ସୌମ୍ୟା ସିଂହ (Soumya) (@srojitsoumya) 's Twitter Profile
ସୌମ୍ୟା ସିଂହ (Soumya)

@srojitsoumya

ଓଡ଼ିଶା ବାସୀ

ID: 209565270

calendar_today29-10-2010 12:48:53

319 Tweet

63 Followers

85 Following

ସାହିତ୍ୟ (@odialiterature) 's Twitter Profile Photo

ଏ ଅଳପ ଟିକିଏ ଜୀବନ ପାଇଁ ପାହାଡ଼ ପାହାଡ଼ ସାମାଜିକ କଟକଣା ଆଉ ଆଇନ। ଜୀବନକୁ ନିୟନ୍ତ୍ରଣ କରିବାକୁ ବିଧାତା ଖଞ୍ଜୁ ଖଞ୍ଜୁ ଆୟୁଷ ଶେଷ । ~ ଗୋପୀନାଥ ମହାନ୍ତି

ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

ମଧ୍ୟବିତ୍ତ ପରିବାର ସବୁବେଳେ ସରକାରଙ୍କ ଦ୍ୱାରା ଅବହେଳିତ।ଯାହା ଯେତିକି ଆୟ କରନ୍ତି,ଗୁଡ଼ାଏ ଚାଲିଯାଏ ଆୟକରରେ ଆଉ ଯାହା ବଳେ ସଞ୍ଚୟ କରି ପରିବାର ପୋଷଣ କରନ୍ତି ଓ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରନ୍ତି କାରଣ କୌଣସି ସୁବିଧା କେବେ ସରକାରଙ୍କ ତରଫରୁ ମିଳିବ ନାହିଁ #Odisha #HelpOdias #HelpMiddleClass

ମଧ୍ୟବିତ୍ତ ପରିବାର ସବୁବେଳେ ସରକାରଙ୍କ ଦ୍ୱାରା ଅବହେଳିତ।ଯାହା ଯେତିକି ଆୟ କରନ୍ତି,ଗୁଡ଼ାଏ ଚାଲିଯାଏ ଆୟକରରେ ଆଉ ଯାହା ବଳେ ସଞ୍ଚୟ କରି ପରିବାର ପୋଷଣ କରନ୍ତି ଓ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରନ୍ତି କାରଣ କୌଣସି ସୁବିଧା କେବେ ସରକାରଙ୍କ ତରଫରୁ ମିଳିବ ନାହିଁ

#Odisha #HelpOdias #HelpMiddleClass
Villen.. (@assu933) 's Twitter Profile Photo

मुन्तज़िर हैँ उस तवील सफ़र के कबसे , उनके कंधों पे ये सर हो और मंज़िल ना आए कभी..!!❤️

मुन्तज़िर हैँ उस तवील सफ़र के कबसे ,
उनके कंधों पे ये सर हो और मंज़िल ना आए कभी..!!❤️
Handlooms,Textiles & Handicrafts Department,Odisha (@hth_odisha) 's Twitter Profile Photo

State Cabinet chaired by HCM Shri Naveen Patnaik has approved Restructuring of OHS & HPO cadre of Dept. This will help strengthen the organisational structure of OHS cadre for effective implementation of all activities of Handicrafts sector in #Odisha. Directorate of Handicrafts Odisha Arabinda K Padhee

State Cabinet chaired by HCM Shri <a href="/Naveen_Odisha/">Naveen Patnaik</a> has approved Restructuring of OHS &amp; HPO cadre of Dept. This will help strengthen the organisational structure of OHS cadre for effective implementation of all activities of Handicrafts sector in #Odisha. <a href="/DhciOdisha/">Directorate of Handicrafts Odisha</a> <a href="/arvindpadhee/">Arabinda K Padhee</a>
ସୌମ୍ୟା ସିଂହ (Soumya) (@srojitsoumya) 's Twitter Profile Photo

ଅଫିସ୍ ରେ ଆଜିର ଦି' ପହର ର ଖାଇବା ଥିଲା ଭାତ, ମସୁର ଡାଲି, ପୋଟଳ ଭଜା ଓ କଳମ ଶାଗ ।

ଅଫିସ୍ ରେ ଆଜିର ଦି' ପହର ର ଖାଇବା ଥିଲା ଭାତ, ମସୁର ଡାଲି, ପୋଟଳ ଭଜା ଓ କଳମ ଶାଗ ।
ସୌମ୍ୟା ସିଂହ (Soumya) (@srojitsoumya) 's Twitter Profile Photo

डगमगाने लगा है ग़ुरूर भी शराबी हो गया मिट गई मेरी हस्ती कोई हुस्न इंक़लाबी हो गया 💕

ସୌମ୍ୟା ସିଂହ (Soumya) (@srojitsoumya) 's Twitter Profile Photo

I request the government of Odisha to stop all the freebies , this might be the only solution to eradicate poverty in odisha. Freebies lead people to become lazy and inefficient. Independence day thoughts 🤔

ସୌମ୍ୟା ସିଂହ (Soumya) (@srojitsoumya) 's Twitter Profile Photo

It's too funny how a 2kg cake costs rs 10000/- for government offices in bhubaneswar while I bought the same in baripada for rs 1500/-. #Corruption_at_Peak #Bhubaneswar

ସୌମ୍ୟା ସିଂହ (Soumya) (@srojitsoumya) 's Twitter Profile Photo

କଣ ଓଡ଼ିଶାର ସେକ୍ରେଟାରିଏଟ ରେ ଥିବା ଓଏଏସ୍(SAG) ବାବୁ ମାନେ ଯିଏ ସବୁ ବିଗତ 4 ରୁ 5 ବର୍ଷ ହେଲା ଗୋଟେ ବିଭାଗ ରେ ରହିକି କାମ କରୁଛନ୍ତି, ତାଙ୍କର ବଦଳି ହେବ ନାହିଁ କି? ବହୁତ୍ ଉତ୍ପାତ କରୁଛନ୍ତି ପୁରୁଣା ମୂଷା ଗୁଡ଼ା।