Prashant Dash (@prashantdas799) 's Twitter Profile
Prashant Dash

@prashantdas799

ଆପଣଙ୍କ ମାନଙ୍କ ଟିକେ ଖୁସୀ ମୋର ଦରକାର୍👌

ID: 1245951545532772352

calendar_today03-04-2020 05:49:40

94 Tweet

87 Followers

78 Following

Prashant Dash (@prashantdas799) 's Twitter Profile Photo

ମା ଙ୍କ ଆଶୀର୍ବାଦ ରୁ ଏ ଧରା ପୋଷ୍ଟରୁ କରଣା ମୁକ୍ତ ହେଉ 🙏 ମୋର୍ ଏତିକି ବିନତୀ ମାଙ୍କ ପାଖରେ

ମା ଙ୍କ ଆଶୀର୍ବାଦ ରୁ ଏ ଧରା ପୋଷ୍ଟରୁ କରଣା ମୁକ୍ତ ହେଉ 🙏 ମୋର୍ ଏତିକି ବିନତୀ ମାଙ୍କ ପାଖରେ
Prashant Dash (@prashantdas799) 's Twitter Profile Photo

ଆଜି ଆଗରପଡ଼ା ମହୋତ୍ସବ 7-ଦିନରେ ତାର ପ୍ରତିଭା ଦେଖାଇଛି #Bhadrak #bonth #agarapada

ଆଜି ଆଗରପଡ଼ା ମହୋତ୍ସବ 7-ଦିନରେ ତାର ପ୍ରତିଭା ଦେଖାଇଛି

#Bhadrak #bonth #agarapada
Prashant Dash (@prashantdas799) 's Twitter Profile Photo

ଭାଇଚାରା ସହରରେ ରାମ ନବମୀ ଦେଖିବାର ମଜା ନିଆରା ଭଦ୍ରକ ଜିଲ୍ଲା ଓଡ଼ିଶା ରେ ରେକଡ୍ କରିଛି 🚩ଜୟ ଶ୍ରୀ ରାମ 🚩ଭଦ୍ରକ ସହର 🚩 #BhadrakRamnavami2023 #Odisha

ଭାଇଚାରା ସହରରେ ରାମ ନବମୀ ଦେଖିବାର ମଜା ନିଆରା
ଭଦ୍ରକ ଜିଲ୍ଲା ଓଡ଼ିଶା ରେ ରେକଡ୍ କରିଛି

🚩ଜୟ ଶ୍ରୀ ରାମ 🚩ଭଦ୍ରକ ସହର 🚩
#BhadrakRamnavami2023 #Odisha
Prashant Dash (@prashantdas799) 's Twitter Profile Photo

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
Prashant Dash (@prashantdas799) 's Twitter Profile Photo

ମାତୃ ଦିବସ ଉପଲକ୍ଷେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #MothersDay2023 #HappyMothersDay

ମାତୃ ଦିବସ ଉପଲକ୍ଷେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
#MothersDay2023 #HappyMothersDay
Prashant Dash (@prashantdas799) 's Twitter Profile Photo

#International #FathersDay #FathersDay2023 #FathersLove #love ‘ବାପା’ କେବଳ ଏକ ଶବ୍ଦ ନୁହେଁ କି ଏକ ଶରୀର ନୁହେଁ। ବାପା ଅନେକ ଶକ୍ତିର ଆଧାର। ଆର୍ଥିକ ଶକ୍ତି, ଶାରିରୀକ ଶକ୍ତି, ମାନସିକ ଶକ୍ତି, ଆଧ୍ୟାତ୍ମିକ ଶକ୍ତିର ଉତ୍ସ ହେଉଛନ୍ତି ବାପା। ବାପା ହିଁ ସବୁ ଧର୍ମ, ବାପା ହିଁ ସାଧନା ଆଉ ବାପା ସର୍ବ ଶକ୍ତିମାନ.........✍️

#International #FathersDay
#FathersDay2023
#FathersLove #love ‘ବାପା’ କେବଳ ଏକ ଶବ୍ଦ ନୁହେଁ କି ଏକ ଶରୀର ନୁହେଁ। ବାପା ଅନେକ ଶକ୍ତିର ଆଧାର। ଆର୍ଥିକ ଶକ୍ତି, ଶାରିରୀକ ଶକ୍ତି, ମାନସିକ ଶକ୍ତି, ଆଧ୍ୟାତ୍ମିକ ଶକ୍ତିର ଉତ୍ସ ହେଉଛନ୍ତି ବାପା। ବାପା ହିଁ ସବୁ ଧର୍ମ, ବାପା ହିଁ ସାଧନା ଆଉ ବାପା ସର୍ବ ଶକ୍ତିମାନ.........✍️
Prashant Dash (@prashantdas799) 's Twitter Profile Photo

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା...... #RathaJatra2023 #PuriRathYatra2023 #Puri #JagannathRathYatra #jagannathtemple

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା......
#RathaJatra2023 #PuriRathYatra2023 #Puri #JagannathRathYatra #jagannathtemple
Prashant Dash (@prashantdas799) 's Twitter Profile Photo

ବନ୍ତ ବ୍ଲକ ଟିଲୋ ଆଥ୍‌ଲେଟକ୍ ଆସୋସିଏସନ୍ ଦ୍ବାରା ଆୟୋଜିତ ୨୯ତମ ଟିଲୋ କପ୍ ୨୦୨୫ ରେ ଏ କିପକାର ସମ୍ମାନ ଦିଆଯାଉଛି ଶ୍ରୀ ଅଟଳବିହାରୀ ବାଜପେୟୀ , ପ୍ରଧମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଏଥିପ୍ରତି ଟିକେ ଦୃଷ୍ଟି ଦେବେ କି District Administration,Bhadrak Bhadrak Police BDO Bonth ଓ ବନ୍ତ ପୋଲିସ

Prashant Dash (@prashantdas799) 's Twitter Profile Photo

ରାଜ୍ୟ ରେ ସଡ଼କ ଦୁର୍ଘଟଣା ରେ ପ୍ରତିଦିନ ଜୀବନ ଯାଉଥିବା ବେଳେ ଏମାନେ ନିଜକୁ ରୋଡ଼ ରୋମିଓ ପରିଚୟ ସୃଷ୍ଟି କରୁଛନ୍ତି National Highway NH- 16 ରେ ଏ କିପକାର ର ଗାଡ଼ି ଚଲାଉଛନ୍ତି ନା ଅଛି ଗାଡ଼ି ନମ୍ୱର ନା licence ଅଛି ପିଲାର ଘର ବନ୍ତ ଅଞ୍ଚଳ ରେ I'd.satya_subha_vlogs District Administration,Bhadrak RTO BHADRAK DCP TRAFFIC, BHUBANESWAR-CUTTACK ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport