Sagar Das (@sagarda53187016) 's Twitter Profile
Sagar Das

@sagarda53187016

politician

ID: 1277063261062680576

linkhttps://www.facebook.com/share/18WStB9wGh/ calendar_today28-06-2020 02:16:47

311 Tweet

226 Followers

547 Following

Himanshu Shekhar Sahoo (Modi Ka Parivar) (@himanshuforbjp) 's Twitter Profile Photo

ଆଜି ହେଉଛି ବିଶ୍ଵ ଯକୃତ ଦିବସ, ଲିଭର ଜନିତ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏପ୍ରିଲ ୧୯ ତାରିଖକୁ ବିଶ୍ଵ ଯକୃତ ଦିବସ ଭାବେ ପାଳନ କରାଯାଉଛି... ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ମଣିଷର ବଞ୍ଚିବା ଅସମ୍ଭବ, ଆଜି ବିଶ୍ଵ ଯକୃତ ଦିବସ ଅବସରରେ ଶପଥ ନେବା, ସନ୍ତୁଳିତ

ଆଜି ହେଉଛି ବିଶ୍ଵ ଯକୃତ ଦିବସ, ଲିଭର ଜନିତ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏପ୍ରିଲ ୧୯ ତାରିଖକୁ ବିଶ୍ଵ ଯକୃତ ଦିବସ ଭାବେ ପାଳନ କରାଯାଉଛି...

ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ମଣିଷର ବଞ୍ଚିବା ଅସମ୍ଭବ, ଆଜି ବିଶ୍ଵ ଯକୃତ ଦିବସ ଅବସରରେ ଶପଥ ନେବା, ସନ୍ତୁଳିତ
Himanshu Shekhar Sahoo (Modi Ka Parivar) (@himanshuforbjp) 's Twitter Profile Photo

Wishing Hon'ble Chief Minister of Andhra Pradesh, Shri N Chandrababu Naidu Ji, a very happy birthday. May Mahaprabhu Shri Jagannath bless you with health, prosperity, and success in the year ahead. #HappyBirthday CMO Andhra Pradesh

Wishing  Hon'ble Chief Minister of Andhra Pradesh, Shri <a href="/ncbn/">N Chandrababu Naidu</a> Ji, a very happy birthday. May Mahaprabhu Shri Jagannath bless you with health, prosperity, and success in the year ahead. 
#HappyBirthday

<a href="/AndhraPradeshCM/">CMO Andhra Pradesh</a>
Himanshu Shekhar Sahoo (Modi Ka Parivar) (@himanshuforbjp) 's Twitter Profile Photo

ମହାନ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ ଜଣାଉଛି। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ।

ବିଶିଷ୍ଟ ଐତିହାସିକ, ଗବେଷକ ଏବଂ ପ୍ରତ୍ନତତ୍ତ୍ୱ ବିଶାରଦ କେଦାରନାଥ ମହାପାତ୍ରଙ୍କ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଭାଷା, ସାହିତ୍ଯକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନକୁ କେବେବି ଭୁଲି ହେବ ନାହିଁ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା, ସଂଗ୍ରାମୀ କବି ବାଞ୍ଛାନିଧି ମହାନ୍ତିଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ସେବା, ମାଟିର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଜୀବନ ଏବଂ ସଂଗ୍ରାମ ଆମ ପାଇଁ ଏକ ପ୍ରେରଣାର ଉତ୍ସ।

ବିଶ୍ଵ ପୃଥିବୀ ଦିବସ ଅବସରରେ ଆସନ୍ତୁ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଶପଥ ନେବା। ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ପ୍ରାକୃତିକ ପରିବେଶକୁ ନଷ୍ଟ ହେବାକୁ ଦେବାନାହିଁ। ସମସ୍ତଙ୍କ ମିଳିତ ପ୍ରୟାସରେ ଏକ ସୁନ୍ଦର, ସବୁଜ ପରିବେଶ ନିର୍ମାଣ କରିବା...

ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣିକୁ ଜନ୍ମ ଦିନର ହାର୍ଦ୍ଦିକ ଅଭିନନ୍ଦନ। ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ମଙ୍ଗଳମୟ ଜୀବନ କାମନା କରୁଛି...

କନ୍ଧମାଳ ଲୋକସଭାର ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ବଡ଼ ଭାଇ ବସନ୍ତ କୁମାର ପାଣିଗ୍ରାହୀ ଭାଇଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ, ଅମର ଆତ୍ମାଙ୍କ ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି... ଓଁ ଶାନ୍ତି 🙏

କନ୍ଧମାଳ ଲୋକସଭାର ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ବଡ଼ ଭାଇ ବସନ୍ତ କୁମାର ପାଣିଗ୍ରାହୀ  ଭାଇଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ,  ଅମର ଆତ୍ମାଙ୍କ ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି...

ଓଁ ଶାନ୍ତି 🙏
Himanshu Shekhar Sahoo (Modi Ka Parivar) (@himanshuforbjp) 's Twitter Profile Photo

କୃଷକ ର ଉନ୍ନତି, ସକଳ ପ୍ରଗତି... ପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ ଆଜି ଜୋନ ନଂ ୩୪,୩୫ ଅନ୍ତର୍ଗତ ନଠୁଆବର ପଞ୍ଚାୟତର ଆଦମପୁର ଠାରେ ଜୋନ ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବରେ ଯୋଗଦାନ କରି ଚାଷୀ ଭାଇ ମାନଙ୍କ ସହ ଅକ୍ଷିମୁଠି ଅନୁକୂଳ କରିବାର ସୌଭାଗ୍ୟ ପ୍ରାପ୍ତ କଲି ... ଆଗାମୀ ଦିନ ମାନଙ୍କରେ ଚାଷୀ ଭାଇ ମାନଙ୍କର ଜମିରେ ଭଲ ଫସଲ ଅମଳ

କୃଷକ ର ଉନ୍ନତି, ସକଳ ପ୍ରଗତି...

ପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ ଆଜି  ଜୋନ ନଂ ୩୪,୩୫ ଅନ୍ତର୍ଗତ ନଠୁଆବର ପଞ୍ଚାୟତର  ଆଦମପୁର ଠାରେ ଜୋନ ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବରେ ଯୋଗଦାନ କରି ଚାଷୀ ଭାଇ ମାନଙ୍କ ସହ ଅକ୍ଷିମୁଠି ଅନୁକୂଳ କରିବାର ସୌଭାଗ୍ୟ ପ୍ରାପ୍ତ କଲି ...

 ଆଗାମୀ ଦିନ ମାନଙ୍କରେ ଚାଷୀ ଭାଇ ମାନଙ୍କର ଜମିରେ ଭଲ ଫସଲ ଅମଳ
Himanshu Shekhar Sahoo (Modi Ka Parivar) (@himanshuforbjp) 's Twitter Profile Photo

'ବିଶ୍ଵ ଶ୍ରମିକ ଦିବସ' ଅବସରରେ ରାଜ୍ୟର ସମସ୍ତ ଶ୍ରମିକ ଭାଇ ଓ ଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା l ଶ୍ରମ ହିଁ ସମୃଦ୍ଧିର ମୂଳ ଶକ୍ତି ଏବଂ ଶ୍ରମିକ ମାନେ ହେଉଛନ୍ତି ରାଷ୍ଟ୍ରର ମେରୁଦଣ୍ଡ ଓ ବିକାଶର ବିନ୍ଧାଣୀ... ଆସନ୍ତୁ, ଆଜିର ଦିନରେ ସେମାନଙ୍କ ତ୍ୟାଗ, ନିଷ୍ଠା, ପରିଶ୍ରମ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଅବଦାନକୁ ସମ୍ମାନ

'ବିଶ୍ଵ ଶ୍ରମିକ ଦିବସ' ଅବସରରେ ରାଜ୍ୟର ସମସ୍ତ ଶ୍ରମିକ ଭାଇ ଓ ଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା l ଶ୍ରମ ହିଁ ସମୃଦ୍ଧିର ମୂଳ ଶକ୍ତି ଏବଂ ଶ୍ରମିକ ମାନେ ହେଉଛନ୍ତି ରାଷ୍ଟ୍ରର ମେରୁଦଣ୍ଡ ଓ ବିକାଶର ବିନ୍ଧାଣୀ...

