pursottham (@pursottham00) 's Twitter Profile
pursottham

@pursottham00

ID: 1574068327923691521

calendar_today25-09-2022 16:08:46

239 Tweet

31 Followers

72 Following

Titu panda (@titupanda2) 's Twitter Profile Photo

Dear SP BERHAMPUR sir, ପୁଣି ଥରେ ଆପଣଙ୍କୁ ଅଶେଷ ଧନ୍ୟବାଦ। CMO Odisha ଆପଣଙ୍କ ବିଧାୟକଙ୍କ ପ୍ରରୋଚନାରେ ଏହି ଜୁଆଖେଳ ହୁଏ, କେବଳ ଏହି ଗୋଟିଏ ନୁହେଁ ଆହୁରି ଅନେକ ଯାଗାରେ ହେଉଛି। ଜିତିଲେ ଭଲ କାମ କରନ୍ତୁ। ଜୁଆଖେଳ ଦ୍ୱାର କେତେ ପରିବାର ନଷ୍ଟିହୁଏ ତାହା ସେ ଭାଗବନ ଜାଣନ୍ତି। BJP Odisha Bhrugu Baxipatra Biju Janata Dal

Dear SP BERHAMPUR sir, ପୁଣି ଥରେ ଆପଣଙ୍କୁ ଅଶେଷ ଧନ୍ୟବାଦ। CMO Odisha ଆପଣଙ୍କ ବିଧାୟକଙ୍କ ପ୍ରରୋଚନାରେ ଏହି ଜୁଆଖେଳ ହୁଏ, କେବଳ ଏହି ଗୋଟିଏ ନୁହେଁ ଆହୁରି ଅନେକ ଯାଗାରେ ହେଉଛି। ଜିତିଲେ ଭଲ କାମ କରନ୍ତୁ। ଜୁଆଖେଳ ଦ୍ୱାର କେତେ ପରିବାର ନଷ୍ଟିହୁଏ ତାହା ସେ ଭାଗବନ ଜାଣନ୍ତି।
BJP Odisha Bhrugu Baxipatra Biju Janata Dal
SURESH REDDY (@sreddybjd) 's Twitter Profile Photo

🚨 Alert 🚨 Gambling at Chikiti MLA's Manoranjan Dyan samantara home panchayat in Patrapur . @SP_Berhampur team raided and arrested .Jarada police are inactive due to MLA's influence.🚫 action from higher authorities is needed to ensure justice. Biju Janata Dal CMO Odisha BJP Odisha

Titu panda (@titupanda2) 's Twitter Profile Photo

Dear BJP Odisha ନବିନବାବୁ କଣ କରିଛନ୍ତି ଦେଖିବେ। ଚିକିଟି Ex-minister ଉଷାଦେବୀ କିଭଳି ସୁନ୍ଦର ଭାବେ ଚିକିଟି ଠାରେ ସେଗ୍ରୀଗେଶନ ସେଣ୍ଟର କରିଛନ୍ତି ଯେଉଁଠି ଲୋକଙ୍କ ଠାରୁ ଅବର୍ଜନା ସଂଗ୍ରହ କରି ସେଥିରୁ ଖତ ତିଆରି ହୁଏ ଏବଂ ଉକ୍ତ ଖତ SHG ମାଆ ମାନେ ବିକ୍ରିକରନ୍ତି। Biju Janata Dal Bhrugu Baxipatra Naveen Patnaik CMO Odisha

Naveen Patnaik (@naveen_odisha) 's Twitter Profile Photo

Glad to know that our inclusive policies and effective implementation of welfare initiatives helped #Odisha reduce multidimensional poverty, as per the SDG INDEX INDIA 23-24. Happy to know that Odisha is the leading state in the country in lifting millions out of poverty.

