Rayagada Municipality (@rgda_mplty) 's Twitter Profile
Rayagada Municipality

@rgda_mplty

Rayagada Municipality was constituted by Government of Odisha, Housing & Urban Development Department vide their Notification No. 1038/HUD dt. 09.01.1971.

ID: 894811613282181120

linkhttp://www.rayagadamunicipality.in calendar_today08-08-2017 06:44:48

228 Tweet

785 Followers

208 Following

Rayagada Municipality (@rgda_mplty) 's Twitter Profile Photo

ଜଣେ ମାଆ, ଜଣେ ଭଉଣୀ, ଜଣେ ପତ୍ନୀ, ଜଣେ କନ୍ୟା ଏବଂ ଜଣେ ସଫଳ କର୍ମଜୀବୀ ଭାବରେ ନାରୀର ପ୍ରତିଟି ରୂପ ପ୍ରେରଣାଦାୟୀ। ରାୟଗଡ଼ ପୌରପରିଷଦ ପକ୍ଷରୁ ସମସ୍ତ ଶକ୍ତିମୟୀ ନାରୀମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ ସ୍ୱପ୍ନ ଓ ସଫଳତା ଆମ ସହରର ଗର୍ବ ।

ଜଣେ ମାଆ, ଜଣେ ଭଉଣୀ, ଜଣେ ପତ୍ନୀ, ଜଣେ କନ୍ୟା ଏବଂ ଜଣେ ସଫଳ କର୍ମଜୀବୀ ଭାବରେ ନାରୀର ପ୍ରତିଟି ରୂପ ପ୍ରେରଣାଦାୟୀ। ରାୟଗଡ଼ ପୌରପରିଷଦ  ପକ୍ଷରୁ ସମସ୍ତ ଶକ୍ତିମୟୀ ନାରୀମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ହାର୍ଦ୍ଦିକ ଅଭିନନ୍ଦନ। 
              ଆପଣଙ୍କ ସ୍ୱପ୍ନ ଓ ସଫଳତା ଆମ ସହରର ଗର୍ବ ।
Rayagada Municipality (@rgda_mplty) 's Twitter Profile Photo

ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ରାୟଗଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ଵାରା ସମ୍ପଦ କେନ୍ଦ୍ରରେ (Wealth Center) କାର୍ଯ୍ୟରତ ସ୍ବଚ୍ଛକର୍ମୀ ମାନଙ୍କୁ ସମ୍ମାନୀତ କରାଯାଇଅଛି ।

ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ରାୟଗଡ଼ ପୌରପରିଷଦ ସଭା ଗୃହରେ ସ୍ବଚ୍ଛକର୍ମୀ ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।

"ସ୍ୱଚ୍ଛ ରାୟଗଡ଼ା, ସୁସ୍ଥ ରାୟଗଡ଼ା" ପାଇଁ ରାୟଗଡ଼ ପୌରପରିଷଦର ଯୋଦ୍ଧା ଟିମ୍ (ଏନଫୋର୍ସମେଣ୍ଟ୍ ସ୍କ୍ବାଡ) ଦ୍ୱାରା ସମସ୍ତ ଅନଧିକୃତ ପୋଷ୍ଟର, ହୋର୍ଡିଂ ଏବଂ ବ୍ୟାନର ହଟାଇବା କାର୍ଯ୍ୟ ନିଶ୍ଚିତ କରାଯାଉଛି।

ଆଜି ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ପ୍ରତିନିଧି ଦଳ ରାୟଗଡ଼ ପୌରପରିଷଦକୁ ଏକ ଜ୍ଞାନ ଆହରଣ ପରିଦର୍ଶନରେ ଆସି ପୌରପରିଷଦର ବିଭିନ୍ନ ସ୍ୱଚ୍ଛତା ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି।

ରାୟଗଡ଼ ପୌରପରିଷଦ ଅଧୀନରେ ଥିବା ସମସ୍ତ ୱାର୍ଡର ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା (ମଧୁବାବୁ ପେନସନ ଓ ବାର୍ଦ୍ଧକ୍ୟ ଭତ୍ତା) ବଣ୍ଟନ କାର୍ଯ୍ୟ ପରିଷଦର ୱାର୍ଡ ଅଫିସର ଏବଂ କର୍ମଚାରୀ ମାନଙ୍କ ଦ୍ଵାରା ପୂର୍ବ ନିର୍ଧାରିତ ସ୍ଥାନ ଏବଂ ସମୟ ଅନୁସାରେ ସୁଚାରୁରୂପେ ସମ୍ପନ୍ନ କରାଯାଉଅଛି ।

ରାୟଗଡ଼ ପୌରପରିଷଦ ପକ୍ଷରୁ ମଶା ବଂଶ ବୃଦ୍ଧି ରୋକିବା ଏବଂ ବାସିନ୍ଦାଙ୍କ ପାଇଁ ଏକ ନିରାପଦ ତଥା ସ୍ୱଚ୍ଛ ପରିବେଶ ନିଶ୍ଚିତ କରିବା ପାଇଁ ନିୟମିତ ଭାବେ ଫୁମିଗେସନ୍ (ଧୂଆଁ ପ୍ରୟୋଗ) କରାଯାଉଛି। "ସ୍ୱଚ୍ଛ ରାୟଗଡ଼, ସୁସ୍ଥ ରାୟଗଡ଼"

