Devee Prasad Das (@mrdeveed) 's Twitter Profile
Devee Prasad Das

@mrdeveed

ॐ नमः शिवाय📿🔱 Jay Shri Ram🚩
State Saviskar Co-Convener @abvpodisha | District Social Media Coordinator @abvpbhadrak | #Social_Activist

ID: 1576434295262121984

linkhttps://www.facebook.com/share/19GRV1J4fi/ calendar_today02-10-2022 04:50:17

69 Tweet

8 Followers

180 Following

ABVP, Bhadrak, Odisha (@abvpbhadrak) 's Twitter Profile Photo

ଗାନ୍ଧୀପଡ଼ିଆ କାର୍ଯ୍ୟାଳୟରେ ଏବିଭିପି, ଭଦ୍ରକ ଜିଲ୍ଲା ପକ୍ଷରୁ ବିଦ୍ୟାଦାୟିନୀ ମାଆ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। #ABVPBhadrak #ABVPOdisha

ଗାନ୍ଧୀପଡ଼ିଆ କାର୍ଯ୍ୟାଳୟରେ ଏବିଭିପି, ଭଦ୍ରକ ଜିଲ୍ଲା ପକ୍ଷରୁ ବିଦ୍ୟାଦାୟିନୀ ମାଆ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।

#ABVPBhadrak #ABVPOdisha
ABVP Odisha (@abvpodisha) 's Twitter Profile Photo

ଗର୍ବର ସହ ପାଳନ କରିବା ୭୭ତମ ଗଣତନ୍ତ୍ର ଦିବସ। ଭାରତ ମାତାଙ୍କ ଚରଣରେ କୋଟି କୋଟି ପ୍ରଣାମ। ଆସନ୍ତୁ ସମସ୍ତେ ମିଶି ଏକ ସମୃଦ୍ଧ ଓ ଶକ୍ତିଶାଳୀ ଭାରତ ଗଠନ କରିବା। ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ହିନ୍ଦ୍ #77thRepublicDay #BharatMataKiJay #JayHind #ABVPOdisha

ଗର୍ବର ସହ ପାଳନ କରିବା ୭୭ତମ ଗଣତନ୍ତ୍ର ଦିବସ। ଭାରତ ମାତାଙ୍କ ଚରଣରେ କୋଟି କୋଟି ପ୍ରଣାମ। ଆସନ୍ତୁ ସମସ୍ତେ ମିଶି ଏକ ସମୃଦ୍ଧ ଓ ଶକ୍ତିଶାଳୀ ଭାରତ ଗଠନ କରିବା। ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ହିନ୍ଦ୍ 

#77thRepublicDay
#BharatMataKiJay
#JayHind
#ABVPOdisha
Devee Prasad Das (@mrdeveed) 's Twitter Profile Photo

ଜୟ ଶ୍ରୀରାମ 🚩 ସମୟ ଆସିଛି ଏକାଠି ହେବାର । ପୁଣିଥରେ ଭଦ୍ରକ ମାଟିର ସଂଗଠିତ ହିନ୍ଦୁ ସମାଜର ଏକ ବିଶାଳ ଆୟୋଜନ ଦେଖିବ ସାରା ଓଡ଼ିଶା ।ଭଦ୍ରକର ପ୍ରତ୍ୟେକ ହିନ୍ଦୁଙ୍କ ଉପସ୍ଥିତିରେ ଏହି ସମ୍ମିଳନୀ ହେବ ଭବ୍ୟ, ଦିବ୍ୟ ଏବଂ ଚିତ୍ତାକର୍ଷକ ।✊🏻 #ହିନ୍ଦୁ_ସମ୍ମିଳନୀ #Bhadrak #hindusammilan

