ABVP, Bhadrak, Odisha (@abvpbhadrak) 's Twitter Profile
ABVP, Bhadrak, Odisha

@abvpbhadrak

Official Twitter handle of world's largest students organisation ABVP Bhadrak District Unit of @abvpodisha @ABVPVoice #ABVPBhadrak

ID: 1539858931865903104

linkhttps://www.instagram.com/bhadrak.abvp/ calendar_today23-06-2022 06:35:20

803 Tweet

101 Followers

17 Following

ABVP, Bhadrak, Odisha (@abvpbhadrak) 's Twitter Profile Photo

ଏବିଭିପି, ଭଦ୍ରକ ପକ୍ଷରୁ 'ଜିଲ୍ଲା ଯୋଜନା ଓ ସମୀକ୍ଷା ବୈଠକ' ଗାନ୍ଧୀପଡ଼ିଆ ସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ସମିତିର କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ବ ବର୍ଷର ସାଂଗଠନିକ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ହେବା ସହ ଆଗାମୀ ଏକ ବର୍ଷର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି।

ଏବିଭିପି, ଭଦ୍ରକ ପକ୍ଷରୁ 'ଜିଲ୍ଲା ଯୋଜନା ଓ ସମୀକ୍ଷା ବୈଠକ' ଗାନ୍ଧୀପଡ଼ିଆ ସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ସମିତିର କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ପୂର୍ବ ବର୍ଷର ସାଂଗଠନିକ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ହେବା ସହ ଆଗାମୀ ଏକ ବର୍ଷର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି।
ABVP, Bhadrak, Odisha (@abvpbhadrak) 's Twitter Profile Photo

ଏବିଭିପି, ଓଡ଼ିଶା(ପୂର୍ବ ପ୍ରାନ୍ତ)ର ରାଜ୍ୟ ସଭାପତି ଡ଼. ଦେବେଶ ଶଙ୍କର ହୋତାଙ୍କୁ ଭଦ୍ରକ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଗାନ୍ଧୀପଡ଼ିଆ କାର୍ଯ୍ୟାଳୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଫଟୋ ଚିତ୍ର, ଉତ୍ତୋରୀ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ବାଗତ କରାଯାଇଛି। #ABVPBhadrak #ABVPOdisha

ABVP, Bhadrak, Odisha (@abvpbhadrak) 's Twitter Profile Photo

ଏବିଭିପି, ବାସୁଦେବପୁର ନଗର ପକ୍ଷରୁ ନଗର ବୈଠକ ଅନୁଷ୍ଠିତ ହୋଯାଇଅଛି। ବୈଠକରେ ପୂର୍ବ କାର୍ଯ୍ୟକ୍ରମର ସମୀକ୍ଷା ହେବା ସହ ଆଗାମୀ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ବୈଠକରେ ଓଡିଶା ପୂର୍ବ ପ୍ରାନ୍ତର ରାଜ୍ୟ ସଭାପତି ଡକ୍ଟର ଦେବେଶ ହୋତା ଏବଂ ବାଲେଶ୍ଵର ବିଭାଗ ପ୍ରମୁଖ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।

ଏବିଭିପି, ବାସୁଦେବପୁର ନଗର ପକ୍ଷରୁ ନଗର ବୈଠକ ଅନୁଷ୍ଠିତ ହୋଯାଇଅଛି। ବୈଠକରେ ପୂର୍ବ କାର୍ଯ୍ୟକ୍ରମର ସମୀକ୍ଷା ହେବା ସହ ଆଗାମୀ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରାଯାଇଛି।

ଏହି ବୈଠକରେ ଓଡିଶା ପୂର୍ବ ପ୍ରାନ୍ତର ରାଜ୍ୟ ସଭାପତି ଡକ୍ଟର ଦେବେଶ ହୋତା ଏବଂ ବାଲେଶ୍ଵର ବିଭାଗ ପ୍ରମୁଖ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।
ABVP, Bhadrak, Odisha (@abvpbhadrak) 's Twitter Profile Photo

