sasipradhan (@sasipradhan2) 's Twitter Profile
sasipradhan

@sasipradhan2

ID: 3383908421

calendar_today20-07-2015 02:06:12

3,3K Tweet

114 Followers

323 Following

Vkpandianfanclub (@vkpandianfancl1) 's Twitter Profile Photo

ଦମ ଅଛି double engine ର ଏମିତି openly ପଚାରି ପାରିବ, ଯେ ମେରିଟ ରେ ଆପଣ ମାନେ ଚାକିରୀ ପାଉଛନ୍ତି I ଏବେ ତ ସବୁଠି scam I

DEEPA BARIK (@charubalab) 's Twitter Profile Photo

Urgent appeal to Collector & DM, Nuapada Labour & ESI Dept. Government of Odisha Labour Commissioner, Odisha Vijay IAS ! Debendra Rana, a migrant worker from Rang village, Komna block, Nuapada district, tragically passed away at Manchirial Railway station while returning home. His family is struggling to transport his body 600km

𝕃𝕀𝕋𝕌 ×͜× 🇮🇳 🐦🦅 𝕏 (@joy58478352) 's Twitter Profile Photo

👉 ନୂଆପଡା ବାସୀ ଭୁଲିନାହାଁନ୍ତି ତ ଏ ଘଟଣା କୁ❓ 👉 ଏଭଳି ଡହରା, ଗାଲୁଆ, ମିଛୁଆ ପାର୍ଟିକୁ ଭୋଟ ଦେବା ଯାହା Nota ବାଡେଇବା ସଙ୍ଗେ ସମାନ |✅ 👉 କେ ଭି ସିଂ ଦେଓ ପ୍ରମାଣ କରିଦେଲେ ଯେ ଧର୍ମେନ୍ଦ୍ର ପ୍ରଧାନ ଜଣେ ଡିହ ଡହରା / ପରମ ମିଛୁଆ |✅ #ପରମ_ମିଛୁଆ_ବିଜେପି #ଡିହ_ଗାଲୁଆ_ଧର୍ମେନ୍ଦ୍ର_ପ୍ରଧାନ #ମିଛୁଆ_ସରକାର #ମିଛ_ପ୍ରତିଶୃତି

BJD IT Cell (@bjditcell) 's Twitter Profile Photo

ନୂଆପଡ଼ାବାସୀ ଙ୍କ ସମର୍ଥନ କେବଳ ବିଜେଡ଼ି ସହିତ l #BJD4Nuapada #nuapadawithbjd #VoteForBJD

ନୂଆପଡ଼ାବାସୀ ଙ୍କ ସମର୍ଥନ କେବଳ ବିଜେଡ଼ି ସହିତ l

#BJD4Nuapada #nuapadawithbjd #VoteForBJD
Rohit Dalai (@rohit_dalai1) 's Twitter Profile Photo

ନୟାପଲ୍ଲୀ ID ମାର୍କେଟ ରାସ୍ତା ରେ ଥିବା ସୁଲଭ ଶୌଚାଳୟ ରେ ତାଲା ପଡ଼ିଛି , ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ଅନୁରୋଧ । BMC Chanchal Rana Mohan Charan Majhi ChiefSecyOdisha Usha Padhee H & UD Dept Dr. Krushna Chandra Mahapatra Team ATA Official District Magistrate Khordha

ଶିଶୁପାଳଗଡ଼ (@sisupalagarha) 's Twitter Profile Photo

❌ No Stupid Maratha Bhagwa Jhanda ❌ No DJ and Light show ❌ No North Indian song ✅ Odia instruments ✅ Odia music ✅ Pure Odia vibes

Biju Janata Dal (@bjd_odisha) 's Twitter Profile Photo

ମାଟିର ଝିଅ ମନ ବୁଝୁଛି ୧୧ ନଭେମ୍ବରରେ, ଭୋଟ୍ ପୁଣି ବାଜିବ 'ଶଙ୍ଖ'ରେ #VoteForBJD #BJD4Nuapada #SnehanginiChhuria

ଔଷଧ (@phrrajib) 's Twitter Profile Photo

Bjp4 Odisha™ ତୁରନ୍ତ ଏ ପତାକା କୁ ଗେରୁଆ କରା ଯାଉ। ଇତି ତୁମର #ଭାକୁଡାଜନତା 🥸

BJD IT Cell (@bjditcell) 's Twitter Profile Photo

ନୂଆପଡା ଉପନିର୍ବାଚନ ପରିପ୍ରେକ୍ଷୀରେ ନୂଆପଡା NAC ୧୨ ନଂ ୱାର୍ଡ ରେ ଆୟୋଜିତ ବିଜେଡି ସମ୍ମିଳନୀରେ ଦଳୀୟ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଜୟଯୁକ୍ତ କରିବା ପାଇଁ ନିବେଦନ କଲେ। #BJD4Nuapada #Vote4BJD #VoteForNaveen #voteforsnehanginichhuria