ଜୟ ଶ୍ରୀରାମ 🚩
ସମୟ ଆସିଛି ଏକାଠି ହେବାର । ପୁଣିଥରେ ଭଦ୍ରକ ମାଟିର ସଂଗଠିତ ହିନ୍ଦୁ ସମାଜର ଏକ ବିଶାଳ ଆୟୋଜନ ଦେଖିବ ସାରା ଓଡ଼ିଶା ।ଭଦ୍ରକର ପ୍ରତ୍ୟେକ ହିନ୍ଦୁଙ୍କ ଉପସ୍ଥିତିରେ ଏହି ସମ୍ମିଳନୀ ହେବ ଭବ୍ୟ, ଦିବ୍ୟ ଏବଂ ଚିତ୍ତାକର୍ଷକ ।✊🏻

#ହିନ୍ଦୁ_ସମ୍ମିଳନୀ #Bhadrak #hindusammilan
ABVP Odisha (@abvpodisha) 's Twitter Profile Photo

ଓଡ଼ିଆ ସ୍ୱାଭିମାନର ଅନନ୍ୟ ପ୍ରତୀକ, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟତିଥି ଅବସରରେ କୋଟି କୋଟି ପ୍ରଣାମ ଓ ବିନମ୍ର ଶ୍ରଦ୍ଧାଞ୍ଜଳି। #UtkalGouravMadhusudanDas #ABVPOdisha

ଓଡ଼ିଆ ସ୍ୱାଭିମାନର ଅନନ୍ୟ ପ୍ରତୀକ, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟତିଥି ଅବସରରେ କୋଟି କୋଟି ପ୍ରଣାମ ଓ ବିନମ୍ର ଶ୍ରଦ୍ଧାଞ୍ଜଳି।

#UtkalGouravMadhusudanDas
#ABVPOdisha
Devee Prasad Das (@mrdeveed) 's Twitter Profile Photo

ଜୟ ଶ୍ରୀରାମ🚩 ମାତୃଭୂମୀର ସେବା, ସ୍ବାଭିମାନ ଓ ଅଖଣ୍ଡତା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଅନୁଷ୍ଠିତ 'ମାତୃଭୂମୀ ପାଇଁ ଗଣଦୌଡ'ରେ ସାମିଲ ହେବା। #RunForMotherLand #BhadrakRamNavami

ଜୟ ଶ୍ରୀରାମ🚩
ମାତୃଭୂମୀର ସେବା, ସ୍ବାଭିମାନ ଓ ଅଖଣ୍ଡତା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଅନୁଷ୍ଠିତ 'ମାତୃଭୂମୀ ପାଇଁ ଗଣଦୌଡ'ରେ ସାମିଲ ହେବା।
#RunForMotherLand 
#BhadrakRamNavami
Devee Prasad Das (@mrdeveed) 's Twitter Profile Photo

A day etched in our hearts with the ink of sacrifice. Today, we stand in silence to honor the 40 bravehearts of the Pulwama attack. Their courage remains our strength. While the world celebrates love, we celebrate the ultimate love they had for the nation. #Pulwama #JaiHind

A day etched in our hearts with the ink of sacrifice. Today, we stand in silence to honor the 40 bravehearts of the Pulwama attack. Their courage remains our strength. While the world celebrates love, we celebrate the ultimate love they had for the nation. 
#Pulwama #JaiHind
Devee Prasad Das (@mrdeveed) 's Twitter Profile Photo

Seeking the blessings of the Adiyogi on this auspicious night of Maha Shivratri. May Lord Shiva guide us from darkness to light. Om Namah Shivaya! 🕉️ #Mahashivratri2026 #HarHarMahadevॐ #shivshambhu #blessed #Adiyogi

Seeking the blessings of the Adiyogi on this auspicious night of Maha Shivratri. May Lord Shiva guide us from darkness to light. Om Namah Shivaya! 🕉️

#Mahashivratri2026 
#HarHarMahadevॐ 
#shivshambhu 
#blessed
#Adiyogi
ABVP Odisha (@abvpodisha) 's Twitter Profile Photo

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅନ୍ତର୍ଗତ +୨ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। #BestofLuck #ABVPForStudents #ABVPOdisha