SURESH REDDY (@sreddybjd) 's Twitter Profile Photo

Mina Dyan Samantara Ma'am,look at your Amrit Sarovar scams in you bjp supports GP's 📍BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ U'r Home GP Patrapur: ₹19L Gudipadar GP: ₹8.63L Jayantipur GP: ₹19L Who led this❓ Address these first before preaching others.We're fully ready to expose your illegal activities

Mina Dyan Samantara Ma'am,look at your Amrit Sarovar scams in you bjp supports GP's
📍BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ

U'r Home GP Patrapur: ₹19L

Gudipadar GP: ₹8.63L

Jayantipur GP: ₹19L

Who led this❓

Address these first before preaching others.We're fully ready to expose your illegal activities
Bhrugu Baxipatra (@bhruguodisha) 's Twitter Profile Photo

Somewhere I stumbled upon a meme - ‘Ab Ki Baar, Odisha Re Name Change Sarkar’. Today’s article on TNIE Odisha reminds me of that. The new BJP Government in #Odisha which came to power, promising good governance, is on a ‘name change’ spree. Renaming schemes may cost Odisha Rs

Somewhere I stumbled upon a meme - ‘Ab Ki Baar, Odisha Re Name Change Sarkar’. Today’s article on TNIE Odisha reminds me of that.

The new BJP Government in #Odisha which came to power, promising good governance, is on a ‘name change’ spree. Renaming schemes may cost Odisha Rs
Titu panda (@titupanda2) 's Twitter Profile Photo

ଗଞ୍ଜାମ ଜିଲ୍ଲା, ପାତ୍ରପୁର ବ୍ଲକ, ଜୟନ୍ତିପୁର ଗ୍ରାମରେ ଡେଙ୍ଗୁ ନେଇ ଚିକିଟି BJD ବିଧାୟକ ପ୍ରାର୍ଥୀ ଶ୍ରୀରୁପଦେଵଙ୍କ VDO ବାର୍ତ୍ତା। CMO Odisha Naveen Patnaik Bhrugu Baxipatra Vkpandianfanclub BJP Odisha Biju Janata Dal

Naveen Patnaik (@naveen_odisha) 's Twitter Profile Photo

Congratulations to the new government of #Odisha on presenting its first budget and a special congratulations for repeating more than 80% of the schemes implemented by our government. More than 80% of your budget allocation, flows towards the schemes formulated by the BJD

ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବର୍ଦ୍ଧିତ MSP ଦେବା ପାଇଁ କ'ଣ ଯୋଜନା ରହିଛି? ଭାରତୀୟ ଜନତା ପାର୍ଟିର ପ୍ରତିଶ୍ରୁତି ଅନୁଯାୟୀ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ରଖାଯିବ। କିନ୍ତୁ ବଜେଟ୍ ପ୍ରସ୍ତାବରେ ହୋଇଥିବା ସମ୍ବଳ ଆବଣ୍ଟନରୁ ଜଣାପଡୁଛି ଏହା ରାଜ୍ୟର ୩୦% ଚାଷୀଙ୍କ ପାଇଁ ମଧ୍ୟ ଯଥେଷ୍ଟ ହେବ ନାହିଁ।

କଟକରୁ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ ଭେଟିଲି। ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇଭଉଣୀଙ୍କ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସର୍ବଦା ସଚେତନ ତଥା ସଂକଳ୍ପବଦ୍ଧ। #BJDWithOdisha

କଟକରୁ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ ଭେଟିଲି। ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇଭଉଣୀଙ୍କ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସର୍ବଦା ସଚେତନ ତଥା ସଂକଳ୍ପବଦ୍ଧ। #BJDWithOdisha
SURESH REDDY (@sreddybjd) 's Twitter Profile Photo

Hope Manoranjan Dyan samantara Sir, U get answers in the assembly about Usha Devi Amma's work on drinking water supply without bias in 📍BDO CHIKITI and 📍BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ blocks. Sir Please ensure water is supplied without bias in your home panchayat, #Patrapur, first.

Hope Manoranjan Dyan samantara Sir, U get answers in the assembly about Usha Devi Amma's work on
drinking water supply without bias in  📍BDO CHIKITI and
📍BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ blocks.

