Odisha (@napoleon1427484) 's Twitter Profile
Odisha

@napoleon1427484

ID: 1732698418995425280

calendar_today07-12-2023 09:48:20

357 Tweet

13 Followers

8 Following

JurnoRasmita.@kanak news (@jurnorasmita) 's Twitter Profile Photo

ଯଦି ଆପଣଙ୍କ ଘର ପାଖରେ କେହି ଅସାମାଜିକ କାର୍ଯ୍ୟକଳାପ କରୁଛି, କେହି ମଦୁଆ ଉତ୍ପାତ କରୁଛି ,ରାସ୍ତାରେ କିଛି ଅପରାଧିକ କାର୍ଯ୍ୟକଳାପ ଆପଣଙ୍କ ନଜର କୁ ଆସୁଛି ତେବେ ଆପଣ ଏହି ନମ୍ବର ରେ ଯୋଗାଯୋଗ କରିପାରିବେ।ଆଜିଠାରୁ କଟକ ର ଜନ ସାଧାରଣ ଙ୍କ ପାଇଁ କଟକ ଡି ସି ପି ଏହି ହେଲ୍ପ ଲାଇନ୍ ନମ୍ବର୍ ଜାରି କରିଛନ୍ତି।

Manas Muduli (@manas_muduli) 's Twitter Profile Photo

Odisha - the mineral hub of India!! Huge deposits of lithium discovered in Nayagarh, Odisha by Geological Survey of India. This discovery will boost India's EV battery production and reducing reliance on imports.

Odisha - the mineral hub of India!!

Huge deposits of lithium discovered in Nayagarh, Odisha by Geological Survey of India.

This discovery will boost India's EV battery production and reducing reliance on imports.
Dr.Satyajit Naik,IPS (@satya0168) 's Twitter Profile Photo

Grateful for kind words & recognition! Honored to serve Eastern Range & lead our dedicated police force in managing massive events like #Ramnavami celebrations in Bhadrak. Thanks to our team's teamwork & #CommunitySupport for making it a success! Kudos to all involved.

Sitansu Sekhar Mohapatra (Modi Ka Parivar) (@sitansu1981) 's Twitter Profile Photo

ଆଜି ଓଡ଼ିଶା ବିଧାନସଭା ପରିସରରେ "Estimates Committee" ଅଧୀନରେ ବରିଷ୍ଠ ସଦସ୍ୟ ଶ୍ରୀ ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ତ୍ତ ବିଭାଗ ସହ ବୈଠକରେ ଯୋଗଦେଲି।ଏହି ବୈଠକରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଉପରେ ଗଭୀର ଆଲୋଚନା କରାଯାଇଛି।

Saurav Pati (@saurav_odisha) 's Twitter Profile Photo

ଆଖଣ୍ଡଳମଣି ମନ୍ଦିର କୁ ଯିବାକୁ ଥିବା ରାସ୍ତାରେ ଏବେ ଟୋଲ ଟ୍ୟାକ୍ସ ଆଦାୟ ହେଲାଣି ! ଆରଡ଼ି ମନ୍ଦିର ର ୩୦୦-୪୦୦ ମିଟର ସୀମା ଦେଇ ଥିବା ରାସ୍ତାରେ ଯିବାକୁ ହେଲେ ଦୁଇଚକିଆ ମାନଂକୁ ୨୦ ଟଂଙ୍କା ଦେବା ବାଧ୍ୟତାମୂଳକ District Administration,Bhadrak ଜିଲ୍ଲାପାଳ ମହୋଦୟ ଙ୍କ ପାଖେ ଏନେଇ ସୂଚନା ଅଛି ତ ? ନା ଏହା ସମ୍ପୂର୍ଣ୍ଣ ବେନିୟମ କାର୍ଯ୍ୟ ? ଓଟିଭି

ଆଖଣ୍ଡଳମଣି ମନ୍ଦିର କୁ ଯିବାକୁ
ଥିବା ରାସ୍ତାରେ ଏବେ ଟୋଲ ଟ୍ୟାକ୍ସ ଆଦାୟ
ହେଲାଣି ! ଆରଡ଼ି ମନ୍ଦିର ର ୩୦୦-୪୦୦ ମିଟର ସୀମା ଦେଇ ଥିବା ରାସ୍ତାରେ ଯିବାକୁ ହେଲେ ଦୁଇଚକିଆ ମାନଂକୁ ୨୦ ଟଂଙ୍କା ଦେବା ବାଧ୍ୟତାମୂଳକ District Administration,Bhadrak ଜିଲ୍ଲାପାଳ ମହୋଦୟ ଙ୍କ ପାଖେ ଏନେଇ ସୂଚନା ଅଛି ତ ? ନା ଏହା ସମ୍ପୂର୍ଣ୍ଣ ବେନିୟମ କାର୍ଯ୍ୟ ? ଓଟିଭି
Suryabanshi Suraj (@suryabanshibjp) 's Twitter Profile Photo

