SABYASACHI SAHU (@sabyasachi7111) 's Twitter Profile
SABYASACHI SAHU

@sabyasachi7111

Journalist |Social worker |Jajpur District Coordinator In Association Of Twitter Activists | Tweeter Handle In Bajrabana News Pepar | Blood Donors| #ଜୟଜଗନ୍ନାଥ🙏

ID: 1386749471300542464

linkhttps://www.facebook.com/sabyasachi.sahu.665?mibextid=ZbWKwL calendar_today26-04-2021 18:30:42

7,7K Tweet

1,1K Followers

4,4K Following

Subrata Kumar Jena (@subrata_ku_jena) 's Twitter Profile Photo

#ପୁରୀ ଜିଲ୍ଲା #ସଦର ବ୍ଲକ ଅନ୍ତର୍ଗତ ବାଲିପଡ଼ା ପଞ୍ଚାୟତ ବାଙ୍ଗୁରୁବା #sunil_Kumar_bhoi ଙ୍କ ଚିକିତ୍ସା ରେ ଅର୍ଥ ସାଜିଛି ବାଧକ ସମ୍ମାନୀୟ ଅଧିକାରୀ ମାନଙ୍କୁ ବିନୀତ ଅନୁରୋଧ କରୁଅଛି କି ଉତ୍ତମ ଚିକିତ୍ସା ଯୋଗାଇ ଦିଅନ୍ତୁ 🙏 Number +91 73278 86442 CDM & PHO, Puri Collector and District Magistrate Puri Sambit Patra CMO Odisha SSEPD Narendra Modi

#ପୁରୀ ଜିଲ୍ଲା #ସଦର ବ୍ଲକ ଅନ୍ତର୍ଗତ ବାଲିପଡ଼ା ପଞ୍ଚାୟତ ବାଙ୍ଗୁରୁବା #sunil_Kumar_bhoi ଙ୍କ ଚିକିତ୍ସା ରେ ଅର୍ଥ ସାଜିଛି ବାଧକ ସମ୍ମାନୀୟ ଅଧିକାରୀ ମାନଙ୍କୁ ବିନୀତ ଅନୁରୋଧ କରୁଅଛି କି ଉତ୍ତମ ଚିକିତ୍ସା ଯୋଗାଇ ଦିଅନ୍ତୁ 🙏
Number +91 73278 86442
CDM & PHO, Puri Collector and District Magistrate Puri Sambit Patra CMO Odisha SSEPD Narendra Modi
SABYASACHI SAHU (@sabyasachi7111) 's Twitter Profile Photo

କାଏମା ପାହାଡରେ ବେଆଇନି ମୋହରାମ ଚୋରି ନେଇ କାଏମା ବାସୀଙ୍କ ନିରନ୍ତର ଲଢେ଼ଇରେ ପଡିପାରେ ପୂର୍ଣ୍ଣଚ୍ଛେଦ। ଖଣି ବିଭାଗର ସୂଚନା .... ଖୁବୁ ଶୀଘ୍ର ହେଇପାରେ #କାର୍ଯ୍ୟାନୁଷ୍ଠାନ। FB- facebook.com/share/p/dimYfY…

ସଂମ୍ମାନୀୟ ଜିଲ୍ଲାପାଳ Collector & DM, Jajpur ଓ ସଂମ୍ମାନୀୟ bdo_dharamasala ମହୋଦୟ ଧର୍ମଶାଳା ବ୍ଲକରେ କୌଣସି #ଡ୍ରେନେଜ୍ ବ୍ୟବସ୍ତା କାର୍ଯ୍ୟକ୍ଷେମ ହେଉନାହିଁ।ଦୟକାରୀ ତୁରନ୍ତ ଦୃଷ୍ଟି ଦେଇ ଅକାମି ଡ୍ରେନ କୁ କାର୍ଯ୍ୟକାରୀ କରାଇବା ହେବେ। CMO Odisha Panchayati Raj and Drinking Water Department ChiefSecyOdisha Office of Development Commissioner, Odisha I & PR Department, Odisha

pintu sahoo 🐦 (@ps8087) 's Twitter Profile Photo

Dr Abinash Rout OAS (S) Mohan Charan Majhi Vijay IAS Datta Shinde IAS Dharmendra Pradhan SCB Medical college & hospital Cuttack Dr Abinash Rout OAS (S) Sir ଏ ଭଳି ଅଭଦ୍ର ଭାଷା କହିବାକୁ ତାଙ୍କୁ ସାହସ କିଏ ଦେଇଛି ଏ ଭଳି ଗୁଣ୍ଡାଗିରି କରିବାକୁ ତାଙ୍କୁ ନିଯୁକ୍ତି ଦେଇଛନ୍ତି CC camera ଚେକିଂ କରନ୍ତୁ ସବୁ ସତ କଣ ଜଣା ପଡିବ Sofia Firdous ମ୍ୟାଡ଼ାମ ଏ ଭଳି ହଇରାଣ କରୁଛନ୍ତି,ଏ ସାନ ଭଉଣୀ ଓ ତାଙ୍କ ଭାଇ ଙ୍କୁ ତୁରନ୍ତ ସାହାଯ୍ୟ କରନ୍ତୁ ବ୍ୟାଟେରି ଗାଡି ଟିଏ ମିଳୁ ନାହିଁ