Sir Please ensure water is supplied without bias in your home panchayat, #Patrapur, first.
Titu panda (@titupanda2) 's Twitter Profile Photo

Dear CMO Odisha କଣ ଚାଲିଛି ଆପଣଙ୍କ MLA ତ ଖୁଲମଖୁଲା ଦୁର୍ନୀତି କରୁଛନ୍ତି, MGNREGA ରେ ହରିଲୁଟ କରୁଛନ୍ତି। ଦୟାକରି BJP Odisha କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ Sub-Collector & SDM, Berhampur Biju Janata Dal Naveen Patnaik Bhrugu Baxipatra

Titu panda (@titupanda2) 's Twitter Profile Photo

Dear DGP, Odisha sir, ଥରେ କିମ୍ବା ଦୁଇଥର ନୁହଁ, ବାରମ୍ବାର ବ୍ରହ୍ମପୁର ଜରଡ଼ା ଥାନା ଅଧିନରେ BJP ଗୁଣ୍ଡାମାନେ ପାତ୍ରପୁରରେ ଅଟକାଇ ମାଡ଼ ମାରୁଛନ୍ତି। କିନ୍ତୁ ସ୍ଥାନୀୟ ପୋଲିସ ସହଯୋଗ କରୁଛି। ଦୟାକରି SP BERHAMPUR ଧ୍ୟାନ ଦିଅନ୍ତୁ। BJP Odisha ଏହା ଆପଣଙ୍କ ଜନତାଙ୍କ ସରକାର। Bhrugu Baxipatra Biju Janata Dal Naveen Patnaik

Dear DGP, Odisha sir, ଥରେ କିମ୍ବା ଦୁଇଥର ନୁହଁ, ବାରମ୍ବାର ବ୍ରହ୍ମପୁର ଜରଡ଼ା ଥାନା ଅଧିନରେ BJP ଗୁଣ୍ଡାମାନେ ପାତ୍ରପୁରରେ ଅଟକାଇ ମାଡ଼ ମାରୁଛନ୍ତି। କିନ୍ତୁ ସ୍ଥାନୀୟ ପୋଲିସ ସହଯୋଗ କରୁଛି। ଦୟାକରି SP BERHAMPUR ଧ୍ୟାନ ଦିଅନ୍ତୁ। BJP Odisha ଏହା ଆପଣଙ୍କ ଜନତାଙ୍କ ସରକାର।
Bhrugu Baxipatra Biju Janata Dal Naveen Patnaik
Titu panda (@titupanda2) 's Twitter Profile Photo

Dear CMO Odisha sir, ଏବେ ଆଉ କେହି ଶୁଣିବାକୁ ନାହିଁ। ପାତ୍ରପୁର ବ୍ଲକରେ MGNREGA ରେ ହରିଲୁଟ ଚାଲିଥିବା ବେଳେ କେହି ବି ଆଉ ଅଟକେଇବାର ସାହସ କରୁନାହାନ୍ତି କାରଣ ଏବେ BJP Odisha ସରକାର। ପୂର୍ବେ Naveen Patnaik ସରକାରରେ ଅଭିଯୋଗ ଦେଲେ କାର୍ଯ୍ୟାନୁଷ୍ଠାନ ହେଉଥିଲା। Biju Janata Dal BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ Sub-Collector & SDM, Berhampur Sankha Odisha

Dear CMO Odisha sir, ଏବେ ଆଉ କେହି ଶୁଣିବାକୁ ନାହିଁ। ପାତ୍ରପୁର ବ୍ଲକରେ MGNREGA ରେ ହରିଲୁଟ ଚାଲିଥିବା ବେଳେ କେହି ବି ଆଉ ଅଟକେଇବାର ସାହସ କରୁନାହାନ୍ତି କାରଣ ଏବେ BJP Odisha ସରକାର। ପୂର୍ବେ Naveen Patnaik ସରକାରରେ ଅଭିଯୋଗ ଦେଲେ କାର୍ଯ୍ୟାନୁଷ୍ଠାନ ହେଉଥିଲା।
Biju Janata Dal BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ Sub-Collector & SDM, Berhampur Sankha Odisha