PD DUDA NABARANGPUR
@nabarangpurpd
URBAN DEVELOPMENT
ID: 1669035558683967489
14-06-2023 17:34:41
62 Tweet
72 Followers
20 Following
Steering Urban Odisha Towards #ViksitOdisha A high-level review meeting of Urban Local Bodies (ULBs) was held yesterday under the leadership of Principal Secretary, Smt. Usha Padhee , reaffirming Odisha’s unwavering commitment to shaping a sustainable, inclusive, and
ମାନ୍ୟବର CMO Odisha ଶ୍ରୀ Mohan Charan Majhi, ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ‘ବିକାଶ ବାହନ’ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମାନ୍ୟବର ମନ୍ତ୍ରୀ Panchayati Raj and Drinking Water Department ଶ୍ରୀ Rabi Narayan Naik, ମାନ୍ୟଵର ବିଧାୟକ, ଏକାମ୍ର-ଭୁବନେଶ୍ବର ଶ୍ରୀ Babu Singh,
ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ମଣ୍ଡେଇ ପଡିଆଠାରେ 'ବିକାଶ ବାହନ' ଯାତ୍ରାର ଶୁଭାରମ୍ଭ ।ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରିବା ଏହି ବିକାଶ ବାହନର ମୂଳ ଲକ୍ଷ୍ୟ । #BarshaEkUpalabdhiAnek #VikashMela CMO Odisha I & PR Department, Odisha