prasanta Ku. Behera (@prasanta8018) 's Twitter Profile
prasanta Ku. Behera

@prasanta8018

ID: 1025664143276175361

calendar_today04-08-2018 08:46:02

123 Tweet

15 Takipçi

24 Takip Edilen

TAPU (@tapu096) 's Twitter Profile Photo

#OPEN_TEACHER_TRANSFER_PORTAL ଶାନ୍ତି ପ୍ରିୟ ଶିକ୍ଷକ ସମାଜ କେବେ ଆନ୍ଦୋଳନ ଚାହେଁ ନାହିଁ କିନ୍ତୁ 2024-25 ବର୍ଷର ଶିକ୍ଷକ ବଦଳି ପ୍ରକ୍ରିୟା ଆରମ୍ଭ ନହେବା ଶିକ୍ଷକ ସମାଜକୁ ଆନ୍ଦୋଳନ କରିବାକୁ ବାଧ୍ଯ କରୁଛି ଗଣ ଶିକ୍ଷା ବିଭାଗ EducationOdisha Nityananda Gond Mohan Charan Majhi CMO Odisha Kanak Vardhan Singh Deo (Modiji Ka Parivar) Pravati Parida

#OPEN_TEACHER_TRANSFER_PORTAL
ଶାନ୍ତି ପ୍ରିୟ ଶିକ୍ଷକ ସମାଜ କେବେ ଆନ୍ଦୋଳନ ଚାହେଁ ନାହିଁ କିନ୍ତୁ 2024-25 ବର୍ଷର ଶିକ୍ଷକ ବଦଳି ପ୍ରକ୍ରିୟା ଆରମ୍ଭ ନହେବା ଶିକ୍ଷକ ସମାଜକୁ ଆନ୍ଦୋଳନ କରିବାକୁ ବାଧ୍ଯ କରୁଛି ଗଣ ଶିକ୍ଷା ବିଭାଗ
EducationOdisha
Nityananda Gond
Mohan Charan Majhi
CMO Odisha
Kanak Vardhan Singh Deo (Modiji Ka Parivar)
Pravati Parida
TAPU (@tapu096) 's Twitter Profile Photo

ପ୍ରାଥମିକ ଶିକ୍ଷକଙ୍କ ବଦଳି ପାଇଁ ତାରିଖ ପ୍ରକାଶିତ ହୋଇଥିବା ବେଳେ ମାଧ୍ୟମିକ ଶିକ୍ଷକ ପାଇଁ ବଦଳି ପ୍ରକ୍ରିୟା କେବେ ଆରମ୍ଭ ହେବ ଭାବି ଭାବି ହାଇସ୍କୁଲ ଶିକ୍ଷକ ମାନେ ମାନସିକ ଅଶାନ୍ତି ରେ ରହୁଛନ୍ତି ତୁରନ୍ତ ମାଧ୍ୟମିକ ଶିକ୍ଷକଙ୍କ ପାଇଁ ବଦଳି ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ 🙏 CMO Odisha Mohan Charan Majhi EducationOdisha

ପ୍ରାଥମିକ ଶିକ୍ଷକଙ୍କ ବଦଳି ପାଇଁ ତାରିଖ ପ୍ରକାଶିତ ହୋଇଥିବା ବେଳେ ମାଧ୍ୟମିକ ଶିକ୍ଷକ ପାଇଁ ବଦଳି ପ୍ରକ୍ରିୟା କେବେ ଆରମ୍ଭ ହେବ ଭାବି ଭାବି ହାଇସ୍କୁଲ ଶିକ୍ଷକ ମାନେ ମାନସିକ ଅଶାନ୍ତି ରେ ରହୁଛନ୍ତି
ତୁରନ୍ତ ମାଧ୍ୟମିକ ଶିକ୍ଷକଙ୍କ ପାଇଁ ବଦଳି ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ 🙏
CMO Odisha
Mohan Charan Majhi
EducationOdisha
Subhrajit Pratihari (@subhrajitprati1) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ବିନମ୍ର ପ୍ରାର୍ଥନା ଦୟାକରି ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ମାନଙ୍କୁ spouse କେଶ ରେ ବଦଳି ସୁବିଧା ଦେବା ପାଇଁ... Mohan Charan Majhi EducationOdisha CMO Odisha @nityanandagond

Subhrajit Pratihari (@subhrajitprati1) 's Twitter Profile Photo

SMC ଗଠନ ରେ ହିନ୍ଦୀ ସଂସ୍କୃତ ଓ PET ଶିକ୍ଷକ ଓ ନୋଡାଲ ରେ ପ୍ରାଥମିକ ଶିକ୍ଷକ ଙ୍କୁ ବାଦ ଦେବା କ୍ୟାମ୍ପସ ରେ ସମାନତା ରଖିବ ତ. ଗୋଟେ ବର୍ଗ କୁ ସମ୍ପୂର୍ଣ ଅଣଦେଖା କଣ ପାଇଁ..ଆମ ସମ୍ଭିଧାନ ବି ସମସ୍ତଙ୍କୁ ସମାନ ଅଧିକାର ମିଳିଛି,ଗୋଟେ ବର୍ଗ ନିଜ ବାକ ସ୍ୱାଧୀନତା ହରାଉଛି ଏହା ଉପରେ ବିତର୍କ ହେବା ଦରକାର CMO Odisha EducationOdisha