ନୂଆପଡା ଉପନିର୍ବାଚନ ପରିପ୍ରେକ୍ଷୀରେ ନୂଆପଡା NAC ୧୨ ନଂ ୱାର୍ଡ ରେ ଆୟୋଜିତ ବିଜେଡି ସମ୍ମିଳନୀରେ ଦଳୀୟ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଜୟଯୁକ୍ତ କରିବା ପାଇଁ ନିବେଦନ କଲେ।
#BJD4Nuapada #Vote4BJD #VoteForNaveen #voteforsnehanginichhuria
Biju Janata Dal (@bjd_odisha) 's Twitter Profile Photo

ନୂଆପଡ଼ାବାସୀ କହିଲେଣି, ପଦ୍ମ ଆଉ ଫୁଟିବନି ୧୧ ନଭେମ୍ବରରେ, ଭୋଟ ପୁଣି ବାଜିବ 'ଶଙ୍ଖ' ଚିହ୍ନରେ। #VoteForBJD #BJD4Nuapada #SnehanginiChhuria

ShoneeKapoor (@shoneekapoor) 's Twitter Profile Photo

We need to stand up for ourselves same like him💪 Victim card very well played by that women🤡 -aunty ko space chahiye public transport me -aunty ko bete ke liye bhi seat reserve chahiye -aunty ko tu karke baat krne ki azadi chahiye -aunty ko koi na toke uski azadi chahiye

Biju Janata Dal (@bjd_odisha) 's Twitter Profile Photo

ଭଣଜା, ଭାଣିଜୀଙ୍କୁ ଅସମ୍ମାନ କରୁଥିବା ଏପରି ମାମୁଁ ମାଇଁ କାହାକୁ ନ ମିଳୁ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ କଡ଼ା ଜବାବ୍ ଦେଲେ ବିଧାୟିକା ବର୍ଷା ସିଂ ବରିହା। ଏହା ତାଙ୍କର ପରମ୍ପରା ହୋଇପାରେ, ଆମର ନୁହେଁ। ଉପମୁଖ୍ୟମନ୍ତ୍ରୀ ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରା ଜାଣିନାହାନ୍ତି। ଯେଉଁ ସୁଭଦ୍ରା ନାମରେ ଭୋଟ

ଭଣଜା, ଭାଣିଜୀଙ୍କୁ ଅସମ୍ମାନ କରୁଥିବା ଏପରି ମାମୁଁ ମାଇଁ କାହାକୁ ନ ମିଳୁ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ କଡ଼ା ଜବାବ୍ ଦେଲେ ବିଧାୟିକା ବର୍ଷା ସିଂ ବରିହା।

ଏହା ତାଙ୍କର ପରମ୍ପରା ହୋଇପାରେ, ଆମର ନୁହେଁ। ଉପମୁଖ୍ୟମନ୍ତ୍ରୀ ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରା ଜାଣିନାହାନ୍ତି।

ଯେଉଁ ସୁଭଦ୍ରା ନାମରେ ଭୋଟ
Barsha Singh Bariha (@barsha_bariha) 's Twitter Profile Photo

ନୂଆପଡ଼ା ୱାର୍ଡ ନମ୍ବର ୫ରେ ଆମ ଦଳର ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପାଇଁ ଭଉଣୀ ଦିପାଳୀ ଙ୍କ ସହ ପ୍ରଚାର କରି ଭୋଟ ଦେବା ପାଇଁ ନିବେଦନ କଲି #nuapada4bjd #nuapadabyelection #snehanginichhuria

ନୂଆପଡ଼ା ୱାର୍ଡ ନମ୍ବର ୫ରେ ଆମ ଦଳର ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପାଇଁ ଭଉଣୀ ଦିପାଳୀ ଙ୍କ ସହ ପ୍ରଚାର କରି ଭୋଟ ଦେବା ପାଇଁ ନିବେଦନ କଲି
#nuapada4bjd
#nuapadabyelection
#snehanginichhuria
Biju Janata Dal (@bjd_odisha) 's Twitter Profile Photo

ନୂଆପଡ଼ା ଉପନିର୍ବାଚନରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସିଆରପି, ଏମବିକେ ଓ ମିଶନଶକ୍ତି କର୍ମୀଙ୍କୁ ନିର୍ବାଚନ ପ୍ରଚାରରେ ନିୟୋଜନ କରାଯାଇଛି। ତଥ୍ୟ ପ୍ରମାଣ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେଡି। ବାଡ଼ ଯଦି ଫସଲ ଖାଇବ, ତାକୁ ଜଗିବ କିଏ ? #ରଙ୍ଗବଦଳାସରକାର

ନୂଆପଡ଼ା ଉପନିର୍ବାଚନରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ସିଆରପି, ଏମବିକେ ଓ ମିଶନଶକ୍ତି କର୍ମୀଙ୍କୁ ନିର୍ବାଚନ ପ୍ରଚାରରେ ନିୟୋଜନ କରାଯାଇଛି।

ତଥ୍ୟ ପ୍ରମାଣ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେଡି।

ବାଡ଼ ଯଦି ଫସଲ ଖାଇବ, ତାକୁ ଜଗିବ କିଏ ?

#ରଙ୍ଗବଦଳାସରକାର