RTO KORAPUT (@rto_koraput) 's Twitter Profile
RTO KORAPUT

@rto_koraput

ID: 984421573313495040

calendar_today12-04-2018 13:22:47

313 Tweet

1,1K Followers

23 Following

State Transport Authority, Odisha (@staodisha) 's Twitter Profile Photo

ଦୀର୍ଘ ବର୍ଷର ଉଲ୍ଲେଖନୀୟ ସେବା ପରେ ସରକାରୀ ଚାକିରିରୁ ଆଜି ଅବସର ନେଇଛନ୍ତି ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ ପରିବହନ କମିସନର(ବୈଷୟିକ) ଶ୍ରୀଯୁକ୍ତ ଧନଞ୍ଜୟ ସେନାପତି । ଏହାସହ ଆଜି ମଧ୍ୟ ଅବସର ନେଇଛନ୍ତି ରିଆଜଉଲ ହକ୍ । ଉଭୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ସୁଖମୟ ଅବସର ଜୀବନ କାମନା କଲେ ପରିବହନ କମିସନର ଓ ସମସ୍ତ ସହକର୍ମୀ

RTO KORAPUT (@rto_koraput) 's Twitter Profile Photo

The Enforcement team of RTO KORAPUT conducted a dedicated enforcement drive to address the un-authorised use of multi-toned and pressure horns in vehicles. Vehicle owners were urged to voluntarily remove such horns and refrain from their use.State Transport Authority, Odisha ,Collector and District Magistrate, Koraput ,ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

All the DL applicants are requested to come to the RTO office on schedule time for biometric then proceed to ADTS for Driving test.

State Transport Authority, Odisha (@staodisha) 's Twitter Profile Photo

ବକେୟା ଇ-ଚାଲାଣରେ ଏକକାଳୀନ ପୈଠରେ ରିହାତି ସୁଯୋଗରେ ଲାଭ ନିଅନ୍ତୁ। ବିନା ହେଲମେଟ୍, ବିନା ସିଟବେଲ୍ଟ, ବିନା ଡିଏଲ୍, ଦ୍ରୁତଗତି ଭଳି ମୋଟର ଯାନ ନିୟମ ଉଲ୍ଲଙ୍ଘନର ନିର୍ଦ୍ଦିଷ୍ଟ ୨୪ଟି ଧାରାରେ ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜାରି ଇ- ଚାଲାଣରେ ଏହି ଯୋଜନା ଲାଗୁ ହେବ। ଅନଲାଇନରେ ପୈଠ ପାଇଁ- echallan.parivahan.gov.in ଭିଜିଟ୍ କରନ୍ତୁ।

ବକେୟା ଇ-ଚାଲାଣରେ ଏକକାଳୀନ ପୈଠରେ ରିହାତି ସୁଯୋଗରେ ଲାଭ ନିଅନ୍ତୁ। ବିନା ହେଲମେଟ୍, ବିନା ସିଟବେଲ୍ଟ, ବିନା ଡିଏଲ୍, ଦ୍ରୁତଗତି ଭଳି ମୋଟର ଯାନ ନିୟମ ଉଲ୍ଲଙ୍ଘନର ନିର୍ଦ୍ଦିଷ୍ଟ ୨୪ଟି ଧାରାରେ ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜାରି ଇ- ଚାଲାଣରେ ଏହି ଯୋଜନା ଲାଗୁ ହେବ। ଅନଲାଇନରେ ପୈଠ ପାଇଁ-  echallan.parivahan.gov.in ଭିଜିଟ୍ କରନ୍ତୁ।
RTO KORAPUT (@rto_koraput) 's Twitter Profile Photo

ଇ-ଚାଲାଣ ବକେୟା ଥିଲେ ଗାଡ଼ିର ପଞ୍ଜିକରଣ ରଦ୍ଦ ହୋଇପାରେ। ଏଥିରୁ ବର୍ତ୍ତିବାକୁ ଆଜି ହିଁ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ବକେୟା #Echallan ପୈଠରେ ରିହାତିର ସୁଯୋଗ ଦେଇଛନ୍ତି ସରକାର echallan.parivahan.gov.inକେବଳ ଏହି ଓ୍ୱେବସାଇଟରେ ହିଁ ଇ-ଚାଲାଣ ପୈଠ କରନ୍ତୁ ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport State Transport Authority, Odisha Collector and District Magistrate, Koraput Koraput Police

RTO KORAPUT (@rto_koraput) 's Twitter Profile Photo

Road Safety Awareness program held on 26.03.2026 at Panchayat Office, Borigumma with SHG members and adolescent girls in presence of BDO, Borigumma. RTO officials highlighted key road safety rules, while the Red Cross Society provided First Aid Training State Transport Authority, Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport