklajifamily) 's Twitter Profile Photo

ଚାକିରି କ୍ଷେତ୍ରରେ ବୟସ ସୀମା ବଢାଇବା ପାଇଁ ଆଶାୟୀ ଙ୍କ ଅନୁରୋଧ। #agerelaxation #upperagelimit #odisha #mohan_majhi Mohan Charan Majhi CMO Odisha ChiefSecyOdisha Nityananda Gond Governor Odisha

ଚାକିରି କ୍ଷେତ୍ରରେ ବୟସ ସୀମା ବଢାଇବା ପାଇଁ ଆଶାୟୀ ଙ୍କ ଅନୁରୋଧ। #agerelaxation #upperagelimit #odisha #mohan_majhi Mohan Charan Majhi CMO Odisha ChiefSecyOdisha Nityananda Gond Governor Odisha
Prem Kumar Jha (@prem_cwlwodisha) 's Twitter Profile Photo

ଅତ୍ୟନ୍ତ ଦୁଃଖଦ ଘଟଣା କ୍ରମେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ନିକଟବର୍ତ୍ତୀ ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ କାର୍ଯ୍ୟରତ ଥିବା ଫରେଷ୍ଟ ଗାର୍ଡ଼ ଶ୍ରୀ ପ୍ରହଲ୍ଲାଦ ପ୍ରଧାନ ଶିକାରୀମାନଙ୍କ ଗୁଳିରେ ସହିଦ୍ ହୋଇଛନ୍ତି । ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗ ପରିବାର ତରଫରୁ ଦିବଂଗତ ଆତ୍ମାର

ଅତ୍ୟନ୍ତ ଦୁଃଖଦ ଘଟଣା କ୍ରମେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ନିକଟବର୍ତ୍ତୀ ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ କାର୍ଯ୍ୟରତ ଥିବା ଫରେଷ୍ଟ ଗାର୍ଡ଼ ଶ୍ରୀ ପ୍ରହଲ୍ଲାଦ ପ୍ରଧାନ ଶିକାରୀମାନଙ୍କ ଗୁଳିରେ ସହିଦ୍ ହୋଇଛନ୍ତି ।

ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗ ପରିବାର ତରଫରୁ ଦିବଂଗତ ଆତ୍ମାର
Sukla_Ji_Family (@suklajifamily) 's Twitter Profile Photo

Dear Sir,ପରିବାରର ଜଣେ ସଦସ୍ୟ ଙ୍କୁ ଚାକିରି ସହ,ଫରେଷ୍ଟ ଗାର୍ଡଙ୍କ Self defence ପାଇଁ Weapon ଦିଆଯାଉ ଆଜିର ଆଧୁନିକ ଯୁଗରେ ଫରେଷ୍ଟଗାର୍ଡଙ୍କ ଲାଠି ଶିକାରୀଙ୍କ ବନ୍ଧୁକକୁ ସାମ୍ନା କରିପାରୁନି।ତେଣୁ Forest department କୁ Special Power ସହ modern Equipment ଯୋଗାଇ ଦିଆଗଲେ ଆଗକୁ ଶିକାରୀ ମାନେ ଏଭଳି ସାହାସ କରିବେ ନାହିଁ।🙏

Dear Sir,ପରିବାରର ଜଣେ ସଦସ୍ୟ ଙ୍କୁ ଚାକିରି ସହ,ଫରେଷ୍ଟ ଗାର୍ଡଙ୍କ Self defence ପାଇଁ Weapon ଦିଆଯାଉ ଆଜିର ଆଧୁନିକ ଯୁଗରେ ଫରେଷ୍ଟଗାର୍ଡଙ୍କ ଲାଠି ଶିକାରୀଙ୍କ ବନ୍ଧୁକକୁ ସାମ୍ନା କରିପାରୁନି।ତେଣୁ Forest department କୁ Special Power ସହ modern Equipment ଯୋଗାଇ ଦିଆଗଲେ ଆଗକୁ ଶିକାରୀ ମାନେ ଏଭଳି ସାହାସ କରିବେ ନାହିଁ।🙏
ଓଟିଭି (@otvkhabar) 's Twitter Profile Photo

#ସରକାରୀ_ଚାକିରି_ପାଇଁ_ବଢ଼ିଲା_ବୟସ_ସୀମା -ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମା ବୃଦ୍ଧି -ଏନେଇ ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି -ଆବେଦନର ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି -ପୂର୍ବରୁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ଥିଲା, ଏବେ ୪୨କୁ ବୃଦ୍ଧି -ଓଡ଼ିଶା ସିଭିଲ୍ ସର୍ଭିସ୍ ରୁଲ୍‌ ସଂଶୋଧନ ଆଧାରରେ ନିଷ୍ପତ୍ତି