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅନ୍ତର୍ଗତ +୨ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

#BestofLuck
#ABVPForStudents
#ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

ମହାନ ହିନ୍ଦୁ ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ପବିତ୍ର ଜନ୍ମ ଜୟନ୍ତୀରେ କୋଟି କୋଟି ନମନ । ହିନ୍ଦୁ ସ୍ବରାଜ୍ୟର ସଂସ୍ଥାପକ, ଶ୍ରେଷ୍ଠ ରଣନୀତିକାର ଏବଂ ଜଣେ ଦୃଷ୍ଟିକୋଣପୂର୍ଣ୍ଣ ସାହସୀ ମହାରାଜା। ତାଙ୍କର ସାହସ, ନ୍ୟାୟ ଏବଂ ପ୍ରଶାସନିକ କୌଶଳ ଆଜିଯାଏ ଦେଶ ବାସୀଙ୍କୁ ପ୍ରେରିତ କରେ। #ChhatrapatiShivajiJayanti

ମହାନ ହିନ୍ଦୁ ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ପବିତ୍ର ଜନ୍ମ ଜୟନ୍ତୀରେ କୋଟି କୋଟି ନମନ । 

ହିନ୍ଦୁ ସ୍ବରାଜ୍ୟର ସଂସ୍ଥାପକ, ଶ୍ରେଷ୍ଠ ରଣନୀତିକାର ଏବଂ ଜଣେ ଦୃଷ୍ଟିକୋଣପୂର୍ଣ୍ଣ ସାହସୀ ମହାରାଜା। ତାଙ୍କର ସାହସ, ନ୍ୟାୟ ଏବଂ ପ୍ରଶାସନିକ କୌଶଳ ଆଜିଯାଏ ଦେଶ ବାସୀଙ୍କୁ ପ୍ରେରିତ କରେ।
#ChhatrapatiShivajiJayanti
Devee Prasad Das (@mrdeveed) 's Twitter Profile Photo

ଜୟ ଭବାନୀ, ଜୟ ଶିବାଜୀ! 🚩 ମହାନ ରାଷ୍ଟ୍ରଭକ୍ତ ତଥା ଅଦମ୍ୟ ସାହସୀ । ସାହସ, ଶୌର୍ଯ୍ୟ ଏବଂ ସ୍ୱାଭିମାନର ପ୍ରତୀକ, ହିନ୍ଦୁ ସ୍ୱରାଜ୍ୟର ସ୍ଥାପକ, ମହାନ୍ ଯୋଦ୍ଧା ଏବଂ ଶ୍ରେଷ୍ଠ ରଣନୀତିକାର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଉପଲକ୍ଷେ କୋଟି କୋଟି ପ୍ରଣାମ।🙏🏻 #BirthAnniversary #ChhatrapatiShivajiMaharaj #Inspiration

ଜୟ ଭବାନୀ, ଜୟ ଶିବାଜୀ! 🚩

ମହାନ ରାଷ୍ଟ୍ରଭକ୍ତ ତଥା ଅଦମ୍ୟ ସାହସୀ ।
ସାହସ, ଶୌର୍ଯ୍ୟ ଏବଂ ସ୍ୱାଭିମାନର ପ୍ରତୀକ, ହିନ୍ଦୁ ସ୍ୱରାଜ୍ୟର ସ୍ଥାପକ, ମହାନ୍ ଯୋଦ୍ଧା ଏବଂ ଶ୍ରେଷ୍ଠ ରଣନୀତିକାର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଉପଲକ୍ଷେ କୋଟି କୋଟି ପ୍ରଣାମ।🙏🏻

#BirthAnniversary 
#ChhatrapatiShivajiMaharaj
#Inspiration
Devee Prasad Das (@mrdeveed) 's Twitter Profile Photo

