sibaji jena (ଭଦ୍ରକ )
@sibajijena2
ମୋ ବିଷୟ ରେ ଭାବିବା ବୃଥା.
❤❤ସମାଜରେ ବଂଚିବାକୁ ହେଲେ ଗୋଟେ ଗଛ ଲଗେଇବା❤❤
ID: 1246106532074246145
03-04-2020 16:05:40
1,1K Tweet
369 Followers
782 Following
#LOW_VOLTAGES ସମସ୍ୟାର ସମାଧାନ କେବେ #ଭଦ୍ରକ #ବାସୁଦେବପୁର ବାଲିମେଦ ବିଗତ 4ଦିନ ହେବ low voltages ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପରେ ମଧ୍ୟ୍ୟ ଶୁଣୁ ନାହାନ୍ତି #ବିଦେଇପୁର ଅଫିସର ଅଧିକାରି. TP Northern Odisha Distribution Limited ଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦେବାକୁ। District Administration,Bhadrak CMO Odisha Avimanyu Sethi
ଏବେ ବି ସମସ୍ୟାର ସମାଧାନ ହେଇପାରିଲା ନାହିଁ TP Northern Odisha Distribution Limited
#ବାସୁଦେବପୁର କଂଗ୍ରେସ ବିଧାୟକଙ୍କ ଚାପରେ ଚେପା ହୋଇଛି କି ପ୍ରଶାସନ। CMO Odisha PMO India District Administration,Bhadrak Avimanyu Sethi Suryabanshi Suraj Bhadrak Police
Dear TP Northern Odisha Distribution Limited ଅନୁଗ୍ରହ କରି ଧ୍ୟାନ ଦେବାକୁ ଅନୁରୋଧ। ବିଦେଇପୁର ସେକ୍ସନ ଧାମରା ସଵଷ୍ଟେସନ। ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ମୁକୁଳା ଟ୍ରାନ୍ସଫର ସହ ଏ ଭଳି ଅଭବନୀୟ ପରିସ୍ଥିତିରେ ବିପଦ ସଂକୁଳ ଖୁଣ୍ଟି।ଧନ ଜୀବନ କ୍ଷିତ ନ ହେବା ପୃବରୁ ମରାମତି ପାଇଁ ଅନୁରୋଧ। District Administration,Bhadrak BDO Basudevpur
Dear TP Northern Odisha Distribution Limited 24ଘଣ୍ଟା ବିତିଯାଇଛି କିନ୍ତୁ ଆପଙ୍କ ପ୍ରତିଶୃତି ଏବଂ ସମାଧାନର ସୂଚନା ପ୍ରଦାନ କରିଲେ ନାହିଁ।
Dear TP Northern Odisha Distribution Limited ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଧାମରା ଡିଭିଜନ ବାଲିମେଦ ପଞ୍ଚାୟତ କାଳିଦାସପୁର ଗ୍ରାମର ମୁଖ୍ୟ ରାସ୍ତା ପାଶ୍ଵରେ। ଏଥିପ୍ରତି ଧନ୍ୟବାଦ ଦେବାକୁ ଅନୁରୋଧ।
24ଘଣ୍ଟା ହୋଇନି ବୋଧେ TP Northern Odisha Distribution Limited
Dear sir TP Northern Odisha Distribution Limited ସମସ୍ୟାର ସମାଧାନ ନ କରି ଏମିତି ମିଛରେ ପୋଷ୍ଟ କରନ୍ତୁ ନାହିଁ ଯଦି ସମାଧାନ ହୋଇଛି ଫୋଟ ଦେବାକୁ ଅନୁରୋଧ CMO Odisha District Administration,Bhadrak Energy Odisha Home Department, Govt. of Odisha Mohan Charan Majhi