ଏବିଭିପି, ଚାନ୍ଦବାଲି ନଗରର ପୁରାତନ/ ସ୍ଥାୟୀ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଏବିଭିପି, ଓଡ଼ିଶା (ପୂର୍ବ ପ୍ରାନ୍ତ)ର ରାଜ୍ୟ ସଭାପତି ଡ଼. ଦେବେଶ ହୋତା ସାରଙ୍କ ଉପସ୍ଥିତିରେ 'ପୁରାତନ କାର୍ଯ୍ୟକର୍ତ୍ତା ବୈଠକ' ଅନୁଷ୍ଠିତ ହୋଇଯାଇଛି। #ABVPChandabali #ABVPBhadrak #ABVPOdisha

ABVP, Bhadrak, Odisha (@abvpbhadrak) 's Twitter Profile Photo

ଜୟ ଜଗନ୍ନାଥ ... ଶୁଭ ଓଡ଼ିଆ ନବବର୍ଷ ପବିତ୍ର ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ନୂତନ ଓଡ଼ିଆ ବର୍ଷ ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ନେଇଆସୁ। #ଓଡ଼ିଆନବବର୍ଷ #ମହାବିଷୁବସଂକ୍ରାନ୍ତି #ABVPBhadrak #ABVPOdisha

ଜୟ ଜଗନ୍ନାଥ ... ଶୁଭ ଓଡ଼ିଆ ନବବର୍ଷ
ପବିତ୍ର ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଏହି ନୂତନ ଓଡ଼ିଆ ବର୍ଷ ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ନେଇଆସୁ।

#ଓଡ଼ିଆନବବର୍ଷ #ମହାବିଷୁବସଂକ୍ରାନ୍ତି #ABVPBhadrak #ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

ଜୟ ଶ୍ରୀରାମ 🙏 ଜୟ ହନୁମାନ ଶ୍ରୀ ହନୁମାନ ଜୟନ୍ତୀର ପବିତ୍ର ଅବସରରେ ABVP, ଭଦ୍ରକ ପକ୍ଷରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅନେକ ଶୁଭକାମନା। ପବନପୁତ୍ର ଶ୍ରୀ ହନୁମାନଙ୍କ କୃପାରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସାହସ ବୃଦ୍ଧି ପାଉ। #HanumanJayanti #ABVPBhadrak #ABVPOdisha

ଜୟ ଶ୍ରୀରାମ 🙏 ଜୟ ହନୁମାନ
ଶ୍ରୀ ହନୁମାନ ଜୟନ୍ତୀର ପବିତ୍ର ଅବସରରେ ABVP, ଭଦ୍ରକ ପକ୍ଷରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅନେକ ଶୁଭକାମନା। 

ପବନପୁତ୍ର ଶ୍ରୀ ହନୁମାନଙ୍କ କୃପାରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସାହସ ବୃଦ୍ଧି ପାଉ।

#HanumanJayanti 
#ABVPBhadrak #ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

ଜୟ ଭାରତ।। ଭାରତ ମାତା କୀ ଜୟ ଭାରତର ସମ୍ବିଧାନ ନିର୍ମାତା, ସମାନତାର ପ୍ରତୀକ, ସାମାଜିକ ନ୍ୟାୟର ମହାନ ପଥପ୍ରଦର୍ଶକ ଭାରତ ରତ୍ନ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ABVP, ଭଦ୍ରକ ପକ୍ଷରୁ ବିନମ୍ର ଏବଂ କୋଟି କୋଟି ନମନ ଜ୍ଞାପନ କରୁଛୁ। #AmbedkarJayanti #ABVPBhadrak #ABVPOdisha

