Sai Debabrat 🇮🇳
@saidebabrat
POLITICO || UTKALIAN ||
PHOTOGRAPHY 📸
Qualified UGC NET
ID: 2861788158
18-10-2014 03:49:11
3,3K Tweet
714 Takipçi
1,1K Takip Edilen
#ରେଖା_ବେହେରା ଯିଏ କି ଜଣେ ୯୦ ପ୍ରତିଶତ ଦିବ୍ୟାଙ୍ଗ ଯାହା ପାଇଁ ତାଙ୍କର ଆଧାର କାର୍ଡ ହୋଇ ପାରୁନାହିଁ ଯାହା ଫଳରେ ସେ କୌଣସି ବି ସରକାରୀ ସୁବିଧା ପାଇପାରୁ ନାହାନ୍ତି। Collector & DM, Jajpur SSEPD କୁ ମୋର ବିନୀତ ଅନୁରୋଧ ଏହି ଗରିବ ଝିଅଟିକୁ ଆଧାର କାର୍ଡ କରେଇ ଦେବା ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଅନ୍ତୁ CMO Odisha
ମାନସ ସାହୁ,ବୟସ ୩୪, ଜଣେ ମାନସିକ ବିକାରଗ୍ରସ୍ତ ଦିବ୍ୟାଙ୍ଗ। ଆଜି ଯାଏଁ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ତୁରନ୍ତ ତାଙ୍କୁ ଭତ୍ତା ପ୍ରଦାନ କରିବାକୁ SSEPD Collector & DM, Jajpur CMO Odisha ଙ୍କୁ ଅନୁରୋଧ @HimanshuForBJP ଦୟାକରି ଏଥିପ୍ରତି ଧ୍ୟାନ ଦିଅନ୍ତୁ 🙏
Sai Debabrat 🇮🇳 Collector & DM, Jajpur CMO Odisha @HimanshuForBJP Nityananda Gond Mohan Charan Majhi Report attached
#ThankYouDMJajpur Collector & DM, Jajpur
Grateful to the EducationOdisha and the #Directorate_of_Higher_Secondary_Education for the smooth and successful conduct of the PGT Counselling. Your efforts in ensuring a transparent and efficient process are truly commendable. #ThankYou CMO Odisha Nityananda Gond Regards 🙏
ରସୁଲପୁର ବ୍ଲକ ଲକ୍ଷ୍ମିନଗର ପଞ୍ଚାୟତ ଅନ୍ତର୍ଗତ ରଧାନଗର ଗ୍ରାମର ସହର ସାହିର ଏହି ନଳକୂପ ଟି ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ିଛି ତୁରନ୍ତ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ। ଅତ୍ୟାଧିକ ଖରାରେ ଲୋକମାନେ ପାଣି ପାଇଁ ବୋହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି RWSS_Jajpur Collector & DM, Jajpur Panchayati Raj and Drinking Water Department CMO Odisha
Thank you State Transport Authority, Odisha for your reply, Highly appreciated your efforts to take action against the bus those are collecting excessive fare from the passenger. Requesting to you kindly do continuously in all districts CMO Odisha Team ATA Official
ଛ ମାସ ବିତି ଯାଇଥିଲେ ବି ଆଜି ଯାଏଁ ଜଣେ ଦିବ୍ୟଙ୍ଗ ଭତ୍ତା ପାଇବାରୁ ବଞ୍ଚିତ। ଜିଲ୍ଲାପ୍ରଶାସନ ଓ ବିଭାଗ ତୁରନ୍ତ ଧ୍ୟାନ ଦେଇ ଭତ୍ତା ପ୍ରଦାନ କରିବାକୁ ଅନୁରୋଧ Collector & DM, Jajpur SSEPD CMO Odisha ଦୟାକରି ଏହି ଅଭିଯୋଗ କୁ ଗୁରୁତ୍ଵ ଦେଇ ଶୀଘ୍ର ଭତ୍ତା ପ୍ରଦାନ କରନ୍ତୁ🙏
Due to the Puja vacation, many students are facing difficulties in applying for the scholarship. Therefore, I humbly request you to kindly extend the application deadline by one week so that more students can apply and avail the benefits. CMO Odisha EducationOdisha Higher Education Department, Govt. of Odisha 🇮🇳
Kindly request the Respected CMO Odisha to declare 20th August as a holiday in lieu of 21st August for Diwali, as the festival falls on 20th August this year. 🙏 I & PR Department, Odisha Regards 🙏