Odisha Registered Pharmacist Association (@odisharegister1) 's Twitter Profile
Odisha Registered Pharmacist Association

@odisharegister1

Official Twitter handle of Odisha Registered Pharmacist Association
affiliated under Akhila Bharatiya Pharmacist Association
regn.- 1508/2019 (ABPA)

ID: 1524221857720782849

calendar_today11-05-2022 02:56:33

606 Tweet

1,1K Followers

282 Following

Pravati Parida (@pravatipodisha) 's Twitter Profile Photo

ମୋର ସ୍ୱର୍ଗତ ମା'ଙ୍କ ଏକାଦଶାହ କାର୍ଯ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ Kanak Vardhan Singh Deo (Modiji Ka Parivar), ଦଳର ରାଜ୍ୟ ସଭାପତି ଶ୍ରୀ Manmohan Samal, ମାନ୍ୟବର ମନ୍ତ୍ରୀଗଣ, ମାନ୍ୟବର ସାଂସଦ ଗଣ, ମାନ୍ୟବର ବିଧାୟକବୃନ୍ଦ, ଦଳର ବରିଷ୍ଠ ନେତୃବୃନ୍ଦ, ଗୁରୁଜନ ଏବଂ ସହଯୋଗୀମାନଙ୍କ ଉପସ୍ଥିତି ପାଇଁ

Odisha Registered Pharmacist Association (@odisharegister1) 's Twitter Profile Photo

OSSSC ର ଫାର୍ମାସି ଅଫିସର ଏବଂ MPHW M ନିଯୁକ୍ତି ଦାୟିତ୍ୱ ରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ତୁରନ୍ତ ବଦଳି କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହାସଂଘ ତରଫରୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ Dr mukesh Mahaling ସାର ଙ୍କୁ ନିବେଦନ କରୁଛୁ. CMO Odisha Mohan Charan Majhi Dr. Mukesh Mahaling Sambit Patra

OSSSC ର ଫାର୍ମାସି ଅଫିସର ଏବଂ MPHW M ନିଯୁକ୍ତି ଦାୟିତ୍ୱ ରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ତୁରନ୍ତ ବଦଳି କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହାସଂଘ ତରଫରୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ Dr mukesh Mahaling ସାର ଙ୍କୁ ନିବେଦନ କରୁଛୁ.
CMO Odisha Mohan Charan Majhi Dr. Mukesh Mahaling Sambit Patra
ଓଟିଭି (@otvkhabar) 's Twitter Profile Photo

#BreakingNews ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। #PrakashMishra #FormerDGP

#BreakingNews
ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। #PrakashMishra #FormerDGP
Odisha Pharmacy Officers Service Association (@opsabbsr) 's Twitter Profile Photo

ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ Dr. Mukesh Mahaling sir ଙ୍କୁ ଜନ୍ମ ଦିନର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।।

ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ Dr. Mukesh Mahaling sir ଙ୍କୁ ଜନ୍ମ ଦିନର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।।
Indian Air Force (@iaf_mcc) 's Twitter Profile Photo

The Indian Air Force (IAF) has successfully executed its assigned tasks in Operation Sindoor, with precision and professionalism. Operations were conducted in a deliberate and discreet manner, aligned with National Objectives. Since the Operations are still ongoing, a detailed

Odisha Registered Pharmacist Association (@odisharegister1) 's Twitter Profile Photo

"Happy Birthday to Hon'ble Education Minister Dharmendra Pradhan! Wishing you a day filled with joy, love, and celebration. May your vision for education continue to inspire and empower millions! #HappyBirthday #EducationMinister"

Nitin Gadkari (@nitin_gadkari) 's Twitter Profile Photo

Happy #WorldPharmacistDay! 💊 Today, we celebrate the dedicated professionals who ensure our health and safety with their knowledge, care, and commitment. Thank you for being the bridge between medicine and wellness, and for tirelessly working to make the world a healthier place.

Mohan Charan Majhi (@mohanmodisha) 's Twitter Profile Photo

ବିଶ୍ଵ ଫାର୍ମାସିଷ୍ଟ ଦିବସ ଅବସରରେ ସମସ୍ତ ଫାର୍ମାସିଷ୍ଟ ଭାଇ ଓ ଭଉଣୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଫାର୍ମାସିଷ୍ଟମାନେ ହେଉଛନ୍ତି ଆମ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ଏବଂ ପ୍ରଚ୍ଛଦପଟର ନାୟକ। ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ସମର୍ପଣ ଭାବ ସହିତ ଗୁଣାତ୍ମକ ସେବା ପ୍ରଦାନ ଜାରି ରଖିବା ପାଇଁ ଆହ୍ଵାନ କରୁଛି।

AIR NEWS CUTTACK (ଆକାଶବାଣୀ ସମାଚାର କଟକ) (@airnewscuttack) 's Twitter Profile Photo

ବିଶ୍ଵ ଫାର୍ମାସିଷ୍ଟ ଦିବସ ଅବସରରେ ସମସ୍ତ ଫାର୍ମାସିଷ୍ଟ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଉଛି। ଫାର୍ମାସିଷ୍ଟମାନେ ଆମ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ଏବଂ ପ୍ରଚ୍ଛଦପଟର ନାୟକ। ସମସ୍ତଙ୍କୁ ସମର୍ପଣ ଭାବ ସହିତ ଗୁଣାତ୍ମକ ସେବା ପ୍ରଦାନ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରୁଛି। #WorldPharmacistDay

Bhagwan Maheshwari (@bhagwan_maloo) 's Twitter Profile Photo

आदरणीय Bhajanlal Sharma जी आप प्रधानमंत्री जी Narendra Modi के हर सपने को पूरा करने की पूरी कोशिश कर रहे है, अभी हाल ही में PM मोदी जी ने मन की बात कार्यक्रम में #फार्मासिस्ट की चिकित्सा विभाग में महत्त्वपूर्ण भूमिका निभाने के बारे में सराहना की थी, लेकिन माननीय मुख्यमंत्री जी हमारे