ଜୟ ଭାରତ।। ଭାରତ ମାତା କୀ ଜୟ
ଭାରତର ସମ୍ବିଧାନ ନିର୍ମାତା, ସମାନତାର ପ୍ରତୀକ, ସାମାଜିକ ନ୍ୟାୟର ମହାନ ପଥପ୍ରଦର୍ଶକ ଭାରତ ରତ୍ନ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ABVP, ଭଦ୍ରକ ପକ୍ଷରୁ ବିନମ୍ର ଏବଂ କୋଟି କୋଟି ନମନ ଜ୍ଞାପନ କରୁଛୁ।

#AmbedkarJayanti 
#ABVPBhadrak #ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

ପବିତ୍ର ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବାସୁଦେବପୁର ନଗର ପକ୍ଷରୁ 'ଜଳ ଛତ୍ର ସେବା ଶିବିର ଏବଂ ଦହିପଣା ବଣ୍ଟନ' କାର୍ଯ୍ୟ ବାସୁଦେବପୁରର ମୁଖ୍ୟ ବଜାର ଏବଂ ମନ୍ଦାରୀ ସ୍ଥିତ ମନ୍ଦାରବୁଢ଼ୀ ଶୈବ ପୀଠରେ ଅନୁଷ୍ଠିତ ହୋଇଯାଇଅଛି। #ABVPBasudevpur #ABVPBhadrak #ABVPOdisha

ପବିତ୍ର ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବାସୁଦେବପୁର ନଗର ପକ୍ଷରୁ 'ଜଳ ଛତ୍ର ସେବା ଶିବିର ଏବଂ ଦହିପଣା ବଣ୍ଟନ' କାର୍ଯ୍ୟ ବାସୁଦେବପୁରର ମୁଖ୍ୟ ବଜାର ଏବଂ ମନ୍ଦାରୀ ସ୍ଥିତ ମନ୍ଦାରବୁଢ଼ୀ ଶୈବ ପୀଠରେ ଅନୁଷ୍ଠିତ ହୋଇଯାଇଅଛି।

#ABVPBasudevpur
#ABVPBhadrak #ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

ଏବିଭିପି, ଓଡ଼ିଶା (ପୂର୍ବ ପ୍ରାନ୍ତ)ର ରାଜ୍ୟ ସଭାପତି ଡ଼. ଦେବେଶ ହୋତା ଅସୁରାଳି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ଧାମନଗର ନଗର ଶାଖାର ଟୋଲି ବୈଠକରେ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା କରିଥିଲେ। #ABVPDhamnagar #ABVPBhadrak #ABVPOdisha

ଏବିଭିପି, ଓଡ଼ିଶା (ପୂର୍ବ ପ୍ରାନ୍ତ)ର ରାଜ୍ୟ ସଭାପତି ଡ଼. ଦେବେଶ ହୋତା ଅସୁରାଳି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ଧାମନଗର ନଗର ଶାଖାର ଟୋଲି ବୈଠକରେ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା କରିଥିଲେ। 

#ABVPDhamnagar 
#ABVPBhadrak #ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବାସୁଦେବପୁର ନଗର ପକ୍ଷରୁ 'ଜଳ ଛତ୍ର ସେବା ଶିବିର' ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ଏହି ଜଳ ଛତ୍ର ସେବା ଶିବିରଟି ଗ୍ରୀଷ୍ମ ପ୍ରବାହ ଏବଂ ପଥଚାରୀଙ୍କୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ପର୍ଯ୍ୟନ୍ତ ଜାରି ରହିବ। #ABVPBasudevpur #ABVPBhadrak #ABVPOdisha

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବାସୁଦେବପୁର ନଗର ପକ୍ଷରୁ 'ଜଳ ଛତ୍ର ସେବା ଶିବିର' ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି।

ଏହି ଜଳ ଛତ୍ର ସେବା ଶିବିରଟି ଗ୍ରୀଷ୍ମ ପ୍ରବାହ ଏବଂ ପଥଚାରୀଙ୍କୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ପର୍ଯ୍ୟନ୍ତ ଜାରି ରହିବ।

