Somu Dey (@somudey7783) 's Twitter Profile
Somu Dey

@somudey7783

ABVP__JOIN HANDS WITH US TO REBUILD THE NATIONA !!!

ID: 887632842473209856

calendar_today19-07-2017 11:18:55

527 Tweet

114 Followers

10 Following

ABVP Odisha (@abvpodisha) 's Twitter Profile Photo

ଗତକାଲି ଶାଖା ଦର୍ଶନ ମହା ଅଭିଯାନରେ ଭୁବନେଶ୍ଵର ବିଭାଗର ପଶ୍ଚିମ ଭାଗର SOA ନଗରରେ ପ୍ରବାସୀ କାର୍ଯ୍ଯକର୍ତ୍ତା ଭାବେ ରାଜ୍ଯ ସଂଗଠନ ସମ୍ପାଦକ ଶ୍ରୀ Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) ଭାଇ ଏବଂ ବିଭାଗ ସଂଗଠନ ସମ୍ପାଦକ ଶ୍ରୀ ମିଳନ ମହାପାତ୍ର ଭାଇ ବୈଠକରେ ଉପସ୍ଥିତ ରହି ଶାଖା ସୁଦୃଢୀକରଣ ଏବଂ ଆଗାମୀ କାର୍ଯ୍ଯକ୍ରମ ବିଷୟରେ ଆଲୋଚନା କରିଥିଲେ। #ABVPOdisha

ଗତକାଲି ଶାଖା ଦର୍ଶନ ମହା ଅଭିଯାନରେ ଭୁବନେଶ୍ଵର ବିଭାଗର ପଶ୍ଚିମ ଭାଗର SOA ନଗରରେ ପ୍ରବାସୀ କାର୍ଯ୍ଯକର୍ତ୍ତା ଭାବେ ରାଜ୍ଯ ସଂଗଠନ ସମ୍ପାଦକ ଶ୍ରୀ Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) ଭାଇ ଏବଂ ବିଭାଗ ସଂଗଠନ ସମ୍ପାଦକ ଶ୍ରୀ ମିଳନ ମହାପାତ୍ର ଭାଇ ବୈଠକରେ ଉପସ୍ଥିତ ରହି ଶାଖା ସୁଦୃଢୀକରଣ ଏବଂ ଆଗାମୀ କାର୍ଯ୍ଯକ୍ରମ ବିଷୟରେ ଆଲୋଚନା କରିଥିଲେ।
#ABVPOdisha
ABVP (@abvpvoice) 's Twitter Profile Photo

Karyakartas of ABVP Odisha staged a massive protest against unreasonable fee hike in colleges and Universities, long pending exams for ITI students.

Karyakartas of ABVP Odisha staged a massive protest against unreasonable fee hike in colleges and Universities, long pending exams for ITI students.
Bishwajit Patra(ବିଶ୍ୱଜିତ ପାତ୍ର )🇮🇳 (@bishwajitpatr10) 's Twitter Profile Photo

ପବିତ୍ର ହୋଲି ଅବସରରେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ Dharmendra Pradhan ତଥା ଏବିଭିପି ର ପୂର୍ବତନ କାର୍ଯ୍ୟକର୍ତ୍ତା (ମୁକୁ ଭାଇ)ଙ୍କୁ ଏବିଭିପି ଭୁବନେଶ୍ବର କାର୍ଯ୍ୟକର୍ତ୍ତା ମାନେ ଭେଟି ହୋଲିର ଶୁଭେଚ୍ଛା ଜଣାଇଲେ l #ABVPBhubaneswar #holicelebration

ପବିତ୍ର ହୋଲି ଅବସରରେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ Dharmendra Pradhan ତଥା ଏବିଭିପି ର ପୂର୍ବତନ କାର୍ଯ୍ୟକର୍ତ୍ତା (ମୁକୁ ଭାଇ)ଙ୍କୁ ଏବିଭିପି ଭୁବନେଶ୍ବର କାର୍ଯ୍ୟକର୍ତ୍ତା ମାନେ ଭେଟି ହୋଲିର ଶୁଭେଚ୍ଛା ଜଣାଇଲେ l
#ABVPBhubaneswar
#holicelebration
ABVP Odisha (@abvpodisha) 's Twitter Profile Photo

