Kalinga24 News (@kalinga24news) 's Twitter Profile
Kalinga24 News

@kalinga24news

I ma News Holder can you please verify our Chanal plese

ID: 1520324338100043776

linkhttps://youtube.com/channel/UCePTj4dUXr00fEJ41yTc80A calendar_today30-04-2022 08:49:26

265 Tweet

17 Followers

93 Following

Kalinga24 News (@kalinga24news) 's Twitter Profile Photo

ସଡକ ଦୁର୍ଘଟଣା ଆଜି ସକାଳ , ୧୧ଟା ସମୟରେ ବୋ ରିଗୁମା ଠାରୁ ସର୍ଗି ଗୁଡ଼ ଯିବା NH ୬୩ ରୋଡ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକ୍ ସହ କାର ଧକ୍କାରେ ବାଇକ୍ ଆରହି ଙ୍କ ଗଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି କୋଟପାଡ଼ ଠାରୁ ଅଲ୍ ଓଡ଼ିଶା ବ୍ୟୁରୋ ଚିପ ସଞ୍ଜୀବ ଖୁରାଙ୍କ ରିପୋର୍ଟ kalinga 24News ।। Kalinga24 News CMO Odisha

ଅଫେରା ରାଜ୍ୟ ରେ ବିଶିଷ୍ଟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ।। Kalinga24 News @Humansagar CMO Odisha

ଅଫେରା ରାଜ୍ୟ ରେ ବିଶିଷ୍ଟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ।। Kalinga24 News
@Humansagar CMO Odisha
Kalinga24 News (@kalinga24news) 's Twitter Profile Photo

ତିହିଡିବ୍ଲକ୍‌ ବାରସର ପଞ୍ଚାୟତ କେଳାସାହି ଗ୍ରାମରେ ଯୁବକ ପାଣିରେ ପଡି ମୃତ୍ୟୁ ।। Kalinga24 News CMO Odisha @Tihidi

ତିହିଡିବ୍ଲକ୍‌ ବାରସର ପଞ୍ଚାୟତ କେଳାସାହି ଗ୍ରାମରେ ଯୁବକ ପାଣିରେ ପଡି  ମୃତ୍ୟୁ ।। Kalinga24 News
CMO Odisha @Tihidi
Kalinga24 News (@kalinga24news) 's Twitter Profile Photo

କଟକ ଜିଲ୍ଲା କିଶନନଗର ନିକଟସ୍ଥ ହରିପୁର ଠାରେ ପନ୍ଦର ଫୁଟ ର ଅଜଗର ଗ୍ରାମ ବାସୀଙ୍କ ଦ୍ଵାରା ଉଦ୍ଧାର ।। Kalinga24 News CMO Odisha ଗାଁ ରୁ ବିକାଶ ଅନେକ ଦୂରରେ

Kalinga24 News (@kalinga24news) 's Twitter Profile Photo

ନାଉଗାଁ ବ୍ଳକ ଚକୁଳି ପଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ୬ ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ।। Kalinga24 News CMO Odisha ଆମ ପୁରୀ ଆମ ସମ୍ବିତ ଭାଇ naugaonblock

Kalinga24 News (@kalinga24news) 's Twitter Profile Photo

ହାଇବା ଧକା ରେ କଲେଜ ଛାତ୍ର ଙ୍କ ମୃତ୍ୟୁ, ଫଳରେ ଉତ୍ୟକ୍ତ ଲୋକ ମାନେ ଚାରୋଟି ହାଇବା ଜାଳିଦେଲେ ।। Kalinga24 News CMO Odisha ଯାଜପୁର_Jajpur

Kalinga24 News (@kalinga24news) 's Twitter Profile Photo

ଯାଜପୁର ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବିଞ୍ଝାରପୁର ଆଡିସିନାଲ ତାସିଲଦର୍ ପ୍ରଦୀପ କୁମାର ସେଠି ।। Kalinga24 News CMO Odisha VIJILANCE

Kalinga24 News (@kalinga24news) 's Twitter Profile Photo

ଧଣ୍ଡାମୁଣ୍ଡା ଠାରେ ତ୍ରିଦିବସିୟ ଜିଲ୍ଲା ସ୍ତରୀୟ ରେଡକ୍ରସ ଶିକ୍ଷା ଶିବିର ।। Kalinga24 News CMO Odisha RASHMI MOHAPATRA DSSO, Balangir