ଜୟ ଶ୍ରୀରାମ🚩🙏🏻 ଭବ୍ୟ, ଦିବ୍ୟ ଓ ଆସ୍ଥାର ମହାକୁମ୍ଭ ଭଦ୍ରକ ଶ୍ରୀରାମ ନବମୀ। ତ୍ୟାଗ, ବଳିଦାନ ଓ ସମର୍ପଣର ମୂକସାକ୍ଷୀ ଭଦ୍ରକ ଶ୍ରୀରାମ ନବମୀ। ସ୍ନେହ, ପ୍ରେମ ଓ ଆତ୍ମୀୟତାର ମହାପର୍ବ ଭଦ୍ରକ ଶ୍ରୀରାମ ନବମୀ। #BhadrakRamNavami

ଜୟ ଶ୍ରୀରାମ🚩🙏🏻
ଭବ୍ୟ, ଦିବ୍ୟ ଓ ଆସ୍ଥାର ମହାକୁମ୍ଭ ଭଦ୍ରକ ଶ୍ରୀରାମ ନବମୀ। ତ୍ୟାଗ, ବଳିଦାନ ଓ ସମର୍ପଣର ମୂକସାକ୍ଷୀ ଭଦ୍ରକ ଶ୍ରୀରାମ ନବମୀ। ସ୍ନେହ, ପ୍ରେମ ଓ ଆତ୍ମୀୟତାର ମହାପର୍ବ ଭଦ୍ରକ ଶ୍ରୀରାମ ନବମୀ।
#BhadrakRamNavami
ABVP Odisha (@abvpodisha) 's Twitter Profile Photo

ମହାନ ସ୍ଵାଧୀନତା ସଂଗ୍ରାମୀ, ସୁସଂଗଠକ, ଅସୀମ ପରାକ୍ରମୀ ତଥା "ଉଲଗୁଲାନ" ର ଆବାହକ କ୍ରାନ୍ତିବୀର ବୀର ସୁରେନ୍ଦ୍ର ସାଏଙ୍କ ମହାପ୍ରୟାଣ ତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । #VeerSurendraSai #ABVPOdisha

ମହାନ ସ୍ଵାଧୀନତା ସଂଗ୍ରାମୀ, ସୁସଂଗଠକ, ଅସୀମ ପରାକ୍ରମୀ ତଥା "ଉଲଗୁଲାନ" ର ଆବାହକ କ୍ରାନ୍ତିବୀର ବୀର ସୁରେନ୍ଦ୍ର ସାଏଙ୍କ ମହାପ୍ରୟାଣ ତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
#VeerSurendraSai
#ABVPOdisha
ABVP Odisha (@abvpodisha) 's Twitter Profile Photo

📢 Attention All Aspirants! CPET notification released with important dates and instructions #ABVPForStudents #ABVPOdisha

📢 Attention All Aspirants! CPET notification released with important dates and instructions
#ABVPForStudents
#ABVPOdisha
Devee Prasad Das (@mrdeveed) 's Twitter Profile Photo

#FoundationDay #BJP #India ଜୟ ମା ଭାରତୀ 🇮🇳🚩🙏🏻 ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । #47YearsOfNationFirst

#FoundationDay #BJP #India
ଜୟ ମା ଭାରତୀ 🇮🇳🚩🙏🏻
ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ।
#47YearsOfNationFirst
ABVP Odisha (@abvpodisha) 's Twitter Profile Photo

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ଦିନଟି ଏକ ଅତ୍ୟନ୍ତ ମାଙ୍ଗଳିକ ଦିବସ। ଅକ୍ଷୟ ତୃତୀୟାର ଅର୍ଥ ହେଉଛି ଯେଉଁ କାମ କିମ୍ବା ପୁଣ୍ୟ ଏହି ଦିନରେ କରାଯାଏ, ତାହାର ଫଳ କେବେ ବି ଶେଷ ହୁଏ ନାହିଁ। ଏହି ଶୁଭ ଦିନରେ ଆପଣଙ୍କ ଜୀବନରେ ଅନେକ ସୁଖ ଏବଂ ସମୃଦ୍ଧି ଭରିଦେଉ । #ABVPOdisha