ପୋଲିସର ମିଥ୍ୟା ମକୋଦ୍ଦମା ଆଧାରରେ ଗିରଫ ହୋଇଥିବା ନିର୍ଦ୍ଦୋଷ ଛାତ୍ରନେତା ସଞ୍ଜୟ ମଲ୍ଲିକଙ୍କୁ ଦୀର୍ଘ ୩୯ ଦିନ ବ୍ୟବଧାନ ପରେ ନ୍ୟାୟପାଳିକା ମୁକ୍ତ କରିବା ପରେ ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀ BAILOCHAN SAHU ଓ ରାଜ୍ୟ ସମ୍ପାଦକ ଶ୍ରୀ Arijeet Pattanaik 🇮🇳 ଅରିଜିତ୍ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଭବ୍ୟ ସ୍ବାଗତ କରାଯାଇଛି। #ABVPForStudents #ABVPOdisha

ପୋଲିସର ମିଥ୍ୟା ମକୋଦ୍ଦମା ଆଧାରରେ ଗିରଫ ହୋଇଥିବା ନିର୍ଦ୍ଦୋଷ ଛାତ୍ରନେତା ସଞ୍ଜୟ ମଲ୍ଲିକଙ୍କୁ ଦୀର୍ଘ ୩୯ ଦିନ ବ୍ୟବଧାନ ପରେ ନ୍ୟାୟପାଳିକା ମୁକ୍ତ କରିବା ପରେ ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀ BAILOCHAN SAHU ଓ ରାଜ୍ୟ ସମ୍ପାଦକ ଶ୍ରୀ Arijeet Pattanaik 🇮🇳 ଅରିଜିତ୍ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଭବ୍ୟ ସ୍ବାଗତ କରାଯାଇଛି।
#ABVPForStudents
#ABVPOdisha
Bishwajit Patra(ବିଶ୍ୱଜିତ ପାତ୍ର )🇮🇳 (@bishwajitpatr10) 's Twitter Profile Photo

ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି ସହ ଜୟବୀର ହନୁମାନ ଜୟନ୍ତୀ ଉପଲକ୍ଷେ ଏବିଭିପି ଉତ୍ତର ଭୁବନେଶ୍ୱର ତରଫରୁ ଶତପଥୀ ଟ୍ୟୁଟୋରିଅଲ ଆନୁକୂଲ୍ୟରେ ପଣା ବଣ୍ଟନ କରାଗଲା l ରାଜ୍ୟ ସଭାପତି Gargee Banerjee ଉପସ୍ଥିତ ଥିଲେ l

ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି ସହ ଜୟବୀର ହନୁମାନ ଜୟନ୍ତୀ ଉପଲକ୍ଷେ  ଏବିଭିପି ଉତ୍ତର ଭୁବନେଶ୍ୱର ତରଫରୁ ଶତପଥୀ ଟ୍ୟୁଟୋରିଅଲ ଆନୁକୂଲ୍ୟରେ  ପଣା ବଣ୍ଟନ କରାଗଲା l ରାଜ୍ୟ ସଭାପତି Gargee Banerjee ଉପସ୍ଥିତ ଥିଲେ l
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) (@pandaavilash) 's Twitter Profile Photo

ଓଡ଼ିଆ ଅଭିନେତା ପୃଥ୍ଵୀରାଜ ଶତପଥୀ ଏବଂ ଅଭିନେତ୍ରୀ ନୈନା ଦାସଙ୍କ ସହ ଯୁବ ମୋର୍ଚ୍ଚା କାର୍ଯ୍ୟାଳୟରେ ସୌଜନ୍ୟ ମୂଳକ ସାକ୍ଷାତ ସହ ଶୁଭାଭିନନ୍ଦନ ଗ୍ରହଣ କଲି। BJP BJP Odisha @BJYMinOD

ଓଡ଼ିଆ ଅଭିନେତା ପୃଥ୍ଵୀରାଜ ଶତପଥୀ ଏବଂ ଅଭିନେତ୍ରୀ ନୈନା ଦାସଙ୍କ ସହ ଯୁବ ମୋର୍ଚ୍ଚା କାର୍ଯ୍ୟାଳୟରେ ସୌଜନ୍ୟ ମୂଳକ ସାକ୍ଷାତ ସହ ଶୁଭାଭିନନ୍ଦନ ଗ୍ରହଣ କଲି।
BJP BJP Odisha @BJYMinOD
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) (@pandaavilash) 's Twitter Profile Photo

