Subhashis Mohapatra (@subhashismohap5) 's Twitter Profile
Subhashis Mohapatra

@subhashismohap5

Nothing

ID: 1043956545724141568

calendar_today23-09-2018 20:13:31

11 Tweet

41 Followers

481 Following

Subhashis Mohapatra (@subhashismohap5) 's Twitter Profile Photo

ଜଣେ 60ପ୍ରତିଶତ ଭିର୍ନ୍ନକ୍ଷମ ସାମ୍ବାଦିକଙ୍କୁ କ୍ୟାମେରା ଆଗରେ ମାଡ଼ ମରାଗଲା ଭିଡ଼ିଓ ଭାଇରଲ କରାଗଲା ତାପରେ ବି ଧମକ ଆସୁଛି ତଥାପି କାର୍ଯ୍ୟାନୁଷ୍ଠାନ ଜିରୋ!!

ଜଣେ 60ପ୍ରତିଶତ ଭିର୍ନ୍ନକ୍ଷମ ସାମ୍ବାଦିକଙ୍କୁ କ୍ୟାମେରା ଆଗରେ ମାଡ଼ ମରାଗଲା ଭିଡ଼ିଓ ଭାଇରଲ କରାଗଲା ତାପରେ ବି ଧମକ ଆସୁଛି ତଥାପି କାର୍ଯ୍ୟାନୁଷ୍ଠାନ ଜିରୋ!!
Subhashis Mohapatra (@subhashismohap5) 's Twitter Profile Photo

ଜଣେ 60ପ୍ରତିଶତ ସାମ୍ବାଦିକଙ୍କୁ ମାଡ଼ ମରାଗଲା ଭିଡ଼ିଓ ଭାଇରଲ କରାଗଲା ଓଲଟି ତାଙ୍କ ନାମରେ କେସ କରାଗଲା ତାପରେ ବି ତାଙ୍କୁ ଧମକ ମିଳୁଛି |CMO Odisha Odisha Police MAYURBHANJ POLICE Home Department, Govt. of Odisha Dukhabandhu Biswal Bhajaman Biswal Human Rights Defender(HRD)

ଜଣେ 60ପ୍ରତିଶତ ସାମ୍ବାଦିକଙ୍କୁ ମାଡ଼ ମରାଗଲା ଭିଡ଼ିଓ ଭାଇରଲ କରାଗଲା ଓଲଟି ତାଙ୍କ ନାମରେ କେସ କରାଗଲା ତାପରେ ବି ତାଙ୍କୁ ଧମକ ମିଳୁଛି |CMO Odisha
Odisha Police
MAYURBHANJ POLICE
Home Department, Govt. of Odisha
Dukhabandhu Biswal
Bhajaman Biswal Human Rights Defender(HRD)
Subhashis Mohapatra (@subhashismohap5) 's Twitter Profile Photo

ଯାଜପୁରରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି ବୌଦ୍ଧ ପର୍ଯ୍ୟଟନସ୍ଥଳୀ, ରତ୍ନଗିରି, ଉଦୟଗିରି ଲଳିତଗିରି ସଂଯୋଗ ବାଲିକୁଦା ବ୍ରିଜ ତଳୁ ବାଲି ଉଠୁଛି | CMO Odisha ChiefSecyOdisha Home Department, Govt. of Odisha DGP, Odisha Odisha Police I & PR Department, Odisha Governor Odisha PMO India Amit Shah PIB - Ministry of Home Affairs SP Jajpur

Subhashis Mohapatra (@subhashismohap5) 's Twitter Profile Photo

ଇଏ ତ ବଡ଼ ଚିନ୍ତାର ବିଷୟ ଏପଟେ ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କରିବା ପାଇଁ କୋଟି କୋଟି ଖର୍ଚ୍ଚ ସେପଟେ ବେଆଇନ ଭାବେ ମୋରମ ପଥର ଖୋଳି ହରି ଲୁଟ | CMO Odisha ChiefSecyOdisha Home Department, Govt. of Odisha Odisha Police Governor Odisha PMO India Amit Shah PIB - Ministry of Home Affairs SP Jajpur Ministry of Mines OMC

ଇଏ ତ ବଡ଼ ଚିନ୍ତାର ବିଷୟ ଏପଟେ ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କରିବା ପାଇଁ କୋଟି କୋଟି ଖର୍ଚ୍ଚ ସେପଟେ ବେଆଇନ ଭାବେ ମୋରମ ପଥର ଖୋଳି ହରି ଲୁଟ |  CMO Odisha ChiefSecyOdisha Home Department, Govt. of Odisha  Odisha Police
Governor Odisha PMO India Amit Shah PIB - Ministry of Home Affairs
SP Jajpur Ministry of Mines OMC
Subhashis Mohapatra (@subhashismohap5) 's Twitter Profile Photo

ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଦିଆଯାଉଛି MFD ଓ EXD ନଥିବା ଛତୁଆ ପ୍ୟାକେଟ | ଏହାତ ବଡ଼ ବିଡମ୍ବନାର ବିଷୟ | ଇଏ କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଅଞ୍ଚଳରୁ ଏଭଳି ଚିତ୍ର | CMO Odisha ChiefSecyOdisha Home Department, Govt. of Odisha Governor Odisha PMO India SP Jajpur Department of WCD, Government of Odisha

ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଦିଆଯାଉଛି MFD ଓ EXD ନଥିବା ଛତୁଆ ପ୍ୟାକେଟ | ଏହାତ ବଡ଼ ବିଡମ୍ବନାର ବିଷୟ | ଇଏ କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଅଞ୍ଚଳରୁ ଏଭଳି ଚିତ୍ର | CMO Odisha ChiefSecyOdisha Home Department, Govt. of Odisha
Governor Odisha PMO India SP Jajpur Department of WCD, Government of Odisha
Subhashis Mohapatra (@subhashismohap5) 's Twitter Profile Photo

ଧାର୍ମିକ ଭାବନାକୁ ନଷ୍ଟ କରି ହିଂସା ମଞ୍ଜି ବୁଣୁଥିବା ଯୁବକକୁ କଠୋର ଦଣ୍ଡ ଦିଆଯାଉ| ଯେଉଁ ରାଜ୍ୟରେ ଗୋମାଂସ ବେଆଇନ ସେଠି ଖୁଲମଖୁଲ୍ଲା ଭିଡ଼ିଓ ତିଆରି କରି ସାମାଜିକ ଗଣମାଧ୍ୟମରେ ସେୟାର କରିବାକୁ କିଏ ଅନୁମତି ଦେଲା!!! CMO Odisha ChiefSecyOdisha Home Department, Govt. of Odisha Governor Odisha PMO India spgajapati DGP, Odisha

ଧାର୍ମିକ ଭାବନାକୁ ନଷ୍ଟ କରି ହିଂସା ମଞ୍ଜି ବୁଣୁଥିବା ଯୁବକକୁ କଠୋର ଦଣ୍ଡ ଦିଆଯାଉ| ଯେଉଁ ରାଜ୍ୟରେ ଗୋମାଂସ ବେଆଇନ ସେଠି ଖୁଲମଖୁଲ୍ଲା ଭିଡ଼ିଓ ତିଆରି କରି ସାମାଜିକ ଗଣମାଧ୍ୟମରେ ସେୟାର କରିବାକୁ କିଏ ଅନୁମତି ଦେଲା!!!
CMO Odisha ChiefSecyOdisha Home Department, Govt. of Odisha
Governor Odisha PMO India spgajapati DGP, Odisha
Subhashis Mohapatra (@subhashismohap5) 's Twitter Profile Photo

#ଯାଜପୁର_ଆସୁଛନ୍ତି_ମହାମହିମ ସଫେଇ ଚାଲୁଥିବା ଜାଗାରେ ବସିଥିବା ନିରୀହ, ନିଷ୍ପାପ ଶିଶୁଟି 3ବର୍ଷର ଛୋଟ ଶିଶୁଟିର ମୁଣ୍ଡ ବଡ଼ ମଣିଷ ଭଳି ହୋଇଯାଇଛି |ଶିଶୁଟି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମୁଗୁପାଳର| ପାଖରେ ଟଙ୍କା ନଥିବା ହେତୁ ମେଡିକାଲ ସ୍ବପ୍ନ CMO Odisha President of India Home Department, Govt. of Odisha Mohan Charan Majhi Bhajaman Biswal Human Rights Defender(HRD)

#ପୋଲିସକୁ ଯଦି ମଦ୍ୟପ ଏଭଳି ବ୍ୟବହାର କରୁଛି ତାହେଲେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ!!!ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନା ରୁକୁଟିପାଟ ଗ୍ରାମର ଘଟଣା | SP Jajpur Home Department, Govt. of Odisha DGP, Odisha CMO Odisha Odisha Police

Subhashis Mohapatra (@subhashismohap5) 's Twitter Profile Photo

ବିଶ୍ୱଐତିହ୍ୟରେ ସ୍ଥାନ ପାଇବା ପାଇଁ ଯେଉଁ ଭଳି ଭାବରେ ହୀରକତ୍ରିଭୁଜକୁ ନେଇ ଚର୍ଚ୍ଚା ହେଉଛି କିନ୍ତୁ ଏ ବିଷୟରେ କେନ୍ଦ୍ର ଅବହେଳା ସ୍ପଷ୍ଟ ହୋଇଗଲା | ଯାଜପୁରରୁ ସାଂସଦ RabinarayanBehera ଏବଂ ବଡ଼ଚଣା ବିଧାୟକ Amar Kumar Nayak @AmarNayak ଟିକେ ଧ୍ୟାନ ଦିଅନ୍ତୁ | ବିଜେପି ଦଳ ପାଇଁ ଯାଜପୁରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି |