AgriSecyOdisha
@odishasecretary
Official Handle of Secretary, Department of Agriculture and Farmers' Empowerment, Government of Odisha.
ID: 1395623189560975366
21-05-2021 06:11:36
726 Tweet
1,1K Followers
54 Following
ଓଡ଼ଗାଁ ବ୍ଲକ ର ରାବେରା ଠାରେ ରାଜ୍ୟର ପ୍ରଥମ Mushroom Processing Unit ର ଶୁଭ ଭିତିପ୍ରସ୍ଥର ସ୍ଥାପନ କରାଯାଉଛି। Naveen Patnaik CMO Odisha କୃଷି ବିଭାଗ, ଓଡ଼ିଶା I & PR Department, Odisha
#ଓଡିଶାର ସମସ୍ତ #କୃଷକ ଭାଇ ଓ ଭଉଣୀମାନଙ୍କୁ ଇଂରାଜୀ #ନବବର୍ଷ ୨୦୨୨ର ଅନେକ ଅନେକ ଅଭିନନ୍ଦନ। ପ୍ରଭୁ ଜଗନ୍ନାଥ କୃଷକମାନଙ୍କର ଉତ୍ତରୋତ୍ତର ଉନ୍ନତିରେ ସହାୟକ ହୁଅନ୍ତୁ ଏହା ହିଁ କାମନା। #HAPPYNEWYEAR2022 କୃଷି ବିଭାଗ, ଓଡ଼ିଶା Horticulture Odisha Soil Conserv. Odisha
Reviving traditional & sustainable agricultural practices that are climate resilient, uphold nutritional value & promote sustainable food systems, Shree Anna Abhiyan envisages to promote & revive millets in farms & on plates to address food security concerns. eurasiareview.com/30122021-odish…
#ସୋୟାବିନ ଖୁବ ଲାଭଦାୟକ ଫସଲ |ବର୍ତ୍ତମାନ ବଜାରରେ #ସୋୟାବିନ ତେଲର ଆଦର ବେଶୀ | #ଉନ୍ନତ ଚାଷ ପଦ୍ଧତି ମଧ୍ୟରୁ #ଅନ୍ତଃଚାଷ, ସମୟ ଅନୁଯାୟୀ କୋଡାଖୁସା ସହ #ମିଶ୍ରିତ ପ୍ରଣାଳୀରେ ଚାଷ କରି ଚାଷୀମାନେ ଲାଭବାନ ହୋଇପାରିବେ |AgriSecyOdisha @Horticultureod1@soilcons_odisha