#ABVPBasudevpur
#ABVPBhadrak #ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

#Congrats💐💐 କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ABVP, ଭଦ୍ରକ ପକ୍ଷରୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣ ମାନଙ୍କର ପରିଶ୍ରମ, ଧୈର୍ଯ୍ୟ ଓ ନିଷ୍ଠାର ଏହା ଫଳ। ଆଗାମୀ ଜୀବନରେ ଆହୁରି ବଡ଼ ସଫଳତା ଅର୍ଜନ କରି ପରିବାର ଓ ଦେଶର ନାମ ଉଜ୍ଜ୍ୱଳ କରନ୍ତୁ।

#Congrats💐💐
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ABVP, ଭଦ୍ରକ ପକ୍ଷରୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଆପଣ ମାନଙ୍କର ପରିଶ୍ରମ, ଧୈର୍ଯ୍ୟ ଓ ନିଷ୍ଠାର ଏହା ଫଳ। ଆଗାମୀ ଜୀବନରେ ଆହୁରି ବଡ଼ ସଫଳତା ଅର୍ଜନ କରି ପରିବାର ଓ ଦେଶର ନାମ ଉଜ୍ଜ୍ୱଳ କରନ୍ତୁ।
ABVP, Bhadrak, Odisha (@abvpbhadrak) 's Twitter Profile Photo

ପ୍ରବାଦ ପୁରୁଷ, ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପବିତ୍ର ଶ୍ରାଦ୍ଧ ବାର୍ଷିକୀରେ ABVP, ଭଦ୍ରକ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ନବ ଓଡ଼ିଶା ଗଠନ ଓ ସ୍ଵାଧୀନତା ସଂଗ୍ରାମରେ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। #BijuPatanaik #ABVPBhadrak #ABVPOdisha

ପ୍ରବାଦ ପୁରୁଷ, ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପବିତ୍ର ଶ୍ରାଦ୍ଧ ବାର୍ଷିକୀରେ ABVP, ଭଦ୍ରକ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ନବ ଓଡ଼ିଶା ଗଠନ ଓ ସ୍ଵାଧୀନତା ସଂଗ୍ରାମରେ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
#BijuPatanaik
#ABVPBhadrak #ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ ତଥା ଶିକ୍ଷାବିତ୍ 'ଭାରତ ରତ୍ନ' ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପବିତ୍ର ପୂଣ୍ୟତିଥିରେ ABVP, ଭଦ୍ରକ ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶ ତଥା ସମାଜ ସେବାରେ ଆପଣଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ |। #SarbapalliRadhakrishnan #ABVPBhadrak #ABVPOdisha

ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ ତଥା ଶିକ୍ଷାବିତ୍ 'ଭାରତ ରତ୍ନ' ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପବିତ୍ର ପୂଣ୍ୟତିଥିରେ  ABVP, ଭଦ୍ରକ ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି।

ଦେଶ ତଥା ସମାଜ ସେବାରେ ଆପଣଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ |।
#SarbapalliRadhakrishnan 
#ABVPBhadrak #ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

ଜୟ ଶ୍ରୀ ପର୍ଶୁରାମ ପବିତ୍ର ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ABVP, ଭଦ୍ରକ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଭଗବାନ ପର୍ଶୁରାମଙ୍କ ଜ୍ଞାନ, ସାହସ, ଶକ୍ତି ଓ ଧର୍ମନିଷ୍ଠା ଆପଣଙ୍କ ଜୀବନକୁ ଆଲୋକିତ କରୁ। ତାଙ୍କର ଦିବ୍ୟ ଆଶୀର୍ବାଦରେ ଆପଣ ସମସ୍ତଙ୍କ ଜୀବନରେ ଆନନ୍ଦ, ଉନ୍ନତି ଓ ମଙ୍ଗଳ ଆସୁ। #ParshuramJayanti #ABVPBhadrak #ABVPOdisha

