Nabakishor Panigrahi
@nabakishorpani2
BJP Dist spokes person, BARGARH
ID: 996676758295400450
16-05-2018 09:00:31
4,4K Tweet
2,2K Followers
1,1K Following
ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ABVP Odisha ବରଗଡ଼ ନଗର ଏବଂ ପ୍ରଗତି କ୍ରିକେଟ କ୍ଳବ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ( ଓଡିଆ ବିଭାଗ ), ବରଗଡ଼ ଖେଳପଡ଼ିଆ ଠାରେ ଅନୁଷ୍ଠିତ I20 କ୍ରିକେଟ ଲିଗ - 2025 ର ଆଜି ପଞ୍ଚମ ଦିନରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଲି ।
ରବିବାର ଦିନ ବରଗଡ଼ ସ୍ଥିତ ମହାରାଜା ହୋଟେଲ ରେ Kalinga24 News ର ପଶ୍ଚିମ ଓଡିଶା ସ୍ତରୀୟ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ସାମ୍ବାଦିକ ବନ୍ଧୁଙ୍କୁ ଉତ୍ସାହିତ କରିଥିଲି ।
Heartfelt birthday greetings to our Hon’ble Prime Minister Shri Narendra Modi Ji. Wishing you health, peace and strength as you continue to lead India with vision and unwavering dedication. 🇮🇳