OdishaMoParibar (@moparibar) 's Twitter Profile
OdishaMoParibar

@moparibar

ସମାଜସେବାରେ ଓଡ଼ିଶା -ମୋ ପରିବାର

ID: 1187992168238944256

calendar_today26-10-2019 07:19:55

4 Tweet

225 Followers

0 Following

Biju Janata Dal (@bjd_odisha) 's Twitter Profile Photo

‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମରେ ‘ପରିବେଶ ସୁରକ୍ଷା’, ‘ରକ୍ତ ଦାନ ସେବା ଓ କଲ୍ୟାଣ’, ‘ବିପନ୍ନ ଓଡ଼ିଆଙ୍କୁ ସହାୟତା’ ଉପରେ ଗୁରୁତ୍ଵ ଦିଆଯିବ। ବ୍ୟାପକ ବୃକ୍ଷ ରୋପଣ ସହ ‘ଜୀବନ ବିନ୍ଦୁ’କୁ ସାମାଜିକ ଆନ୍ଦୋଳନ ଓ ଦେଶ ବିଦେଶରେ ରହୁଥିବା ଓଡ଼ିଆ ଏବଂ ସେମାନଙ୍କ ପରିବାରର ସହାୟତା ପାଇଁ ପଦକ୍ଷେପ ନିଆଯିବ। #OdishaMoParibara

ପ୍ରବାଦ ପୁରୁଷ, ଜନନାୟକ ବିଜୁ ପଟ୍ଟନାୟକଙ୍କୁ ଆମେ ଆଦର୍ଶ ଭାବେ ମାନି ଓଡ଼ିଶାବାସୀଙ୍କ ସେବାକୁ ବ୍ରତ କରିଛୁ। ସେ ଥିଲେ ଗରିବ, ଦୁଃଖୀ ରଙ୍କିଙ୍କ ପ୍ରଥମ ବନ୍ଧୁ। ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ସଭାପତି Naveen Patnaik ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। #OdishaMoParibara

ପ୍ରବାଦ ପୁରୁଷ, ଜନନାୟକ ବିଜୁ ପଟ୍ଟନାୟକଙ୍କୁ ଆମେ ଆଦର୍ଶ ଭାବେ ମାନି ଓଡ଼ିଶାବାସୀଙ୍କ ସେବାକୁ ବ୍ରତ କରିଛୁ। ସେ ଥିଲେ ଗରିବ, ଦୁଃଖୀ ରଙ୍କିଙ୍କ ପ୍ରଥମ ବନ୍ଧୁ। ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ସଭାପତି <a href="/Naveen_Odisha/">Naveen Patnaik</a> ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। #OdishaMoParibara
Biju Janata Dal (@bjd_odisha) 's Twitter Profile Photo

ଓଡ଼ିଶାବାସୀ ନିରନ୍ତର ଭାବେ ଦେଇଆସିଥିବା ଭଲପାଇବାକୁ ସମ୍ମାନ ଜଣାଇବା ସହ ସେବାର ପ୍ରତୀକ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସଭପତି ଶ୍ରୀ Naveen Patnaik ଦଳର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। #OdishaMoParibara

ଓଡ଼ିଶାବାସୀ ନିରନ୍ତର ଭାବେ ଦେଇଆସିଥିବା ଭଲପାଇବାକୁ ସମ୍ମାନ ଜଣାଇବା ସହ ସେବାର ପ୍ରତୀକ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସଭପତି ଶ୍ରୀ <a href="/Naveen_Odisha/">Naveen Patnaik</a> ଦଳର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। #OdishaMoParibara