RAJESH KUMAR BAGARTI
@rkb97official
Prakruti Bandhu Award, Govt. of Odisha | Doctoral Research Scholar, Ravenshaw University | MA/M.Phil in History | MA in Pol.Sc, R.Dev & P.Admin | Social Worker
ID: 4742490554
11-01-2016 09:10:22
137,137K Tweet
430 Followers
174 Following
@CMO_Odishar Revenue & DM Department, Government of Odisha Suresh Pujari ChiefSecyOdisha Office of Development Commissioner, Odisha I & PR Department, Odisha Sub-Collector, Cuttack DM Cuttack Hon’ble Sir, I kindly request you to look into this matter and take necessary action
ସାର୍, #ଫୁଲବାଣୀ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC ଶାଖା ର #ଅଚଳାବସ୍ଥା ଦୂର ସହିତ #ନୂତନ_ମାର୍ଗରେ_ବସ୍ ଚଳାଚଳ ପାଇଁ CMO Odisha ଙ୍କ ଅଭିଯୋଗ ପ୍ରକୋଷ୍ଠରେ ୧୩୦ ଅଭିଯୋଗ ପଞ୍ଜିକୃତ ସତ୍ତ୍ଵେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଗଲା ନାହିଁ, ତେଣୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଆପଣଙ୍କୁ ଅନୁରୋଧ କରୁଛି । ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Bibhuti Bhusan Jena NBS Rajput, IAS
ସମ୍ମାନୀୟ ସାର୍, #ରେଳ ବିହୀନ #କନ୍ଧମାଳ ଜିଲ୍ଲାର #ଫୁଲବାଣୀ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC ଶାଖା #ବନ୍ଦ_ହେବାକୁ_ବସିଲାଣି, କିନ୍ତୁ #ମାନ୍ୟବର_ମୁଖ୍ୟମନ୍ତ୍ରୀ CMO Odisha ଏବଂ #ପରିବହନ_ମନ୍ତ୍ରୀ Bibhuti Bhusan Jena ଆଜି ପର୍ଯ୍ୟନ୍ତ #କଣ ପାଇଁ ଉକ୍ତ ଶାଖାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ #ପଦକ୍ଷେପ_ନେଉନାହାନ୍ତି...? ChiefSecyOdisha NBS Rajput, IAS
ସାର୍, କନ୍ଧମାଳ ଜିଲ୍ଲାର #ଫୁଲବାଣୀ ଠାରୁ ରାଜ୍ୟର ପ୍ରମୁଖ ସହର ଗୁଡ଼ିକକୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC ବସ୍ ଚଳାଚଳ ପାଇଁ ମାନ୍ୟବର CMO Odisha ଙ୍କ କାର୍ଯ୍ୟାଳୟରୁ ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Bibhuti Bhusan Jena ବିଭାଗକୁ ନିର୍ଦ୍ଦେଶ ଦିଆଗଲା ତଥାପି ଆଜି ପର୍ଯ୍ୟନ୍ତ କଣ ପାଇଁ ଫୁଲବାଣୀ ଠାରୁ ରାଜ୍ୟର ପ୍ରମୁଖ ସହର ଗୁଡ଼ିକକୁ ବସ୍ ଚଳାଚଳ କରି ପାରିଲା ନାହିଁ..?