Sashibhusan Das (@sashibhusandas) 's Twitter Profile
Sashibhusan Das

@sashibhusandas

Advocate | President Cuttack Mahanagar Surakhya Committe | A public spirited man from school times | Donated blood for 102 times till 4th November 2017.

ID: 140930489

linkhttps://www.facebook.com/settings?tab=account§ion=username calendar_today06-05-2010 18:48:54

2,2K Tweet

438 Followers

428 Following

Sashibhusan Das (@sashibhusandas) 's Twitter Profile Photo

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶତ୍‌ଶତ୍‌ ପ୍ରଣାମ। ସେ ଥିଲେ ଏକ ନିର୍ଭୀକ ନେତା, ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶାର ଉନ୍ନତିର ଦୃଷ୍ଟାନ୍ତମୟ ପ୍ରତିକ। #BijuPatnaik #BijuBabu #BijuJayanti #OdishaPride #VisionaryLeader

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶତ୍‌ଶତ୍‌ ପ୍ରଣାମ। ସେ ଥିଲେ ଏକ ନିର୍ଭୀକ ନେତା, ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶାର ଉନ୍ନତିର ଦୃଷ୍ଟାନ୍ତମୟ ପ୍ରତିକ।
#BijuPatnaik #BijuBabu #BijuJayanti #OdishaPride
#VisionaryLeader
Sashibhusan Das (@sashibhusandas) 's Twitter Profile Photo

My heartfelt greetings to all women on this #InternationalWomensDay Let us encourage our daughters, sisters and every other woman to fight against evil, everywhere in the society.

My heartfelt greetings to all women on this #InternationalWomensDay 
Let us encourage our daughters, sisters and every other woman to fight against evil, everywhere in the society.
Sashibhusan Das (@sashibhusandas) 's Twitter Profile Photo

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ଆମ ଭାଷାର ଗୌରବମୟ ପାରମ୍ପର୍ୟ ଓ ସାହିତ୍ୟ ଐତିହ୍ୟକୁ ନମନ। ଓଡ଼ିଆ ଭାଷା ଆମର ପରିଚୟ ଓ ଗର୍ବ। #ClassicalOdiaLanguageDay #OdiaLanguage #OdiaPride #OdiaCulture #OdiaHeritage

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ଆମ ଭାଷାର ଗୌରବମୟ ପାରମ୍ପର୍ୟ ଓ ସାହିତ୍ୟ ଐତିହ୍ୟକୁ ନମନ। ଓଡ଼ିଆ ଭାଷା ଆମର ପରିଚୟ ଓ ଗର୍ବ।
#ClassicalOdiaLanguageDay
#OdiaLanguage
#OdiaPride
#OdiaCulture
#OdiaHeritage
Sashibhusan Das (@sashibhusandas) 's Twitter Profile Photo

ଡାଣ୍ଡି ଯାତ୍ରାର ବାର୍ଷିକୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଐତିହାସିକ ଲୁଣ ସତ୍ୟାଗ୍ରହକୁ ସ୍ମରଣ। ଏହା ଭାରତର ସ୍ୱାଧୀନତା ସଂଗ୍ରାମରେ ଅହିଂସା ଆନ୍ଦୋଳନର ଏକ ଶକ୍ତିଶାଳୀ ପ୍ରତୀକ। #DandiMarch #SaltSatyagraha #MahatmaGandhi 🇮🇳

ଡାଣ୍ଡି ଯାତ୍ରାର ବାର୍ଷିକୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଐତିହାସିକ ଲୁଣ ସତ୍ୟାଗ୍ରହକୁ ସ୍ମରଣ। ଏହା ଭାରତର ସ୍ୱାଧୀନତା ସଂଗ୍ରାମରେ ଅହିଂସା ଆନ୍ଦୋଳନର ଏକ ଶକ୍ତିଶାଳୀ ପ୍ରତୀକ।
#DandiMarch #SaltSatyagraha #MahatmaGandhi 🇮🇳
Sashibhusan Das (@sashibhusandas) 's Twitter Profile Photo

ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଜନ୍ମଜୟନ୍ତୀରେ ଶତ୍‌ଶତ୍‌ ପ୍ରଣାମ। ତାଙ୍କ ଅଦ୍ଭୁତ ଚିନ୍ତାଧାରା ଓ ଆବିଷ୍କାର ବିଜ୍ଞାନ ଜଗତକୁ ନୂଆ ଦିଗ ଦେଇଥିଲା। #AlbertEinstein #Science #BirthAnniversary 🔬

ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଜନ୍ମଜୟନ୍ତୀରେ ଶତ୍‌ଶତ୍‌ ପ୍ରଣାମ। ତାଙ୍କ ଅଦ୍ଭୁତ ଚିନ୍ତାଧାରା ଓ ଆବିଷ୍କାର ବିଜ୍ଞାନ ଜଗତକୁ ନୂଆ ଦିଗ ଦେଇଥିଲା।
#AlbertEinstein #Science #BirthAnniversary 🔬
Sashibhusan Das (@sashibhusandas) 's Twitter Profile Photo

ଇଦ୍ ମୁବାରକ। ଏହି ପବିତ୍ର ଅବସର ଆପଣଙ୍କ ଜୀବନରେ ଶାନ୍ତି, ସୁଖ ଓ ସମୃଦ୍ଧି ଆଣୁ। #EidMubarak #Peace #Blessings 🌙

ଇଦ୍ ମୁବାରକ। ଏହି ପବିତ୍ର ଅବସର ଆପଣଙ୍କ ଜୀବନରେ ଶାନ୍ତି, ସୁଖ ଓ ସମୃଦ୍ଧି ଆଣୁ।
#EidMubarak #Peace #Blessings 🌙
Sashibhusan Das (@sashibhusandas) 's Twitter Profile Photo

ଶହୀଦ ଦିବସରେ ଦେଶ ପାଇଁ ଜୀବନ ବଳିଦାନ କରିଥିବା ସମସ୍ତ ବୀର ଶହୀଦମାନଙ୍କୁ ଶତ୍‌ଶତ୍‌ ପ୍ରଣାମ। ତାଙ୍କ ସାହସ ଓ ଦେଶପ୍ରେମ ସଦା ପ୍ରେରଣା ଦେଇ ଯାଇବ। #ShaheedDiwas #MartyrsDay #Salute 🇮🇳

ଶହୀଦ ଦିବସରେ ଦେଶ ପାଇଁ ଜୀବନ ବଳିଦାନ କରିଥିବା ସମସ୍ତ ବୀର ଶହୀଦମାନଙ୍କୁ ଶତ୍‌ଶତ୍‌ ପ୍ରଣାମ। ତାଙ୍କ ସାହସ ଓ ଦେଶପ୍ରେମ ସଦା ପ୍ରେରଣା ଦେଇ ଯାଇବ।
#ShaheedDiwas #MartyrsDay #Salute 🇮🇳
Sashibhusan Das (@sashibhusandas) 's Twitter Profile Photo

ମହାନ ଶିକ୍ଷାବିଦ୍ ଓ ସମାଜ ସୁଧାରକ ଶୈଳବାଳା ଦାସଙ୍କ ଜନ୍ମଜୟନ୍ତୀରେ ଶତ୍‌ଶତ୍‌ ପ୍ରଣାମ। ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରେରଣାରେ ସେ ନାରୀ ଶିକ୍ଷା ଓ ସମାଜ ସେବାରେ ଅମୂଲ୍ୟ ଅବଦାନ ରଖିଥିଲେ। #SailabalaDas #MadhuBabu #OdiaPride #SailabalaWomensCollege

ମହାନ ଶିକ୍ଷାବିଦ୍ ଓ ସମାଜ ସୁଧାରକ ଶୈଳବାଳା ଦାସଙ୍କ ଜନ୍ମଜୟନ୍ତୀରେ ଶତ୍‌ଶତ୍‌ ପ୍ରଣାମ। ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରେରଣାରେ ସେ ନାରୀ ଶିକ୍ଷା ଓ ସମାଜ ସେବାରେ ଅମୂଲ୍ୟ ଅବଦାନ ରଖିଥିଲେ।
#SailabalaDas #MadhuBabu #OdiaPride #SailabalaWomensCollege
Sashibhusan Das (@sashibhusandas) 's Twitter Profile Photo