#ସରକାରୀ_ଚାକିରି_ପାଇଁ_ବଢ଼ିଲା_ବୟସ_ସୀମା
-ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମା ବୃଦ୍ଧି
-ଏନେଇ ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି
-ଆବେଦନର ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି
-ପୂର୍ବରୁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ଥିଲା, ଏବେ ୪୨କୁ ବୃଦ୍ଧି
-ଓଡ଼ିଶା ସିଭିଲ୍ ସର୍ଭିସ୍ ରୁଲ୍‌ ସଂଶୋଧନ ଆଧାରରେ ନିଷ୍ପତ୍ତି
Sukla_Ji_Family (@suklajifamily) 's Twitter Profile Photo

ଆଜି ଓଡିଶା ର ହଜାର ହଜାର ପରୀକ୍ଷା ଆଶାୟୀ ଙ୍କ ମନରେ ଖୁସି, Odisha ରେ ସରକାରୀ ପରୀକ୍ଷା ବୟସ ସୀମା 32 ରୁ 42 ହେଲା। ସରକାର ପିଲାଙ୍କୁ ଉଚିତ୍ ନ୍ୟାୟ ଦେଲେ ସେଥିପାଇଁ ସମସ୍ତେ କୃତଜ୍ଞ 😊🙏। CMO Odisha Mohan Charan Majhi Kanak Vardhan Singh Deo (Modiji Ka Parivar) ChiefSecyOdisha #Upperagelimit #odisha #mohanmajhi #osssc #ossc #opsc

OSSSC CRE-IV, RI, ARI, AMIN Main ପରୀକ୍ଷା Offline Mode ରେ କରିବାକୁ ଚାକିରି ଆଶାୟୀ ଙ୍କ ଦାବି।CMO Odisha Mohan Charan Majhi ChiefSecyOdisha #OSSSC #RI #ODIAHA

Dear sir Kanak Vardhan Singh Deo (Modiji Ka Parivar) Energy minister of odisha Energy Odisha, CMO Odisha Mohan Charan Majhi OPTCL Kindly increases the upper age limit for ongoing OPTCL JMT Electrical Recruitment From 32 to 42 as GAPG Department Already enhanced the same . #optcl #jmt #odisha #bjp

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥ ଯାତ୍ରା ପାଇଁ ପୁରୀ ସଜେଇ ହୋଇପଡିଛି,ବ୍ୟାପକ ବ୍ୟବସ୍ଥା ମଧ୍ୟ ହୋଇଛି କିନ୍ତୁ ଏବର୍ଷ ଭିଡ ବହୁତ୍ ଅଧିକ ହେବ,ଭିଡ ଭିତରେ injury ହେବାର ସମ୍ଭାବନା ବହୁତ୍ ଅଧିକ ଅଛି ବିଗତ ଦିନ ରେ ଆମେ Stampede Situation ଦେଖିଚେ ତେଣୁ ନିଜର ଯତ୍ନ ନେଇକି ମହାପ୍ରଭୁ ଙ୍କ ଦର୍ଶନ କରନ୍ତୁ #rathajatra ଜୟ ଜଗନ୍ନାଥ🙏

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥ ଯାତ୍ରା ପାଇଁ ପୁରୀ ସଜେଇ ହୋଇପଡିଛି,ବ୍ୟାପକ ବ୍ୟବସ୍ଥା ମଧ୍ୟ ହୋଇଛି କିନ୍ତୁ ଏବର୍ଷ ଭିଡ ବହୁତ୍ ଅଧିକ ହେବ,ଭିଡ ଭିତରେ injury ହେବାର ସମ୍ଭାବନା ବହୁତ୍ ଅଧିକ ଅଛି ବିଗତ ଦିନ ରେ ଆମେ Stampede Situation ଦେଖିଚେ ତେଣୁ ନିଜର ଯତ୍ନ ନେଇକି ମହାପ୍ରଭୁ ଙ୍କ ଦର୍ଶନ କରନ୍ତୁ #rathajatra
ଜୟ  ଜଗନ୍ନାଥ🙏
sunil kumar mishra (@sunilkumar31979) 's Twitter Profile Photo

ମନ୍ୟବର ବଡ଼ଚଣା ବିଧାୟକ ମହୋଦୟଙ୍କୁ ଅଶେଷ ଧନ୍ୟବାଦ। ଆଶାୟୀ ପ୍ରାର୍ଥୀମାନଙ୍କ ବୟସ ସୀମା ରାଷ୍ଟ୍ରାୟତ କମ୍ପାନୀଗୁଡ଼ିକରେ ବୃଦ୍ଧି କରିବା ସମ୍ପର୍କରେ ବିଧାନ ସଭାରେ ପ୍ରଶ୍ନ ଉଠାଇଥିବାରୁ ତାଙ୍କର ଏହି ପଦକ୍ଷେପ ନିଶ୍ଚୟ ଭାବେ ଆଶାୟୀମାନଙ୍କ ପାଇଁ ଏକ ଆଶାର କିରଣ। Amar Kumar Nayak ChiefSecyOdisha Kanak Vardhan Singh Deo (Modiji Ka Parivar) Mohan Charan Majhi