 ଆସନ୍ତୁ, ଆଜିର ଦିନରେ ସେମାନଙ୍କ ତ୍ୟାଗ, ନିଷ୍ଠା, ପରିଶ୍ରମ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଅବଦାନକୁ ସମ୍ମାନ
Himanshu Shekhar Sahoo (Modi Ka Parivar) (@himanshuforbjp) 's Twitter Profile Photo

ନିଆଳୀର ଲୋକପ୍ରିୟ ବିଧାୟକ ବଡ଼ ଭାଇ ଶ୍ରୀ ଛବି ମଲ୍ଲିକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା, ଆପଣଙ୍କ ନେତୃତ୍ୱରେ ନିଆଳୀ ନିର୍ବାଚନ ମଣ୍ଡଳୀ ତଥା ରାଜ୍ୟର ପ୍ରଗତି ଜାରି ରହୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି...

#WorldPressFreedomDayରେ, ସତ୍ୟକୁ ସୂଚନା ଦେଉଥିବା, ପ୍ରେରଣା ଦେଉଥିବା ଏବଂ ସମର୍ଥନ କରୁଥିବା ନିର୍ଭୀକ ସ୍ୱରଗୁଡ଼ିକୁ ସାଲ୍ୟୁଟ୍, ଏକ ମୁକ୍ତ ପ୍ରେସ୍ ହେଉଛି ଏକ ସୁସ୍ଥ ସମାଜ ଏବଂ ଗଣତନ୍ତ୍ରର ମେରୁଦଣ୍ଡ - ଆସନ୍ତୁ ଏହାକୁ ସୁରକ୍ଷା ଏବଂ ସଶକ୍ତ କରିବା...

ଆଜି #ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ରେ ନବ ରାଜସ୍ବନିରୀକ୍ଷକଙ୍କ କାର୍ଯ୍ୟାଳୟ ଶୁଭ ଉଦଘାଟନ ହୋଇ ଯାଇଛି... ମାନ୍ୟବର (ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ) ଶ୍ରୀଯୁକ୍ତ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବନିର୍ମିତ ରାଜସ୍ବନିରୀକ୍ଷକଙ୍କ କାର୍ଯ୍ୟାଳୟ ବାରବାଟି,ଜେନାପୁର, ନେଉଳୁପୁର

ଆଜି #ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ରେ ନବ ରାଜସ୍ବନିରୀକ୍ଷକଙ୍କ କାର୍ଯ୍ୟାଳୟ ଶୁଭ ଉଦଘାଟନ ହୋଇ ଯାଇଛି...

ମାନ୍ୟବର (ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ) ଶ୍ରୀଯୁକ୍ତ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ନବନିର୍ମିତ ରାଜସ୍ବନିରୀକ୍ଷକଙ୍କ କାର୍ଯ୍ୟାଳୟ ବାରବାଟି,ଜେନାପୁର, ନେଉଳୁପୁର
Himanshu Shekhar Sahoo (Modi Ka Parivar) (@himanshuforbjp) 's Twitter Profile Photo

ଦିଗପହଣ୍ଡିର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ରଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆପଣଙ୍କ ଜୀବନ ସଦା ସୁସ୍ଥ, ସଫଳ ଓ ସମୃଦ୍ଧିମୟ ହେଉ, ଜନତାଙ୍କ ଆଶୀର୍ବାଦ ଲାଭ କରି ଆପଣ ଜନସେବାରେ ଆହୁରି ଆଗକୁ ବଢ଼ନ୍ତୁ...