ଏମାନଙ୍କୁ ଯଦି କଷ୍ଟ ହେଉଛି, ଏମାନେ ଏସସିବି ଛାଡି ଚାଲି ଯାଆନ୍ତୁ l #SCBMedical #Cuttack #Odisha

ଏମାନଙ୍କୁ ଯଦି କଷ୍ଟ ହେଉଛି, ଏମାନେ ଏସସିବି ଛାଡି ଚାଲି ଯାଆନ୍ତୁ l
#SCBMedical #Cuttack #Odisha
Sashibhusan Das (@sashibhusandas) 's Twitter Profile Photo

ପବିତ୍ର ରାମ ନବମୀ ଅବସରରେ ଭଗବାନ ଶ୍ରୀରାମଙ୍କ ଅଶୀର୍ବାଦ ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ପୁରଣ କରୁ। #RamNavami #LordRam #ShreeRama

ପବିତ୍ର ରାମ ନବମୀ ଅବସରରେ ଭଗବାନ ଶ୍ରୀରାମଙ୍କ ଅଶୀର୍ବାଦ ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ପୁରଣ କରୁ।
#RamNavami #LordRam #ShreeRama
Sashibhusan Das (@sashibhusandas) 's Twitter Profile Photo

ଉତ୍କଳ ଦିବସରେ ଓଡ଼ିଶାର ଗଠନ ଓ ଆମ ଗୌରବମୟ ସଂସ୍କୃତି, ଭାଷା ଓ ପାରମ୍ପର୍ୟକୁ ନମନ। ଗର୍ବର ସହ କହିବା — ଆମେ ଓଡ଼ିଆ। #UtkalaDibasa #OdiaAsmita #MadhusudanDas #GopabandhuDas #JaiJagannath

ଉତ୍କଳ ଦିବସରେ ଓଡ଼ିଶାର ଗଠନ ଓ ଆମ ଗୌରବମୟ ସଂସ୍କୃତି, ଭାଷା ଓ ପାରମ୍ପର୍ୟକୁ ନମନ। ଗର୍ବର ସହ କହିବା — ଆମେ ଓଡ଼ିଆ।
#UtkalaDibasa #OdiaAsmita #MadhusudanDas #GopabandhuDas #JaiJagannath
Sashibhusan Das (@sashibhusandas) 's Twitter Profile Photo

ଭାରତର ମହାନ ସେନାନାୟକ ଫିଲ୍ଡ ମାର୍ଶାଲ Sam Manekshawଙ୍କ ଜନ୍ମଜୟନ୍ତୀରେ ତାଙ୍କୁ ଶତ୍‌ଶତ୍‌ ପ୍ରଣାମ। ୧୯୭୧ ଯୁଦ୍ଧରେ ତାଙ୍କର ଦୃଢ଼ ନେତୃତ୍ୱ ଓ ସାହସ ଭାରତକୁ ଐତିହାସିକ ବିଜୟ ଦେଇଥିଲା। #SamManekshaw #IndianArmy #IndiaPride

ଭାରତର ମହାନ ସେନାନାୟକ ଫିଲ୍ଡ ମାର୍ଶାଲ Sam Manekshawଙ୍କ ଜନ୍ମଜୟନ୍ତୀରେ ତାଙ୍କୁ ଶତ୍‌ଶତ୍‌ ପ୍ରଣାମ। ୧୯୭୧ ଯୁଦ୍ଧରେ ତାଙ୍କର ଦୃଢ଼ ନେତୃତ୍ୱ ଓ ସାହସ ଭାରତକୁ ଐତିହାସିକ ବିଜୟ ଦେଇଥିଲା।
#SamManekshaw #IndianArmy #IndiaPride
Sashibhusan Das (@sashibhusandas) 's Twitter Profile Photo

