
puspanjali nag Nag
@puspanjalinagn5
Puspanjali Nag Bishalkhinda ,Dist Sambalpur
ID: 1442750588668694529
28-09-2021 07:19:46
658 Tweet
408 Followers
393 Following

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଫାଶୀମାଲ ଗ୍ରା.ପ. ଅଧିନସ୍ଥ ତିଳେଇମାଲ ପ୍ରାଥମିକ ବିଦ୍ୟାଳୟରେ ପାଚେରି ନାହିଁ,ପିଲାମାନଙ୍କ ପାଇଁ ଅସୁରକ୍ଷିତ । ତେଣୁ EducationOdisha କର୍ତ୍ତୃପକ୍ଷଙ୍କୁ ଅନୁରୋଧ ଉକ୍ତ ସମସ୍ୟାକୁ ସମାଧାନ କରାଯାଉ। #schoolInfrastructure #LSDG #SDG

ଏହି ଭଳି ଦିବ୍ୟାଙ୍ଗ ଅସହାୟକୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରିବାର ପ୍ରାବଧାନ ଅଛି ନା ତେଲିଆ ମୁଣ୍ଡରେ ତେଲ ଦେବା | ତଦନ୍ତ ହୋଇ ବିଭାଗରୁ ଚିଠି ହୋଇ ମଧ୍ୟ ହିତାଧିକାରୀ ବଞ୍ଚିତ | BDO Rengali DM Sambalpur Panchayati Raj and Drinking Water Department Rural Housing Odisha #ଦିବ୍ୟାଙ୍ଗ_ପ୍ରତି_ଅବହେଳା #ବିକଶିତ_ଗାଁ_ବିକଶିତ_ଓଡିଶା #LSDG #SDG



ଏହି ରାସ୍ତା ସମ୍ପୂର୍ଣ୍ଣ ହେଇଛି | କିନ୍ତୁ ରାସ୍ତା ଫାଟି ଗର୍ତ୍ତ ଦୁର୍ଘଟଣା ହେବା ନିଶ୍ଚିତ | ତେଣୁ ଉକ୍ତ ସ୍ଥାନକୁ ତୁରନ୍ତ ମରାମତି କରିବାକୁ ପ୍ରଶାସନ କୁ ଅନୁରୋଧ 🙏 BDO Rengali DM Sambalpur Zilla Parishad Sambalpur Panchayati Raj and Drinking Water Department #roadissue #ccroad #accident



Kaira, from Tulukwadi village in Kaptipada block, is unable to enrol at the Anganwadi centre as her parents have not been able to provide her Aadhaar card. Requesting Department of WCD, Government of Odisha to kindly review the matter and ensure he gets access to essential early childhood services.



ସମ୍ବଲପୁର ଜିଲ୍ଲା ଜୁନାଡ଼ିହିରୁ ସଇଡା ମୁଖ୍ୟ ରାସ୍ତା ତଥା କଟାପାଲି ବିଦ୍ୟାଳୟ ସମ୍ମୁଖରେ ଡ୍ରେନର ସ୍ଲାପଗୁଡିକ ଭାଙ୍ଗି ଯାଇଛି | ଯାହାକି ଛାତ୍ର ଛାତ୍ରୀ ସହିତ ସମସ୍ତଙ୍କ ପାଇଁ ବିପଦପୂର୍ଣ୍ଣ | ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ 🙏 #accident #roadsafety PWD Sambalpur Works Department, Odisha DM Sambalpur




ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜୁନାଡ଼ିହ ରୁ ମାଣିକମୁଣ୍ଡା ରାସ୍ତା କଡ଼ରେ ଥିବା ନଳକୂପ କୁ ମରାମତି କରୁନାହାନ୍ତି ସମ୍ପୃକ୍ତ ଅଧିକାରୀ | ଗ୍ରୀଷ୍ମ ପ୍ରବାହରେ ବାଟୋଇଙ୍କ ପାଇଁ ନିହାତି ଆବଶ୍ୟକ ଏହି ନଳକୂପ | ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ | Panchayati Raj and Drinking Water Department ChiefSecyOdisha #ଗ୍ରୀଷ୍ମ_ପ୍ରବାହ #ପାଣି_ପାଇଁ_ଜୀବନ



Dear Sir my online grievances ticket id-CMO20251165061, CMO20251165300 CMO20251165304 CMO20251165306 CMO20251165308,CMO20251165940, CMO20251166542, CMO20251166560, CMO20251167342, CMO20251168057, CMO20251169236 are till pending at cmo cell. So please look into this. Jana Sunani

#ଶ୍ରମିକ_ପ୍ରତି_ଅନ୍ୟାୟ ଶ୍ରମିକମାନଙ୍କ ମଧ୍ୟ ଗ୍ରୀଷ୍ମ ପ୍ରବାହାରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଶ୍ରାମ ନେବାର ଅଧିକାର ଅଛି | କିନ୍ତୁ ତାର ବିପରୀତ ହେଉଛି ଝାରସୁଗୁଡା ଜିଲ୍ଳାରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ଅନୁରୋଧ 🙏 DM_Jharsuguda Labour Commissioner, Odisha Labour & ESI Dept. Government of Odisha Labour union of Western odisha Ministry of Labour & Employment, GoI



ମୁଁ BDO KUCHINDA ଏବଂ BDO Rengali ସାରଙ୍କୁ ପଚାରିବାକୁ ଚାହେଁ ଯେ ମୁଁ କଣ ମୋ ପାଇଁ ଉଭୟ ବ୍ଲକରେ ଘର ପାଇଁ Jana Sunani ପୋର୍ଟାଲ ରେ ଦରଖାସ୍ତ କରିଛି ? ଆପଣମାନଙ୍କ କାର୍ଯ୍ୟରତ ଅଧିକାରୀ କିଭଲି କାର୍ଯ୍ୟ ତୁଲାଉଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି | ଆଉ ଜନସାଧାରଣ କିଭଲି ନ୍ୟାୟ ପାଉଥିବେ ଏଥିରେ ରହୁଛି ପ୍ରଶ୍ନବାଚୀ |



I humble request to you pls take necessary steps based on #KalingSamaj newspaper clipping.🙏 JioCare Reliance Jio Dr. Mukesh Mahaling DM Sambalpur #networkissue


ଅନେକ ଦିନରୁ ଜିଓ ଗ୍ରାହକ ସେବାଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ଏହି ଲୋକେସନ ରେ ଭଲ ନେଟୱାର୍କ ଆସୁନି | ଯଥାଶୀଘ୍ରସମାଧାନ କରିବାକୁ ଅନୁରୋଧ 🙏 JioCare Reliance Jio Dr. Mukesh Mahaling DM Sambalpur #networkissue See my real-time location on Maps: maps.app.goo.gl/4UopjwJLDjcnQE…