ରାୟଗଡ଼ ପୌରପରିଷଦ ପକ୍ଷରୁ ମଶା ବଂଶ ବୃଦ୍ଧି ରୋକିବା ଏବଂ ବାସିନ୍ଦାଙ୍କ ପାଇଁ ଏକ ନିରାପଦ ତଥା ସ୍ୱଚ୍ଛ ପରିବେଶ ନିଶ୍ଚିତ କରିବା ପାଇଁ ନିୟମିତ ଭାବେ ଫୁମିଗେସନ୍ (ଧୂଆଁ ପ୍ରୟୋଗ) କରାଯାଉଛି।
"ସ୍ୱଚ୍ଛ ରାୟଗଡ଼, ସୁସ୍ଥ ରାୟଗଡ଼"
Rayagada Municipality (@rgda_mplty) 's Twitter Profile Photo

ରାୟଗଡ଼ ପୌରପରିଷଦର ବିଭିନ୍ନ ସ୍ଥାନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SPCB) ମିଲିତ ସହଯୋଗରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଛି।

ଆଜି ରାୟଗଡ଼ ପୌରପରିଷଦ ସମ୍ମିଳନୀ କକ୍ଷରେ ଦିବା ୧୦ ଘଟିକା ୩୦ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)-୨.୦ ଅନ୍ତର୍ଗତ ୧୪ ଜଣ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।

ସମସ୍ତ ସହରବାସୀଙ୍କୁ ରାୟଗଡ଼ ପୌରପରିଷଦ ପବିତ୍ର ରାମ ନବମୀର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।

se.census.gov.in ପୋର୍ଟାଲ ମାଧ୍ୟମରେ ଆପଣ ନିଜେ ନିଜ ପରିବାରକୁ ଜନଗଣନାରେ ସାମିଲ୍ କରନ୍ତୁ ଏବଂ SMS ମାଧ୍ୟମରେ ପ୍ରାପ୍ତ ହୋଇଥିବା reference ନମ୍ବର ଜନଗଣନା କାରୀଙ୍କୁ ହସ୍ତାନ୍ତର କରନ୍ତୁ ।

ସ୍ଵ ଜନଗଣନାରେ ନିଜକୁ ସାମିଲ୍ କରନ୍ତୁ ଏବଂ ଦେଶର ବିକାଶରେ ସହଯୋଗ କରନ୍ତୁ ।

Rayagada Municipality (@rgda_mplty) 's Twitter Profile Photo

ରାୟଗଡ଼ ପୌରପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ ଅଡିଟୋରିୟମଠାରେ ଏକ ଅଗ୍ନିଶମ ନିରାପତ୍ତା ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି।

Rayagada Municipality (@rgda_mplty) 's Twitter Profile Photo

ରାୟଗଡ଼ ପୌରପରିଷଦ ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬ ରେ ସହରର କ୍ରମାଙ୍କ ବୃଦ୍ଧିରେ ଆପଣଙ୍କ ସହଯୋଗ କାମନା କରୁଅଛି । #ସ୍ବଚ୍ଛସର୍ବେକ୍ଷଣ #ସ୍ୱଛରାୟଗଡ

ଉତ୍କଳ ଦିବସ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ରାୟଗଡ଼ ପୌରପରିଷଦ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଆମ ଓଡ଼ିଶାର ଐତିହ ଓ ପରମ୍ପରା ଆମର ଗର୍ବ ଏବଂ ଗୌରବ ।

*“ଓଡିଆ ପକ୍ଷ” ଅବସରରେ “ସ୍ଵଛ ଓଡିଶା ଦିବସ” ପାଳନ ଉପଲକ୍ଷେ ତା ୦୬. ୦୪. ୨୬ ରିଖ ଦିନ ରାୟଗଡ଼ ପୌରପରିଷଦ ସ୍ଥିତ ପ୍ରେମ ପାହାଡ଼ ଠାରେ ପୌରପରିଷଦ ଦ୍ୱାରା ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା ।

ଓଡ଼ିଆ ପକ୍ଷ ପାଳନ ଅବସରରେ ରାୟଗଡ଼ ପୌରପରିଷଦ ତରଫରୁ ଟାଉନ୍ ହଲ୍ ଠାରେ ଝୋଟି ଏବଂ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ।

ରାୟଗଡ଼ ପୌରପରିଷଦ ସମସ୍ତ ଓଡିଶା ବାସୀଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଏହି ନୂତନ ବର୍ଷ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ।

ରାୟଗଡ଼ ପୌରପରିଷଦର ବିଭିନ୍ନ ୱାର୍ଡରେ ପୌର କର୍ମଚାରୀମାନଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟ ସୂଚାରୁରୂପେ ସମ୍ପନ୍ନ କରାଯାଉଅଛି । ଯେଉଁ ହିତାଧିକାରୀମାନେ ବାର୍ଦ୍ଧକ୍ୟ ଜନିତ ସମସ୍ୟା କିମ୍ବା ଅସୁସ୍ଥତା କାରଣରୁ ଆସିବାକୁ ଅସମର୍ଥ ଥିଲେ, ପୌର କର୍ମଚାରୀମାନେ ସେମାନଙ୍କ ଘରକୁ ଯାଇ ଭତ୍ତା ଟଙ୍କା ହସ୍ତାନ୍ତର କରିଛନ୍ତି।

QR Code ସ୍କାନ କରନ୍ତୁ ଏବଂ ରାୟଗଡ଼ ପୌରପରିଷଦ ପାଇଁ ନିଜର ମତାମତ ଦିଅନ୍ତୁ । ସହରକୁ ସ୍ବଚ୍ଛ ରଖିବାରେ ସହାୟକ ହୁଅନ୍ତୁ ଏବଂ ରାୟଗଡ଼ ସହରକୁ ଦେଶର ୧ ନମ୍ବର ସ୍ଵଛ ସହର ହେବାରେ ସହଯୋଗ କରନ୍ତୁ ।