Sipun panigrahi (@sipun143ayush) 's Twitter Profile
Sipun panigrahi

@sipun143ayush

आज आप जो दर्द महसूस कर रहे हैं, वह कल आपको महसूस होने वाली ताकत होगी।

ID: 1471765409447563265

linkhttp://www.instagram.com/sipun_143_panigrahi calendar_today17-12-2021 08:53:40

29 Tweet

6 Followers

135 Following

Sipun panigrahi (@sipun143ayush) 's Twitter Profile Photo

The best way to deal with a situation is to start by calming the mind. Only a calm mind can find solutions to problems.   I need to understand that every problem has a solution. When my mind is relaxed I can trust my intuition to find the solution that is already there.

Sipun panigrahi (@sipun143ayush) 's Twitter Profile Photo

ଜୟ ଜଗନ୍ନାଥ🙏🏻 ⭕❗⭕ 🙏🏻 ଅଶେଷ ଧନ୍ୟବାଦ Sangram Keshari Senapati (ଗପୁ) ସାର୍ ଶୁଭପଲ୍ଲବ ~ Shubhapallaba ❤ମୋତେ କଷ୍ଟ ଲାଗିଲା କିନ୍ତୁ କିଛି ଜାଣିବାକୁ ମିଳିଲା🥰🙏🏻

ଜୟ ଜଗନ୍ନାଥ🙏🏻 ⭕❗⭕ 🙏🏻
ଅଶେଷ ଧନ୍ୟବାଦ <a href="/ssgapu22/">Sangram Keshari Senapati (ଗପୁ)</a>  ସାର୍ 
<a href="/Shubhapallaba/">ଶୁଭପଲ୍ଲବ ~ Shubhapallaba</a> ❤ମୋତେ କଷ୍ଟ ଲାଗିଲା କିନ୍ତୁ କିଛି ଜାଣିବାକୁ ମିଳିଲା🥰🙏🏻
Sipun panigrahi (@sipun143ayush) 's Twitter Profile Photo

There is a popular saying - "It always seems impossible until done". With focus,determination and blessings, anything can be achieved by a true soul. The process of finding a solution may seem tough but it's always possible.

Sipun panigrahi (@sipun143ayush) 's Twitter Profile Photo

ବିଶ୍ବାସ ସେତେବେଳେ ଉଠିଯାଏ ଯେତେବଳେ ସତ କଣ ତୁମେ ଜାଣିଥିବ କିନ୍ତୁ😕 ତୁମେ ଵିଶ୍ଵାସ କରୁଥିବା ଲୋକ ତୁମକୁ ମିଛ କହୁଥିବ। #ଜୟ_ଶ୍ରୀ_କୃଷ୍ଣ🙏🏻 #ରାଧେରାଧେ🙏🏻

ବିଶ୍ବାସ ସେତେବେଳେ ଉଠିଯାଏ 
ଯେତେବଳେ ସତ କଣ ତୁମେ ଜାଣିଥିବ କିନ୍ତୁ😕 ତୁମେ ଵିଶ୍ଵାସ କରୁଥିବା ଲୋକ ତୁମକୁ ମିଛ କହୁଥିବ।
#ଜୟ_ଶ୍ରୀ_କୃଷ୍ଣ🙏🏻 #ରାଧେରାଧେ🙏🏻
Sipun panigrahi (@sipun143ayush) 's Twitter Profile Photo

हाथ जोड़ विनती करूं, नित नित करूं प्रणाम, सदा भक्ति में गाते रहें, हे शिव तेरा नाम.. हर हर महादेव ❤️💙

हाथ जोड़ विनती करूं, नित नित करूं प्रणाम,
सदा भक्ति में गाते रहें, हे शिव तेरा नाम..