ବିଶ୍ୱ ଆଜ୍ମା ଦିବସ ଆଜ୍ମା ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ଏହି ଦୀର୍ଘକାଳୀନ ରୋଗରେ ପୀଡିତ ଲୋକଙ୍କ ପାଇଁ ଯତ୍ନ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରେ... ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ, ପ୍ରଭାବଶାଳୀ ଚିକିତ୍ସା ଏବଂ ଉପଯୁକ୍ତ ପରିଚାଳନା ଉପରେ ଗୁରୁତ୍ୱ ଦେଇ, ଆମେ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ

ବିଶ୍ୱ ଆଜ୍ମା ଦିବସ ଆଜ୍ମା ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ଏହି ଦୀର୍ଘକାଳୀନ ରୋଗରେ ପୀଡିତ ଲୋକଙ୍କ ପାଇଁ ଯତ୍ନ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରେ...

ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ, ପ୍ରଭାବଶାଳୀ ଚିକିତ୍ସା ଏବଂ ଉପଯୁକ୍ତ ପରିଚାଳନା ଉପରେ ଗୁରୁତ୍ୱ ଦେଇ, ଆମେ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ
Himanshu Shekhar Sahoo (Modi Ka Parivar) (@himanshuforbjp) 's Twitter Profile Photo

ମହିମା ଧର୍ମ, ଭାରତୀୟ ସଂସ୍କୃତି ଏବଂ ବିଶ୍ୱ ମାନବୀୟ ଇତିହାସର ଏକ ଅନନ୍ୟ ବୈଭବଶାଳୀ ପରିଚୟ ସନ୍ଥ କବି ଭୀମ ଭୋଇ। ତାଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମାଜରୁ କୁସଂସ୍କାର, ଜାତିଭେଦ, ଅନ୍ଧବିଶ୍ୱାସ, ଅସ୍ପୃଶ୍ୟତା ଦୂର କରି ଲୋକଙ୍କ କଲ୍ୟାଣ ଓ ସୁସ୍ଥ ସମାଜ ଗଠନ ଦିଗରେ ତାଙ୍କ ଜୀବନବ୍ୟାପୀ ତ୍ୟାଗ ଚିରଆଦର୍ଶ ହୋଇ ରହିବ.

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ, ଆସନ୍ତାକାଲି ଏକତା ପଦଯାତ୍ରା ଅନୁଷ୍ଠିତ ହେବ... ଆସନ୍ତୁ ଏହି ମହତପୂର୍ଣ୍ୟ କାର୍ଯ୍ୟରେ ଯୋଗଦାନ କରି ସର୍ଦ୍ଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ରାଷ୍ଟ୍ରଭାବ ଓ ଏକତାର ଶାଶ୍ୱତ ସ୍ୱର ‘ବନ୍ଦେ ମାତରମ’ ରଚନାର ୧୫୦ ପୂର୍ତ୍ତି

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ, ଆସନ୍ତାକାଲି  ଏକତା ପଦଯାତ୍ରା ଅନୁଷ୍ଠିତ ହେବ...

ଆସନ୍ତୁ ଏହି ମହତପୂର୍ଣ୍ୟ କାର୍ଯ୍ୟରେ ଯୋଗଦାନ କରି ସର୍ଦ୍ଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ରାଷ୍ଟ୍ରଭାବ ଓ ଏକତାର ଶାଶ୍ୱତ ସ୍ୱର ‘ବନ୍ଦେ ମାତରମ’ ରଚନାର ୧୫୦ ପୂର୍ତ୍ତି
Himanshu Shekhar Sahoo (Modi Ka Parivar) (@himanshuforbjp) 's Twitter Profile Photo

I have discussed this matter with ISPRL many times, but they have still not started the construction of the boundary wall for the Dankari oil project. I request them to begin the boundary wall construction around the required land for the oil project as soon as possible.