ସବୁ ଅପେକ୍ଷାର ଅନ୍ତ,ଜହ୍ନରେ ପାଦ ରଖିଲା ଭାରତ ଚନ୍ଦ୍ରଯାନ-୩ ସଫଳତାର ସହ ଓହ୍ଲାଇଲା ଲ୍ୟାଣ୍ଡର'ବିକ୍ରମ '।ଦକ୍ଷିଣ ମେରୁରେ ଉଡିଲା ତ୍ରିରଙ୍ଗା।ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ସୃଷ୍ଟି କଲା ଭାରତ।ଦୀର୍ଘ ୫୦ ଦିନର ମହାକାଶ ଯାତ୍ରା ଶେଷ କରି ଚନ୍ଦ୍ର ପୃଷ୍ଠରେ ଭାରତ।ଯେଉଁଠି ସାରା ବିଶ୍ୱର କେହି ପହଞ୍ଚିନଥିଲେ,ଆମେ ସେଠି ପହଞ୍ଚିଲେ।

ସବୁ ଅପେକ୍ଷାର ଅନ୍ତ,ଜହ୍ନରେ ପାଦ ରଖିଲା ଭାରତ ଚନ୍ଦ୍ରଯାନ-୩

ସଫଳତାର ସହ ଓହ୍ଲାଇଲା ଲ୍ୟାଣ୍ଡର'ବିକ୍ରମ '।ଦକ୍ଷିଣ ମେରୁରେ ଉଡିଲା ତ୍ରିରଙ୍ଗା।ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ସୃଷ୍ଟି କଲା ଭାରତ।ଦୀର୍ଘ ୫୦ ଦିନର ମହାକାଶ ଯାତ୍ରା ଶେଷ କରି ଚନ୍ଦ୍ର ପୃଷ୍ଠରେ ଭାରତ।ଯେଉଁଠି ସାରା ବିଶ୍ୱର କେହି ପହଞ୍ଚିନଥିଲେ,ଆମେ ସେଠି ପହଞ୍ଚିଲେ।
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) (@pandaavilash) 's Twitter Profile Photo

ଭଦ୍ରକ ଜିଲ୍ଲା ଚାନ୍ଦବାଲିର ସୂଚନା ଅଧିକାର କର୍ମୀ ତଥା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଶରତ ସେନାପତି ଲୋକାୟୁକ୍ତଙ୍କ ପାଖରେ ସ୍ଥାନୀୟ ବିଡିଓ, ପୂର୍ବତନ ଜିଆରଏସ (ବର୍ତ୍ତମାନର ବିଜେଡି ଜିଲ୍ଲା ଉପସଭାପତି) କରିଥିବା ମନରେଗା ଦୁର୍ନୀତି ବିରୋଧରେ କେସ ଦାୟର କରିଥିଲେ।👇👇

ABVP Delhi (@abvpdelhi) 's Twitter Profile Photo

#DUSUElections2023 में अखिल भारतीय विद्यार्थी परिषद की अध्यक्ष, सचिव एवं सह सचिव पद पर प्रचंड जीत। दिल्ली विश्विद्यालय के समस्त छात्रों बधाई एवं शुभकामनाएँ I #ABVPWinsDUSU

#DUSUElections2023 में अखिल भारतीय विद्यार्थी परिषद की अध्यक्ष, सचिव एवं सह सचिव पद पर प्रचंड जीत।

दिल्ली विश्विद्यालय के समस्त छात्रों बधाई एवं शुभकामनाएँ I

#ABVPWinsDUSU
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) (@pandaavilash) 's Twitter Profile Photo

ଆଜି ଦେଶ ପାଳୁଛି ମେଗା ସ୍ବଚ୍ଛତା ଅଭିଯାନ। ସ୍ବଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ବଚ୍ଛତା ହିଁ ସେବା ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ, ସ୍ବଚ୍ଛତା ପାଇଁ ଆଜି ୧ଘଣ୍ଟା ସାମୂହିକ ଶ୍ରମଦାନ କରିବା ପାଇଁ ଯୁବମୋର୍ଚ୍ଚା ଭାଇ ଭଉଣୀ ମାନଙ୍କ ସହ ବରମୁଣ୍ଡା ବସଷ୍ଟାଣ୍ଡ ଠାରେ ସ୍ୱଚ୍ଛତା👇

ଓଟିଭି (@otvkhabar) 's Twitter Profile Photo

#ବଢୁଛି_ବିଜେପିର_ବଳ ଖଣ୍ଡପଡ଼ାରେ ବଢୁଛି ବିଜେପିର ବଳ । ଆଜି ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ବିଜେଡି ନେତା ଓ କର୍ମୀ । #Khandapada #Odisha #Politics #2024Elections #OTV

Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) (@pandaavilash) 's Twitter Profile Photo

