kumar akshaya
@akshaya8984
ID: 1841719737287348224
03-10-2024 06:00:35
49 Tweet
20 Followers
49 Following
ଭାରତ ସେବାନିଧି ସରକାରୀ ବିଦ୍ୟାଳୟରେ ହେଇଥିବା ଦୁର୍ନୀତି ପ୍ରତିବାଦରେ ବିଦ୍ୟାଳୟ ସମ୍ମୁଖରେ SMC ଓ ଅଭିଭାବକ,ମଇତାପୁରର ଜନସାଧାରଣ ଙ୍କ ତରଫରୁ ହେବାକୁ ଥିବା ଗଣଧାରଣା କୁ ପାଗର ପ୍ରତିକୂଳ ପରିସ୍ଥିତି ଓ କିଛି ଅପରିହାର୍ଯ୍ୟ କାରଣରୁ ସ୍ଥଗିତ କରାଗଲାCMO Odisha Collector & DM Baleswar DEO, Balasore Nityananda Gond
ଗରିବ ରୋଗୀ ଟି ଲାଇନ୍ ରେ ଛିଡା ହୋଇ ମେଡ଼ିସିନ୍ ଟିକେ ମାଗଣା ପାଇବେ ବୋଲି ଏବଂ ସୁସ୍ଥ ହେବେ ବିଶ୍ବାସ ନେଇ ସିମୁଳିଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଉଛନ୍ତି। ଭଗବାନ ସଦୃଶ ଡାକ୍ତର ଅନେକ ଔଷଧ ସରକାର ପ୍ରଦାନ କରୁଥିଲେ ବି ସାମାନ୍ୟ ଟିକେ ଔଷଧ ଲେଖି ବିଦା କରି ଦେଉଛନ୍ତି। CMO Odisha Dr. Mukesh Mahaling
facebook.com/share/v/1C1j97… ସରକାର ଙ୍କ ଦୃଷ୍ଟି ତୁରନ୍ତ ଅସହାୟ ଦିବ୍ୟଙ୍ଗ ପରିବାର ଉପରେ ପଡ଼ିବା ଆବଶ୍ୟକ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ମା ପୁଅ।,CMO Odisha Collector & DM Baleswar ଓଟିଭି
ନୂତନ ସରକାର ଙ୍କ ଉପରେ ବହୁତ ଭରସା ଲୋକ ମାନଙ୍କର ତେଣୁ ଶୁଭ ଦୃଷ୍ଟି ଏକାନ୍ତ କାମ୍ୟ CMO Odisha Collector & DM Baleswar Dr. Mukesh Mahaling Odisha Registered Pharmacist Association CDM&PHO, Balasore H & FW Dept Odisha Pravati Parida PMO India
facebook.com/share/16JzYksC… ଫାର୍ମାସିଷ୍ଟ ବିନା ଔଷଧ ଦୋକାନ। ପୁଣୀ ପାନ ଦୋକାନ ସଉଦା ଦୋକାନୀ ସବୁ ଡାକ୍ତର। ହାଡ଼ ଭଙ୍ଗା ପଟି ଦିଆ ହୋମିଓପାଥିକ ସବୁ ଯାଗାରେ ବିନା ଲାଇସେନ୍ସ ରେ ଔଷଧ ଭର୍ତ୍ତି। ବିକଳ ଦୃଶ୍ୟ ସିମୁଳିଆ ଖଇରା ରେ। CMO Odisha Collector & DM Baleswar Dr. Mukesh Mahaling
ଓଡିଶା ରେ ସବୁଠି ବିଶେଷ କରି ଭଦ୍ରକ ସାମୁଦ୍ରିକ ଅଞ୍ଚଳ ବାଲେଶ୍ୱର ଅନେକ ଗ୍ରାମାଞ୍ଚଳ ରେ ଛତୁ ଫୁଟିଲା ପରି ହସ୍ପିଟାଲ ନର୍ସିଂ ହୋମ୍। କାହା ଦୟା ରେ ଚାଲୁଛି। Collector & DM Balasore Dr. Mukesh Mahaling Odisha Registered Pharmacist Association ଓଟିଭି CMO Odisha ସ୍ୱାସ୍ଥ୍ୟ ବିଭାଗ ନୀରବ ଦ୍ରଷ୍ଟା।
ଦୁଃଖ ର ବିଷୟ କୌଣଷି ସରକାରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମେଡିସିନ ଉପରେ ରୋଗୀ କିପରି ମେଡିସିନ ଖାଇବ ଲେଖା ଯାଉନାହିଁ। ପ୍ରତିବାଦ କରିବ ତ କାହା ପାଖରେ ସରକାର୍ ଏହାକୁ ଦୃଷ୍ଟି ଦିଅନ୍ତୁ। ନିରାମୟ ରେ ଥିବା କର୍ମଚାରୀଙ୍କ ବୈମାତୃକ ମୋନୋଭାବ ରୋଗୀ ଙ୍କ ପାଇଁ କାଳ CMO Odisha Dr. Mukesh Mahaling SCB Medical college & hospital Cuttack
ସମସ୍ତ ଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ବାଧ୍ୟତାମୂଳକ କିନ୍ତୁ ପରିତାପ ର ବିଷୟ ଆଉ ଦିନ କେଇଟା ଭିତରେ ଏମିତି ନକଲି ସାମ୍ବାଦିକ ସାହି ସାହି ରେ ଭାଇରସ ପରି ସରକାର୍ ଙ୍କ ଉପରେ ପଡ଼ିବେ। ଏହାକୁ ଏବେ ଠାରୁ ତର୍ଜମା କରାଯାଉ । CMO Odisha Collector & DM Baleswar ଓଟିଭି Ministry of Information and Broadcasting Odisha Broadcast
ପ୍ରତ୍ୟେକ ଦିନ ର ଘଟଣା ଇଏ ବାକେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ଛକ ର ଘଟଣା। ଦୁଇ ପାର୍ଶ୍ଵ ରେ ଦୋକାନ। ସଧାରଣ ଲୋକେ ଯିବେ କେମିତି। ଏମିତି କି ଶହେ ଆଠ ରୋଗୀ ନେଇ ଯିବା ଅସମ୍ଭବ। ପ୍ରଶାସନ ନୀରବ ଦ୍ରଷ୍ଟା। CMO Odisha Collector & DM Baleswar Kanak News Padmalochan Panda
ଗୁଣାତ୍ମକ ଚିକିତ୍ସା କୁହା ଯିବକି ଡାକ୍ତର ଲକ୍ଷାଧିକ ଟଙ୍କା ଲୋକ ଙ୍କ ଟିକସ ପଇସା ଦରମା ନେଇ ଆଉ କଲମ ଧରୁ ନାହାନ୍ତି ଆଙ୍ଗୁଳି ଟିପ ବଥା ହେଈ ଯାଉଛି ଲେଖି କି। ଯାହା ମେଡ଼ିସିନ ଷ୍ଟାମ୍ପ ମାରିଲେ ତା ବି ଦେଖା ଯାଉନି। ରୋଗୀ ଲାଇନ ରେ ରହି ହତାଶ CMO Odisha Dr. Mukesh Mahaling Bhadrak HQ Hospital
facebook.com/share/v/1BTwCb… ମନ୍ତ୍ରୀ ହେବ ତ ଏମିତି ଯାହା ଆଜି rcn media ରେ 1ମିଲିଅନରୁ ଉର୍ଦ୍ଧ ଲୋକ ଦେଖିବା ସହ ଧନ୍ୟବାଦ ସମସ୍ତ ଙ୍କୁ CMO Odisha Narendra Modi Dharmendra Pradhan