SABYASACHI SAHU (@sabyasachi7111) 's Twitter Profile Photo

ଜିଓ କମ୍ପାନୀର ଏହି ନମ୍ବର୍ କୁ କଲ କରି #୧୯ ମିନିଟ୍ ରୁ ଅଧିକ ସମୟ ଅପେକ୍ଷା କଲା ପରେବି କମ୍ପାନୀ ତା ଆଡୁ କଲ କଟିଦେଉଛି। Reliance Jio ଏ ଭଳିମ ମାନମାନି ଆଦୌ ଗ୍ରହଣୀୟ ନୁହେଁ। TRAI ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। JioCare JioSaavn JioMusic CMO Odisha गृहमंत्री कार्यालय, HMO India I & PR Department, Odisha

TP Central Odisha Distribution Ltd (@tpcentralodisha) 's Twitter Profile Photo

SABYASACHI SAHU PMO India गृहमंत्री कार्यालय, HMO India Vice-President of India CMO Odisha Pravati Parida Dharmendra Pradhan Jagat Prakash Nadda BJP BJP Odisha ସାର୍, ଏଭଳି ସମସ୍ୟା ପାଇଁ ଆମେ ଦୁଃଖିତ । ଆମେ ଏହି ଘଟଣାର ତଦନ୍ତ କରୁଛୁ ଏବଂ ଏନେଇ ଖୁବଶୀଘ୍ର ଆପଣଙ୍କୁ ଅବଗତ କରିବୁ ।

TP Central Odisha Distribution Ltd (@tpcentralodisha) 's Twitter Profile Photo

SABYASACHI SAHU All India Radio News PIB India Press Trust of India Argus News Kanak News News18 Odia Prameya News7 Sakala News ZEE Odisha News ABP News ସାର୍, ଏଭଳି ଅସୁବିଧା ପାଇଁ ଆମେ କ୍ଷମାପ୍ରାର୍ଥନା କରୁଛୁ । ଘଟଣାର ତ୍ୱରିତ ସମାଧାନ ପାଇଁ ଦୟାକରି ଆପଣଙ୍କର ସଠିକ୍ ଠିକଣା ଏବଂ ଯୋଗାଯୋଗ ନମ୍ବର Direct Message ମାଧ୍ୟମରେ ଆମକୁ ପଠାଇବାକୁ ଅନୁରୋଧ । i.ki.show/2CAD81C9

ARJUN CHANDI (@chandiarju24804) 's Twitter Profile Photo

ପ୍ୟାକେଟ କରାଯିବାର ୧ ମାସ ଭିତରେ ଛତୁଆ ବ୍ୟବହାର କରନ୍ତୁ ବୋଲି ଛତୁଆ ଉପରେ ଲେଖାଯାଇଛି କିନ୍ତୁ ଯେଉଁଦିନ ମାସ ପୁରୁଛି ସେଦିନ ଦିଆଯାଉଛି। ଗର୍ଭବତୀ ମହିଳା ଖାଇ ଲେ ତାର ଅସୁବିଧା ହେଲେ କିଏ ଦାୟୀ ରହିବ ତୁରନ୍ତ ଏହି ଉପରେ ଯାଞ୍ଚ୍ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ ଜିଲ୍ଲାପାଳ ମହୋଦୟ 🙏 ଚନ୍ଦାହାଣ୍ଡି ବ୍ଳକ ବନାମହୁଲ ଗ୍ରାମ ରେ

ପ୍ୟାକେଟ କରାଯିବାର ୧ ମାସ ଭିତରେ ଛତୁଆ ବ୍ୟବହାର କରନ୍ତୁ ବୋଲି ଛତୁଆ ଉପରେ ଲେଖାଯାଇଛି କିନ୍ତୁ ଯେଉଁଦିନ ମାସ ପୁରୁଛି ସେଦିନ ଦିଆଯାଉଛି। ଗର୍ଭବତୀ ମହିଳା ଖାଇ ଲେ ତାର ଅସୁବିଧା ହେଲେ କିଏ ଦାୟୀ ରହିବ
ତୁରନ୍ତ ଏହି ଉପରେ ଯାଞ୍ଚ୍ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ ଜିଲ୍ଲାପାଳ ମହୋଦୟ 🙏 ଚନ୍ଦାହାଣ୍ଡି ବ୍ଳକ ବନାମହୁଲ ଗ୍ରାମ ରେ
SABYASACHI SAHU (@sabyasachi7111) 's Twitter Profile Photo