ଆଜି ଚାନ୍ଦବାଲି ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ତଥା ଆମ ଦଳର ରାଜ୍ୟ ସଭାପତି ମାନନୀୟ ଶ୍ରୀ Manmohan Samal ଙ୍କ ସପକ୍ଷରେ BJYM Odisha ର କାର୍ଯ୍ୟକର୍ତ୍ତାଙ୍କ ସହିତ ନିର୍ବାଚନ ପ୍ରଚାର କରିବା ଅବସରରେ ।

ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ ଭଉଣୀ ସଂଜଳି ମୁର୍ମୁ ବାଙ୍ଗିରୀପୋଷୀ ବିଧାନସଭାର ବିଜେପି ବିଧାୟିକା ଭାବେ ନିର୍ବାଚିତ ହେବା ଅବସରରେ ଆଜି BJP Odisha ରାଜ୍ୟ କାର୍ଯ୍ୟାଳୟରେ BJYM Odisha ର କାର୍ଯ୍ୟକର୍ତ୍ତା ଭାଇମାନଙ୍କ ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲୁ । #Odisha #BJP

ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ ଭଉଣୀ ସଂଜଳି ମୁର୍ମୁ ବାଙ୍ଗିରୀପୋଷୀ ବିଧାନସଭାର ବିଜେପି ବିଧାୟିକା ଭାବେ ନିର୍ବାଚିତ ହେବା ଅବସରରେ ଆଜି BJP Odisha ରାଜ୍ୟ କାର୍ଯ୍ୟାଳୟରେ BJYM Odisha ର କାର୍ଯ୍ୟକର୍ତ୍ତା ଭାଇମାନଙ୍କ ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲୁ ।

#Odisha
#BJP
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) (@pandaavilash) 's Twitter Profile Photo

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଦେଶରେ ମହିଳା ଏବଂ ଯୁବ ନେତୃତ୍ବଙ୍କୁ ଗୁରୁତ୍ତ୍ଵ ଦେଇଛନ୍ତି । ଆମ ଯୁବମୋର୍ଚ୍ଚାର ନେତ୍ରୀ ବିଧାୟିକା ଭାବେ ନିର୍ବାଚିତ ହେବା ଖବର ଓଡିଆ ଯୁବକଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ । #ModiAgain #OdishaWithModi

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଦେଶରେ ମହିଳା ଏବଂ ଯୁବ ନେତୃତ୍ବଙ୍କୁ ଗୁରୁତ୍ତ୍ଵ ଦେଇଛନ୍ତି । ଆମ ଯୁବମୋର୍ଚ୍ଚାର ନେତ୍ରୀ ବିଧାୟିକା ଭାବେ ନିର୍ବାଚିତ ହେବା ଖବର ଓଡିଆ ଯୁବକଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ।

#ModiAgain #OdishaWithModi
BJYM Odisha (@bjymodisha) 's Twitter Profile Photo

Congratulations! 🎉 देश के यशस्वी प्रधानमंत्री आदरणीय श्री Narendra Modi जी का अभियान #Fitindia के अंतर्गत BJYM के राष्ट्रीय अध्यक्ष व युवा सांसद आदरणीय श्री Tejasvi Surya जी गोवा में आयोजित Iron Man 70.3 प्रतियोगिता पूर्ण करने वाले अभी तक के एकमात्र जनप्रतिनिधि बन गये हैं।

Congratulations! 🎉

देश के यशस्वी प्रधानमंत्री आदरणीय श्री Narendra Modi जी का अभियान #Fitindia के अंतर्गत BJYM के राष्ट्रीय अध्यक्ष व युवा सांसद आदरणीय श्री Tejasvi Surya जी गोवा में आयोजित Iron Man 70.3 प्रतियोगिता पूर्ण करने वाले अभी तक के एकमात्र जनप्रतिनिधि बन गये हैं।
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) (@pandaavilash) 's Twitter Profile Photo

ଭାରତୀୟ ଜନତା ଯୁବମୋର୍ଚ୍ଚାର ସାଂଗଠନିକ ଭୁବନେଶ୍ୱର ଜିଲ୍ଲା ସଭାପତି ସ୍ଵୟଂ ସେବକ ରାୟଙ୍କ ବିବାହ (ଭୋଜି) ଅଭ୍ୟର୍ଥନା ଉତ୍ସବରେ ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ୍ ହୋଇ ଉଭୟ ନବବିବାହିତାଙ୍କୁ ମଙ୍ଗଳମୟ ବୈବାହିକ ଜୀବନ ନିମନ୍ତେ ସହୃଦୟେ ଶୁଭେଚ୍ଛା ଜ୍ଞାପନ କଲି ।