ଧାମନଗର ଛକରେ ପ୍ରତିଷ୍ଠା ହେବାକୁ ଥିବା ବହୁ ପ୍ରତୀକ୍ଷିତ ଟେକଷ୍ଟାଇଲ ପାର୍କ ପ୍ରକଳ୍ପକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିସାରିଛି । ଧାମନଗର ତଥା ଭଦ୍ରକବାସୀଙ୍କ ଅନେକ ଦିନର ଦାବି ଓ ସଂଘର୍ଷକୁ ସମ୍ମାନ ଦେଇଛନ୍ତି ଡବଲ ଇଞ୍ଜିନ ସରକାର । ଆଜି ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ Sampad Swain ଙ୍କ ଅଧ୍ୟକ୍ଷତାରେ ରାଜ୍ୟ

ଧାମନଗର ଛକରେ ପ୍ରତିଷ୍ଠା ହେବାକୁ ଥିବା ବହୁ ପ୍ରତୀକ୍ଷିତ ଟେକଷ୍ଟାଇଲ ପାର୍କ ପ୍ରକଳ୍ପକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିସାରିଛି । ଧାମନଗର ତଥା ଭଦ୍ରକବାସୀଙ୍କ ଅନେକ ଦିନର ଦାବି ଓ ସଂଘର୍ଷକୁ ସମ୍ମାନ ଦେଇଛନ୍ତି ଡବଲ ଇଞ୍ଜିନ ସରକାର । ଆଜି ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ Sampad Swain ଙ୍କ ଅଧ୍ୟକ୍ଷତାରେ ରାଜ୍ୟ
Sitansu Sekhar Mohapatra (Modi Ka Parivar) (@sitansu1981) 's Twitter Profile Photo

ଭଦ୍ରକ ଜିଲ୍ଲା ପାଇଁ ଏକ ନୂଆ ଅଧ୍ୟାୟ। ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦୃଢ଼ ନେତୃତ୍ୱ ଓ ଭଦ୍ରକ ଜିଲ୍ଲାର ଉନ୍ନତି ପ୍ରତି ଅଟୁଟ ପ୍ରତିଶ୍ରୁତି ଓ ସ୍ଵପ୍ନ ସାକାର କରିବା ଲକ୍ଷ୍ୟରେ,ଆଜି ଭଦ୍ରକ ଜିଲ୍ଲାରେ ୨୭୪ କୋଟି ଟଙ୍କା ମୂଲ୍ୟର ୯ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୪ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ।

ଭଦ୍ରକ ଜିଲ୍ଲା ପାଇଁ ଏକ ନୂଆ ଅଧ୍ୟାୟ।

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦୃଢ଼ ନେତୃତ୍ୱ ଓ ଭଦ୍ରକ ଜିଲ୍ଲାର ଉନ୍ନତି ପ୍ରତି ଅଟୁଟ ପ୍ରତିଶ୍ରୁତି ଓ ସ୍ଵପ୍ନ ସାକାର କରିବା ଲକ୍ଷ୍ୟରେ,ଆଜି ଭଦ୍ରକ ଜିଲ୍ଲାରେ ୨୭୪ କୋଟି ଟଙ୍କା ମୂଲ୍ୟର ୯ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୪ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ।
Sitansu Sekhar Mohapatra (Modi Ka Parivar) (@sitansu1981) 's Twitter Profile Photo

ଭଦ୍ରକ ବିଶ୍ୱବିଦ୍ୟାଳୟ ହେଉ ତାରୁଣ୍ୟର ତାଳ,ଶିକ୍ଷା ଓ ସଂସ୍କାରର ଏକ ନୂଆ ଦିଗ! ଧନ୍ୟବାଦ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଓ ଉଚ୍ଚଶିକ୍ଷା ମନ୍ତ୍ରୀ Suryabanshi Suraj

ଭଦ୍ରକ ବିଶ୍ୱବିଦ୍ୟାଳୟ ହେଉ ତାରୁଣ୍ୟର ତାଳ,ଶିକ୍ଷା ଓ ସଂସ୍କାରର ଏକ ନୂଆ ଦିଗ!

ଧନ୍ୟବାଦ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଓ ଉଚ୍ଚଶିକ୍ଷା ମନ୍ତ୍ରୀ Suryabanshi Suraj ।
Manas Mangaraj (@manasrmangaraj) 's Twitter Profile Photo

The time when severe diarrhoea outbreak has claimed several lives in Jajpur Dist, this water-borne disease has led to 1 death in #Bhadrak. Timely & adequate medical response with public awareness by H & FW Dept Odisha is necessary to control the situation & prevent further occurrences.

The time when severe diarrhoea outbreak has claimed several lives in Jajpur Dist, this water-borne disease has led to 1 death in #Bhadrak.

Timely & adequate medical response with public awareness by H & FW Dept Odisha is necessary to control the situation & prevent further occurrences.
Ashwini Vaishnaw (@ashwinivaishnaw) 's Twitter Profile Photo

Promise delivered! Odisha joins Bharat’s semiconductor journey. 🇮🇳 Bhoomi Pujan & Ground-breaking Ceremony of SiCSem Pvt. Ltd.’s Compound Semiconductor Fab & ATMP Facility in Odisha by CM Mohan Charan Majhi Ji.

Gangadhar Dash (@gangadhar_dash1) 's Twitter Profile Photo

Today, while attending the first death'anniversary of my elder brother and Congress leader Mr kunjabihari Das in Padhua Village of Basudev pur constituency in Bhadrak district, I pray to God for the repose of his immortal soul.