हर हर महादेव ❤️💙
Sipun panigrahi (@sipun143ayush) 's Twitter Profile Photo

ସମସ୍ତଙ୍କୁ ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ବିଘ୍ନ ବିନାଶକ ସମସ୍ତଙ୍କ ଜୀବନରେ ଖୁସି ଭରି ଦିଅନ୍ତୁ 🙏🏼 ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ, ନିର୍ଭିଘ୍ନ କୁରମେଦେବ ସର୍ବକାର୍ଯ୍ୟେସୁ ସର୍ବଦା ll ଓଁ ଗଣ ଗଣପତୟେ ନମଃ..!!🙏🏻 #ଗଣେଶଚତୁର୍ଥୀ #ଜୟ_ଗଣେଶ

ସମସ୍ତଙ୍କୁ ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ବିଘ୍ନ ବିନାଶକ ସମସ୍ତଙ୍କ ଜୀବନରେ ଖୁସି ଭରି ଦିଅନ୍ତୁ 🙏🏼

ଓଁ ବକ୍ରତୁଣ୍ଡ  ମହାକାୟ ସୂର୍ଯ୍ୟକୋଟି ସମପ୍ରଭ,
ନିର୍ଭିଘ୍ନ କୁରମେଦେବ ସର୍ବକାର୍ଯ୍ୟେସୁ ସର୍ବଦା  ll
ଓଁ ଗଣ ଗଣପତୟେ ନମଃ..!!🙏🏻
#ଗଣେଶଚତୁର୍ଥୀ
#ଜୟ_ଗଣେଶ
Sipun panigrahi (@sipun143ayush) 's Twitter Profile Photo

When we say "Thank you" to every challenge that comes our way, it changes the energy with which we deal with the challenge. It may not take away the challenge but we become better equipped to deal with it.

Sipun panigrahi (@sipun143ayush) 's Twitter Profile Photo

ଯା କୁନ୍ଦେନ୍ଦୁତୁଷାରହାରଧବଳା ଯା ଶୁଭ୍ରବସ୍ତ୍ରାବୃତା ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା । ଯା ବ୍ରହ୍ମାଽଚ୍ୟୁତଶଙ୍କରପ୍ରଭୃତିଭିର୍ଦ୍ଦେବୈଃ ସଦା ବନ୍ଦିତା ସା ମାଂ ପାତୁ ସରସ୍ବତୀ ଭଗବତୀ ନିଃଶେଷଜାଦ୍ୟାପହା।। ପବିତ୍ର ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।#SaraswatiPuja

ଯା କୁନ୍ଦେନ୍ଦୁତୁଷାରହାରଧବଳା ଯା ଶୁଭ୍ରବସ୍ତ୍ରାବୃତା
ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା ।
ଯା ବ୍ରହ୍ମାଽଚ୍ୟୁତଶଙ୍କରପ୍ରଭୃତିଭିର୍ଦ୍ଦେବୈଃ ସଦା ବନ୍ଦିତା
ସା ମାଂ ପାତୁ ସରସ୍ବତୀ ଭଗବତୀ ନିଃଶେଷଜାଦ୍ୟାପହା।।

ପବିତ୍ର ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।#SaraswatiPuja
Sipun panigrahi (@sipun143ayush) 's Twitter Profile Photo

When one is full of happiness and kindness, they are always finding ways to spread happiness. Their actions will also be contagious with happiness, including their words, face, and body language. Infact their way of living becomes an act of charity. 🙂

Sipun panigrahi (@sipun143ayush) 's Twitter Profile Photo

Spirituality is not wishing that problems and challenges shouldn't come. It is all about being peaceful and stable in the midst of challenges.

Sipun panigrahi (@sipun143ayush) 's Twitter Profile Photo

Spirituality is not a separate path, rather it teaches us how to walk royally on our path. The purpose of spiritual effort is to learn how to live and love everyone, everything, everytime.

Sipun panigrahi (@sipun143ayush) 's Twitter Profile Photo

ଇଂରାଜୀ ନୂତନ ବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 🎉🎉🎊🎊 ନୂତନ ବର୍ଷ ଆପଣ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ର ବର୍ଷ ହେଉ, ଏହାହିଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି 🙌🏻🙌🏻 #HappyNewYear2025

ଇଂରାଜୀ ନୂତନ ବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 🎉🎉🎊🎊

ନୂତନ ବର୍ଷ ଆପଣ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ର ବର୍ଷ ହେଉ, ଏହାହିଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି 🙌🏻🙌🏻

#HappyNewYear2025