ସମସ୍ତ ରକ୍ତଦାତା, ପ୍ରିୟ ବନ୍ଧୁ ଙ୍କୁ ଅନୁରୋଧ ଆସନ୍ତା ୦୧.୧୦.୨୪ ଦିନ`ଜାତୀୟ ସ୍ୱେଚ୍ଛାସେବୀ ରକ୍ତଦାନ ଦିବସ, ଅବସରରେ ମିଶନ୍ ଜ୍ୟୋତି ଟ୍ରଷ୍ଟ ପକ୍ଷରୁ ଚଣ୍ଡିଖୋଲ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ।ଆପଣମାନଙ୍କ ଉପସ୍ଥିତ କାମନା କରୁଛୁ। ସବ୍ୟସାଚୀ- ୯୦୯୦୮୭୩୬୬୫ (କାର୍ଯ୍ୟକ୍ରମ ସଂଯୋଜକ) ରଶ୍ମି ଦିଦି - 8763951454 (ପ୍ରତିଷ୍ଠାତା)

ସମସ୍ତ ରକ୍ତଦାତା, ପ୍ରିୟ ବନ୍ଧୁ ଙ୍କୁ ଅନୁରୋଧ ଆସନ୍ତା ୦୧.୧୦.୨୪ ଦିନ`ଜାତୀୟ ସ୍ୱେଚ୍ଛାସେବୀ ରକ୍ତଦାନ ଦିବସ, ଅବସରରେ ମିଶନ୍ ଜ୍ୟୋତି ଟ୍ରଷ୍ଟ  ପକ୍ଷରୁ ଚଣ୍ଡିଖୋଲ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ।ଆପଣମାନଙ୍କ ଉପସ୍ଥିତ କାମନା କରୁଛୁ। ସବ୍ୟସାଚୀ- ୯୦୯୦୮୭୩୬୬୫ (କାର୍ଯ୍ୟକ୍ରମ ସଂଯୋଜକ)
ରଶ୍ମି ଦିଦି - 8763951454 (ପ୍ରତିଷ୍ଠାତା)
Mohan Maharana (@mohanmaharana4) 's Twitter Profile Photo

Donate blood.. but not to road. !! ରକ୍ତ ଦାନ କରନ୍ତୁ କିନ୍ତୁ.. ରାସ୍ତାରେ ନୁହେଁ ❤ Dr Abinash Rout OAS (S) BLOOD CENTRE & TRANSFUSION MEDICINE SCBMCH CUTTACK SCB Medical college & hospital Cuttack SABYASACHI SAHU ସ୍ୱେଚ୍ଛାସେବୀ ବନ୍ଧୁମାନେ ଏକାଠି ହେବା ଅକ୍ଟୋବର ୧ ରେ ରକ୍ତ ଦେବା | #blooddonation #BloodDonationCamp

Donate blood.. but not to road. !!
ରକ୍ତ ଦାନ କରନ୍ତୁ କିନ୍ତୁ.. ରାସ୍ତାରେ ନୁହେଁ ❤
Dr Abinash Rout OAS (S)
BLOOD CENTRE & TRANSFUSION MEDICINE SCBMCH CUTTACK  SCB Medical college & hospital Cuttack
SABYASACHI SAHU
ସ୍ୱେଚ୍ଛାସେବୀ ବନ୍ଧୁମାନେ ଏକାଠି ହେବା
ଅକ୍ଟୋବର ୧ ରେ ରକ୍ତ ଦେବା |
#blooddonation #BloodDonationCamp
Kulamani Pradhan (@kulamanipradh13) 's Twitter Profile Photo

ଧର୍ମଶାଳା ବହୁ ଚର୍ଚ୍ଚିତ ସ୍ମିତାରାଣୀ ବିଶ୍ୱାଳ ହତ୍ୟା ଘଟଣାରେ ଧର୍ମଶାଳାର ସଂଗ୍ରାମୀ ନେତା ସତୀଶ୍ ବିଶ୍ୱାଳଙ୍କର ଦୀର୍ଘ ଦିନର ଲଢେଇକୁ ଧନ୍ୟବାଦ। ଏଥିନେଇ ଖବର ପ୍ରସାରିତ ହେଉ । ଓଟିଭି Kanak News Bada Khabar Kalinga TV MBC TV ODISHA RADHAMADHAB MISHRA

ଆଜି ଏ ସଂକ୍ରାନ୍ତରେ ଆପଣଙ୍କର ସ୍ୱତନ୍ତ୍ର ଆଲୋଚନା ପାଇଁ ଦୁର୍ଗାଶିଷ ବାବୁଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ହେଲେ ଏଇ ଆଲୋଚନା ରେ ସତୀଶ ବାବୁ ଉପସ୍ଥିତ ଥିଲେ ଆଲୋଚନା ଟି ଆହୁରି ହୃଦୟସ୍ପର୍ଶୀ ହୋଇପାରିଥାନ୍ତା । Argus News DURGASHISH

ଆଜି ଏ ସଂକ୍ରାନ୍ତରେ ଆପଣଙ୍କର ସ୍ୱତନ୍ତ୍ର ଆଲୋଚନା ପାଇଁ ଦୁର୍ଗାଶିଷ ବାବୁଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ହେଲେ ଏଇ ଆଲୋଚନା ରେ ସତୀଶ ବାବୁ ଉପସ୍ଥିତ ଥିଲେ ଆଲୋଚନା ଟି ଆହୁରି ହୃଦୟସ୍ପର୍ଶୀ ହୋଇପାରିଥାନ୍ତା । Argus News DURGASHISH