Priya Prusty (@priya_prusty) 's Twitter Profile
Priya Prusty

@priya_prusty

OAS / Additional District Magistrate, Ganjam / OUATian / BJB College Aluminus/ Views are personal.

ID: 1188733643843239936

calendar_today28-10-2019 08:26:56

128 Tweet

55 Takipçi

36 Takip Edilen

Maa Tara Tarini Shakti Peetha (@taratarinipith) 's Twitter Profile Photo

ଚିତା ଲାଗି ଅମାବାସ୍ୟା ରେ ମା ତାରା ତାରିଣୀ ଙ୍କ ଦିବ୍ୟ ଦର୍ଶନ Jay Maa Tara Tarini 🚩🌺🌺🙏🙏🌺🌺🚩

ଚିତା ଲାଗି ଅମାବାସ୍ୟା ରେ ମା ତାରା ତାରିଣୀ ଙ୍କ ଦିବ୍ୟ ଦର୍ଶନ
Jay Maa Tara Tarini 🚩🌺🌺🙏🙏🌺🌺🚩
Zilla Parishad PURI (@zppuri) 's Twitter Profile Photo

Additional secretary-cum Director, PR & DW Department, Sri Chakraborty Singh Rathore & PMU team conducted orientation cum review meeting on SBM (G) with CDO, BDOs and Addl.EO, DSCs at Zilla Parishad, Puri.Also,visited GPs of Pipili, Satyabadi and Puri Sadar block of Puri District

Collector and District Magistrate Puri (@dm_puri) 's Twitter Profile Photo

ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂହଦେଓ,ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମାନ୍ୟବର ବିଧାୟକ ପିପିଲି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ,

ମାନ୍ୟବର ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର ଓ ମାନ୍ୟବର ପୁରୀ ବିଧାୟକ ଶ୍ରୀଯୁକ୍ତ ସୁନିଲ କୁମାର ମହାନ୍ତି ଓ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ଯୋଗ ଦାନ। CMO Odisha I & PR Department, Odisha Department of WCD, Government of Odisha

ମାନ୍ୟବର ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର ଓ ମାନ୍ୟବର ପୁରୀ ବିଧାୟକ ଶ୍ରୀଯୁକ୍ତ ସୁନିଲ କୁମାର ମହାନ୍ତି ଓ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ଯୋଗ ଦାନ।
CMO Odisha I & PR Department, Odisha Department of WCD, Government of Odisha
Collector and District Magistrate Puri (@dm_puri) 's Twitter Profile Photo

ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ଅନୁଷ୍ଠିତ ହୋଇଥିବା ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମରୁ କିଛି ଝଲକ “ଘରେ ଘରେ ସୁଭଦ୍ରା ଘରେ ଘରେ ସମୃଦ୍ଧି” #SubhadraJojana #Puri CMO Odisha Department of WCD, Government of Odisha I & PR Department, Odisha Kanak Vardhan Singh Deo (Modiji Ka Parivar) Pravati Parida

Collector and District Magistrate Puri (@dm_puri) 's Twitter Profile Photo

ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପୁରୀ ଶରଧାବାଲି ଠାରେ ରାଜ୍ୟ ସ୍ତରୀୟ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଅନୁଷ୍ଠିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି,ମନ୍ତ୍ରୀ ମଣ୍ଡଳର ଅନ୍ୟାନ୍ୟ ମାନ୍ୟବର ମନ୍ତ୍ରୀ,ସାଂସଦ, ବିଧାୟକ ମାନଙ୍କ ଯୋଗ ଦାନ।

ପୁରୀ ଅର୍ବାନ ହାଟରେ ରାଜ୍ୟ ସ୍ତରୀୟ ବିକାଶ ମେଳାକୁ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ।

ପୁରୀ ଅର୍ବାନ ହାଟରେ ରାଜ୍ୟ ସ୍ତରୀୟ ବିକାଶ ମେଳାକୁ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ।
Maa Tara Tarini Shakti Peetha (@taratarinipith) 's Twitter Profile Photo

ନବରାତ୍ରି ମହାଷ୍ଟମୀ ମଧ୍ଯରାତ୍ରି ରେ ମା' ତାରା ତାରିଣୀଙ୍କ ମହାକାଳୀ ବେଶ ଓ ମା' ଙ୍କ ଶକ୍ତିପୀଠ ରେ ମଧ୍ଯରାତ୍ରି ମହାଦୀପ ଉଠିବା ଦୃଶ୍ୟ🙏🙏 MahaKali besa of Maa at the midnight of Navaratra Mahaastami and glimpses of Mahadweepa ceremony Jay Maa #TaraTarini 🙏🙏 🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺

ନବରାତ୍ରି ମହାଷ୍ଟମୀ ମଧ୍ଯରାତ୍ରି ରେ ମା' ତାରା ତାରିଣୀଙ୍କ ମହାକାଳୀ ବେଶ ଓ ମା' ଙ୍କ ଶକ୍ତିପୀଠ ରେ ମଧ୍ଯରାତ୍ରି ମହାଦୀପ ଉଠିବା ଦୃଶ୍ୟ🙏🙏
MahaKali besa of Maa at the midnight of Navaratra Mahaastami and glimpses of Mahadweepa ceremony
Jay Maa #TaraTarini 🙏🙏

Maa Tara Tarini Shakti Peetha (@taratarinipith) 's Twitter Profile Photo

ପବିତ୍ର ଦଶହରା ଓ ବିଜୟା ଦଶମୀ ରେ ଆଦିଶକ୍ତି ମା' ତାରା ତାରିଣୀ ଙ୍କ ଦର୍ଶନ ଓ କୃପା ଲାଭ କରନ୍ତୁ 🙏🙏 Take blessings of Adi Shakti Maa TaraTarini on the auspicious occasion of #Dasahara & #VijayaDashami Jay Maa TaraTarini 🚩 🪔🌺 🙏🙏🌺🪔🚩

ପବିତ୍ର ଦଶହରା ଓ ବିଜୟା ଦଶମୀ ରେ ଆଦିଶକ୍ତି ମା' ତାରା ତାରିଣୀ ଙ୍କ ଦର୍ଶନ ଓ କୃପା ଲାଭ କରନ୍ତୁ 🙏🙏
Take blessings of Adi Shakti Maa TaraTarini on the auspicious occasion of #Dasahara & #VijayaDashami

Jay Maa TaraTarini 🚩 🪔🌺 🙏🙏🌺🪔🚩
India Meteorological Department (@indiametdept) 's Twitter Profile Photo

Yesterday’s deep depression over Eastcentral Bay of Bengal moved west-northwestwards with a speed of 18 kmph during past 6 hours intensified into a cyclonic storm “DANA” (pronounced as Dana), and lay centred at 0530 hrs IST of today, the 23rd October, over the same region near

PURI DUDA (@puriduda) 's Twitter Profile Photo

The Bikash Baahan was flagged off by the PD-DUDA, Puri, and the EO, Puri Municipality, during an official ceremony held at the Town Hall, Puri. #SamuddhaOdisha #BIkashitaOdisha #BarshaEkUpalabdhiAnek CMO Odisha H & UD Dept Puri Municipality I & PR Department, Odisha Collector and District Magistrate Puri

The Bikash Baahan was flagged off by the PD-DUDA, Puri, and the EO, Puri Municipality, during an official ceremony held at the Town Hall, Puri. #SamuddhaOdisha #BIkashitaOdisha #BarshaEkUpalabdhiAnek
CMO Odisha
H & UD Dept
Puri Municipality
I & PR Department, Odisha
Collector and District Magistrate Puri