Siddhartha Das (@siddhar83580006) 's Twitter Profile
Siddhartha Das

@siddhar83580006

ଖାଣ୍ଟି ଯାଜପୁରିଆ ...youtube.com/channel/UCzrCg…

ପୂର୍ବତନ ଛାତ୍ର... ଫକୀରମୋହନ ବିଶ୍ୱବିଦ୍ୟାଳୟ (ଇଂରାଜୀ ବିଭାଗ )

ID: 1395269999908909057

calendar_today20-05-2021 06:48:03

518 Tweet

304 Followers

1,1K Following

Siddhartha Das (@siddhar83580006) 's Twitter Profile Photo

ଓଟିଟି ପାଇଁ ଫିଲ୍ମ ତିଆରି କରି, ତାକୁ ହଲରେ ପକେଇଲେ କେତେ ଲୋକ ଦେଖିବେ? ଘମାଘୋଟ ହଲ ଫିଲ୍ମ ନା ଓଟିଟି ଫିଲ୍ମ? ରାଜା ଡି ଜଣେ ଭଲ ନିର୍ଦେଶକ, କିନ୍ତୁ ଯେଉଁମାନଙ୍କୁ ଷ୍ଟାର କାଷ୍ଟ କରିଛନ୍ତି ସେମାନେ ଏଯାଏଁ ହଲ ଫିଲ୍ମ ପାଇଁ ପ୍ରସ୍ତୁତ ହୋଇ ନାହାନ୍ତି | Anupam Patnaik Ashutosh Das କପି

Jyoti Prakash Mohapatra (@jp_mohapatra) 's Twitter Profile Photo

#ଗାଁ ବାପ୍‌ନାହା ଘପ୍‌ନର ଭୋରୁ ଭୋରୁ ସାନ ପିଉସୀ ଉଠେଇ ଦେବ। - ବୁବୁଲି ଉଠ୍ ଉଠ୍। ବର ଆଇଲା। ଉଠ୍ ଜଲଦି। ଗହଳ ମାଣ୍ଡିଆ ନିଦ ଭିତରୁ ଉଠି ମୁଁ ଆସି ଚଉପାଢୀ ପିଣ୍ଡାରେ ବସେ। ସେତେବେଳକୁ ଦାଣ୍ଡ ଚଉରା କଡ଼ରେ ନାଲିବୋଉ, କପିଳିଆଣୀ (କପିଳା ତାଙ୍କ ଗାଁ ନାଁ ବୋଲି ତାଙ୍କୁ ଏମିତି ଡକାଯାଏ), ଟିଲି ଦେଈ, ଚୁମି, ରକି ସବୁ ଆସି ନିଜ ଜାଗା

#ଗାଁ

ବାପ୍‌ନାହା ଘପ୍‌ନର

ଭୋରୁ ଭୋରୁ ସାନ ପିଉସୀ ଉଠେଇ ଦେବ।
- ବୁବୁଲି ଉଠ୍ ଉଠ୍। ବର ଆଇଲା। ଉଠ୍ ଜଲଦି।

ଗହଳ ମାଣ୍ଡିଆ ନିଦ ଭିତରୁ ଉଠି ମୁଁ ଆସି ଚଉପାଢୀ ପିଣ୍ଡାରେ ବସେ।

ସେତେବେଳକୁ ଦାଣ୍ଡ ଚଉରା କଡ଼ରେ ନାଲିବୋଉ, କପିଳିଆଣୀ (କପିଳା ତାଙ୍କ ଗାଁ ନାଁ ବୋଲି ତାଙ୍କୁ ଏମିତି ଡକାଯାଏ), ଟିଲି ଦେଈ, ଚୁମି, ରକି ସବୁ ଆସି ନିଜ ଜାଗା
Siddhartha Das (@siddhar83580006) 's Twitter Profile Photo

ଆମ ରାଜବାଟୀ.... ମୋ ମାଟି କୁ ନେଇ ମୁଁ ଗର୍ବ କରେ #ଯାଜପୁର #ଗଡ଼ମଧୁପୁର #ମଧୁପୁରଗଡ଼

ଆମ ରାଜବାଟୀ....

ମୋ ମାଟି କୁ ନେଇ ମୁଁ ଗର୍ବ କରେ

#ଯାଜପୁର
#ଗଡ଼ମଧୁପୁର
#ମଧୁପୁରଗଡ଼
Siddhartha Das (@siddhar83580006) 's Twitter Profile Photo

ଗଡ଼ମଧୁପୁର ଯିବା ବାଟରେ.... ବୋଧହୁଏ ବ୍ରାହ୍ମଣୀ ନଦୀ?? #ଯାଜପୁର

Siddhartha Das (@siddhar83580006) 's Twitter Profile Photo

ଭଦ୍ରକ ର ନୂତନ ଏସପି ଭାବରେ ଯୋଗଦେଲେ ଶ୍ରୀ ମନୋଜ ରାଉତ... ଜଣେ ଦକ୍ଷ ଆଉ ସଚ୍ଚୋଟ ଅଫିସର ଗର୍ବ ଲାଗେ ସେ ଆମ ଅଞ୍ଚଳ ଲୋକ ବୋଲି...

ଭଦ୍ରକ ର ନୂତନ ଏସପି ଭାବରେ ଯୋଗଦେଲେ ଶ୍ରୀ ମନୋଜ ରାଉତ...

ଜଣେ ଦକ୍ଷ ଆଉ ସଚ୍ଚୋଟ ଅଫିସର

ଗର୍ବ ଲାଗେ ସେ ଆମ ଅଞ୍ଚଳ ଲୋକ ବୋଲି...
Chinmaya. ❤️🇮🇳 (@chinmayabal14) 's Twitter Profile Photo

ଶେଷରେ ଏମିତି ଦେଖିବାକୁ ମିଳିଲା.. କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଳକର ରଙ୍ଗଣୀ ପଞ୍ଚାୟତର ଉତ୍ତର ଭେକ୍ଟା ଗାଁ ରେ.. ଖଣ୍ଡିଏ ରାସ୍ତା ନାହିଁ କି ପିଇବା ପାଣି ନାହିଁ..ଏ ଖବର କୁ ଯାଞ୍ଚ୍ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ 🙏🏿 Mohan Charan Majhi RWSS_KENDRAPARA Collector and District Magistrate Kendrapara🇮🇳 SubcollectorKendrapara Works Department, Odisha

ଶେଷରେ ଏମିତି ଦେଖିବାକୁ ମିଳିଲା.. କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଳକର ରଙ୍ଗଣୀ ପଞ୍ଚାୟତର ଉତ୍ତର ଭେକ୍ଟା ଗାଁ ରେ.. ଖଣ୍ଡିଏ ରାସ୍ତା ନାହିଁ କି ପିଇବା ପାଣି ନାହିଁ..ଏ ଖବର କୁ ଯାଞ୍ଚ୍ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ 🙏🏿
Mohan Charan Majhi RWSS_KENDRAPARA Collector and District Magistrate Kendrapara🇮🇳 SubcollectorKendrapara Works Department, Odisha