ଜୟ ଶ୍ରୀ ପର୍ଶୁରାମ
ପବିତ୍ର ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ABVP, ଭଦ୍ରକ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଭଗବାନ ପର୍ଶୁରାମଙ୍କ ଜ୍ଞାନ, ସାହସ, ଶକ୍ତି ଓ ଧର୍ମନିଷ୍ଠା ଆପଣଙ୍କ ଜୀବନକୁ ଆଲୋକିତ କରୁ।

ତାଙ୍କର ଦିବ୍ୟ ଆଶୀର୍ବାଦରେ ଆପଣ ସମସ୍ତଙ୍କ ଜୀବନରେ ଆନନ୍ଦ, ଉନ୍ନତି ଓ ମଙ୍ଗଳ ଆସୁ।

#ParshuramJayanti 
#ABVPBhadrak #ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

ଶୁଭ ଅକ୍ଷୟ ତୃତୀୟା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ABVP, ଭଦ୍ରକ ପକ୍ଷରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଏହି ମଙ୍ଗଳମୟ ଦିନରେ ଆପଣଙ୍କ ଘରେ ଧନ, ଧାନ୍ୟ, ସୁଖ ଓ ସମୃଦ୍ଧିର ବର୍ଷା ହେଉ। ପ୍ରତ୍ୟେକ କାମରେ ସଫଳତା ମିଳୁ, ଜୀବନ ଆନନ୍ଦମୟ ହେଉ। #ଅକ୍ଷୟତୃତୀୟା #AkshyaTrutiya #ABVPBhadrak #ABVPOdisha

ଶୁଭ ଅକ୍ଷୟ ତୃତୀୟା
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ABVP, ଭଦ୍ରକ ପକ୍ଷରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଏହି ମଙ୍ଗଳମୟ ଦିନରେ ଆପଣଙ୍କ ଘରେ ଧନ, ଧାନ୍ୟ, ସୁଖ ଓ ସମୃଦ୍ଧିର ବର୍ଷା ହେଉ।

ପ୍ରତ୍ୟେକ କାମରେ ସଫଳତା ମିଳୁ, ଜୀବନ ଆନନ୍ଦମୟ ହେଉ।

#ଅକ୍ଷୟତୃତୀୟା #AkshyaTrutiya 
#ABVPBhadrak #ABVPOdisha
ABVP, Bhadrak, Odisha (@abvpbhadrak) 's Twitter Profile Photo

📚 ବିଶ୍ଵ ପୁସ୍ତକ ଦିବସ (World Book Day) ଅବସରରେ ABVP, ଭଦ୍ରକ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା! ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର, ଜୀବନର ସତ୍ୟ ସାଥୀ ଓ ଭବିଷ୍ୟତ୍ ଗଢ଼ିବାର ମୂଳ ଆଧାର। ଆଜିର ଦିନଟି ଆମକୁ ପୁସ୍ତକ ପଢ଼ିବାକୁ, ନୂଆ ଜ୍ଞାନ ଅର୍ଜନ କରିବାକୁ ଓ ସାହିତ୍ୟକୁ ସମ୍ମାନ ଦେବାକୁ ପ୍ରେରିତ କରେ। #WorldBookDay

📚 ବିଶ୍ଵ ପୁସ୍ତକ ଦିବସ (World Book Day) ଅବସରରେ ABVP, ଭଦ୍ରକ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା!

ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର, ଜୀବନର ସତ୍ୟ ସାଥୀ ଓ ଭବିଷ୍ୟତ୍ ଗଢ଼ିବାର ମୂଳ ଆଧାର। ଆଜିର ଦିନଟି ଆମକୁ ପୁସ୍ତକ ପଢ଼ିବାକୁ, ନୂଆ ଜ୍ଞାନ ଅର୍ଜନ କରିବାକୁ ଓ ସାହିତ୍ୟକୁ ସମ୍ମାନ ଦେବାକୁ ପ୍ରେରିତ କରେ।
#WorldBookDay