ପବିତ୍ର ଗୁଡ୍‌ ଫ୍ରାଇଡେ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ତ୍ୟାଗ, ପ୍ରେମ ଓ କ୍ଷମାକୁ ସ୍ମରଣ କରିବା। ତାଙ୍କ ଆଦର୍ଶ ଆମକୁ ସଦା ସଠିକ୍‌ ପଥରେ ନେଇଯାଉ। #GoodFriday #FaithHopeLove #JesusChrist #HolyWeek #BlessedDay

ପବିତ୍ର ଗୁଡ୍‌ ଫ୍ରାଇଡେ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ତ୍ୟାଗ, ପ୍ରେମ ଓ କ୍ଷମାକୁ ସ୍ମରଣ କରିବା। ତାଙ୍କ ଆଦର୍ଶ ଆମକୁ ସଦା ସଠିକ୍‌ ପଥରେ ନେଇଯାଉ।
#GoodFriday #FaithHopeLove #JesusChrist #HolyWeek #BlessedDay
Sashibhusan Das (@sashibhusandas) 's Twitter Profile Photo

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟତିଥିରେ ତାଙ୍କୁ ଶତ୍‌ଶତ୍‌ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ସାହିତ୍ୟରେ ତାଙ୍କର ଅମୂଲ୍ୟ ଅବଦାନ ଓ ସରଳ ଭାଷାରେ ଗଭୀର ଭାବନା ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି। #GangadharMeher #OdiaPride #SwabhabKabi

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟତିଥିରେ ତାଙ୍କୁ ଶତ୍‌ଶତ୍‌ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ସାହିତ୍ୟରେ ତାଙ୍କର ଅମୂଲ୍ୟ ଅବଦାନ ଓ ସରଳ ଭାଷାରେ ଗଭୀର ଭାବନା ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି।
#GangadharMeher #OdiaPride #SwabhabKabi
Sashibhusan Das (@sashibhusandas) 's Twitter Profile Photo

ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା। ଏହି ନୂତନ ବର୍ଷ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ। #PanaSankranti #OdiaNewYear #JaiJagannath

ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା। ଏହି ନୂତନ ବର୍ଷ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ।
#PanaSankranti #OdiaNewYear #JaiJagannath
Sashibhusan Das (@sashibhusandas) 's Twitter Profile Photo

“ମୁଁ ଖାଲି ମୋ ନିଜକୁ ଜାଣେ। ତା ବି ସାମାନ୍ୟ। ସେହି ଜ୍ଞାନର ଆଲୋକରେ ବା ସେହି ଅଜ୍ଞାନର ଅନ୍ଧକାରରେ, ମୁଁ ଅନ୍ୟକୁ ବିଚାର କରୁଛି।” ପ୍ରଖ୍ୟାତ ସାହିତ୍ୟିକ ଓ ଦାର୍ଶନିକ ମନୋଜ ଦାସଙ୍କ ପୁଣ୍ୟତିଥିରେ ତାଙ୍କୁ ଶତ୍‌ଶତ୍‌ ଶ୍ରଦ୍ଧାଞ୍ଜଳି। #ManojDas #OdiaPride #Literature

“ମୁଁ ଖାଲି ମୋ ନିଜକୁ ଜାଣେ। ତା ବି ସାମାନ୍ୟ। ସେହି ଜ୍ଞାନର ଆଲୋକରେ ବା ସେହି ଅଜ୍ଞାନର ଅନ୍ଧକାରରେ, ମୁଁ ଅନ୍ୟକୁ ବିଚାର କରୁଛି।”
ପ୍ରଖ୍ୟାତ ସାହିତ୍ୟିକ ଓ ଦାର୍ଶନିକ ମନୋଜ ଦାସଙ୍କ ପୁଣ୍ୟତିଥିରେ ତାଙ୍କୁ ଶତ୍‌ଶତ୍‌ ଶ୍ରଦ୍ଧାଞ୍ଜଳି।
#ManojDas #OdiaPride #Literature