Sikhar Naik
@sikhar_naik
ମାନବ ସେବା ହିଁ ମାଧବ ସେବା
ID: 920797595802275840
18-10-2017 23:43:49
255 Tweet
612 Followers
1,1K Following
ମାତ୍ର ପନ୍ଦ୍ରା ମାସରେ ଏମିତି ପାଚେରୀ କିଏ କରି ପାରିବ କି?? Naveen Patnaik ବାବୁ ଆଉ MoSarkar 5T ବାବୁ କରିକି ଦେଖେଇଲେ....
ଦେଶ ମାତୃଭୂମି ପାଇଁ ନିଜକୁ ବଳିଦାନ ଦେଇଥିବା ମହାରାଣା ପ୍ରତାପଙ୍କ ଜନ୍ମଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ..🙏 Bibhuti Sahoo #Maharanapratapjayanti2024 Dharmendra Pradhan Office of Amit Shah Narendra Modi Manmohan Samal @bjp
Declare Dharmendra Pradhan as the CM of Odisha🙏🙏🙏 Dharmendra Pradhan is the only option who can lead the opposition party in Odisha effectively. Only Dharmendra Pradhan is suitable for the Chief Minister of Odisha🙏🙏🙏 Dharmendrapradhan Amit Shah Narendra Modi Rajnath Singh
Congratulations to Shri Mohan Charan Majhi ji on being elected as the new Chief Minister of Odisha! BJP Odisha Dharmendra Pradhan Narendra Modi Amit Shah @Rajnat
ଧନ୍ୟବାଦ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ BJP Odisha #@dpradhanbjp
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କୁ ଭୁବନେଶ୍ୱରସ୍ଥିତ ବିମାନ ବନ୍ଦର ଠାରେ ପାର୍ଟୀର ବରିଷ୍ଠନେତା କାର୍ଯ୍ୟକର୍ତ୍ତା ତତ୍ ସହିତ ଦଳର ବିଧାୟକ ଏବଂ ବିଭାଗୀୟ ମନ୍ତ୍ରୀ ମାନେ ସ୍ଵାଗତ କରିବା ଅବସରରେ CMO Odisha Dharmendra Pradhan
ବିଶ୍ଵ ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ଇତିହାସ ରଚନା କରି ବିଶ୍ଵ ଟେଷ୍ଟ ଚମ୍ପିଅନସିଫ୍ ଫାଇନାଲରେ ବିଜୟୀ ହୋଇଥିବା ଦକ୍ଷିଣ ଆଫ୍ରିକୀୟ କ୍ରିକେଟ ଦଳକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି. #WTC2025 #WTCFinal #SAvsAUS #ICCWTC2025Final Visit South Africa ICC Cricket World Cup tema