
MoSarkar 5T
@mosarkar5t
Official account of #Odisha Government's #MoSarkar initiative based on #5Ts of Teamwork, Technology, Transparency & Time for Transformation.
ID: 1176777819512168449
http://mosarkar.odisha.gov.in 25-09-2019 08:38:07
1,1K Tweet
162,162K Followers
20 Following

#5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାବାସୀଙ୍କ ପ୍ରସ୍ତାବ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ପୂରଣ ହୋଇଛି ଲୋକଙ୍କ ନିବେଦନ I ‘ୱାନ ଡେ ଗଭର୍ନାନ୍ସ' ନୀତିରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଉଭୟ ଜିଲ୍ଲାର ୬୦୨ଟି ପ୍ରକଳ୍ପ ମଞ୍ଜୁର କରିବାସହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି I #NabinOdisha