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ଦିନଟି ଏକ ଅତ୍ୟନ୍ତ ମାଙ୍ଗଳିକ ଦିବସ। ଅକ୍ଷୟ ତୃତୀୟାର ଅର୍ଥ ହେଉଛି ଯେଉଁ କାମ କିମ୍ବା ପୁଣ୍ୟ ଏହି ଦିନରେ କରାଯାଏ, ତାହାର ଫଳ କେବେ ବି ଶେଷ ହୁଏ ନାହିଁ। ଏହି ଶୁଭ ଦିନରେ ଆପଣଙ୍କ ଜୀବନରେ ଅନେକ ସୁଖ ଏବଂ ସମୃଦ୍ଧି ଭରିଦେଉ ।
#ABVPOdisha
Devee Prasad Das (@mrdeveed) 's Twitter Profile Photo

#WorldVeterinaryDay ପ୍ରାଣୀମାନେ ହେଉଛନ୍ତି ନିଷ୍ପାପ ଓ ନିର୍ବିକାର। ସେମାନଙ୍କ ସେବା କରିବା ଏକ ମହତ କାର୍ଯ୍ୟ। ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ସମସ୍ତ ପଶୁପ୍ରେମୀ ଓ ଚିକିତ୍ସକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। 🐾💉 #VeterinaryDay #AnimalCare #Odisha #PashuChikitsa #DeveedographY #AnimalLovers #Humanity

#WorldVeterinaryDay 
ପ୍ରାଣୀମାନେ ହେଉଛନ୍ତି ନିଷ୍ପାପ ଓ ନିର୍ବିକାର। ସେମାନଙ୍କ ସେବା କରିବା ଏକ ମହତ କାର୍ଯ୍ୟ। ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ସମସ୍ତ ପଶୁପ୍ରେମୀ ଓ ଚିକିତ୍ସକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। 🐾💉
#VeterinaryDay #AnimalCare #Odisha #PashuChikitsa #DeveedographY #AnimalLovers #Humanity
ABVP Odisha (@abvpodisha) 's Twitter Profile Photo

23 days to go... राष्ट्रीय कार्यकारी परिषद बैठक, 29 से 31 मई, भुवनेश्वर, ओडिशा। #abvpnecbhubaneswar

23 days to go...
राष्ट्रीय कार्यकारी परिषद बैठक, 29 से 31 मई, भुवनेश्वर, ओडिशा।
#abvpnecbhubaneswar
ABVP Odisha (@abvpodisha) 's Twitter Profile Photo

ଶୌର୍ଯ୍ୟ ଏବଂ ପରାକ୍ରମର ଶ୍ରେଷ୍ଠ ପରିଭାଷା, ମହାନ ବୀର ଯୋଦ୍ଧା, ମହାରାଣା ପ୍ରତାପଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ । #MaharanaPratapJayanti #ABVPOdisha

ଶୌର୍ଯ୍ୟ ଏବଂ ପରାକ୍ରମର ଶ୍ରେଷ୍ଠ ପରିଭାଷା, ମହାନ ବୀର ଯୋଦ୍ଧା, ମହାରାଣା ପ୍ରତାପଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।
#MaharanaPratapJayanti 
#ABVPOdisha
ABVP Odisha (@abvpodisha) 's Twitter Profile Photo

ବିଶ୍ୱକବି, ମହାନ୍ ଦାର୍ଶନିକ, ସାହିତ୍ୟିକ ତଥା ଜାତୀୟ ସଂଗୀତର ରଚୟିତା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। #rabindranaththakur #ABVPOdisha

ବିଶ୍ୱକବି, ମହାନ୍ ଦାର୍ଶନିକ, ସାହିତ୍ୟିକ ତଥା ଜାତୀୟ ସଂଗୀତର ରଚୟିତା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
#rabindranaththakur 
#ABVPOdisha