ମୃତ୍ୟୁଞ୍ଜୟ କର
@mkar_odia
ଓଡ଼ିଆ ଉଇକିଆଳି
ID: 94750193
05-12-2009 07:46:13
43 Tweet
62 Followers
155 Following
.Creative Commons ଲାଇସେନ୍ସ ବିନା ଉଇକିପିଡ଼ିଆ ଆଜି ଭଳି ବ୍ୟାପକ ହୋଇନଥାନ୍ତା । କ୍ରିଏଟିଭ କମନ୍ସର ସିଇଓ ରିଆନ ମର୍କଲେ (@ryanmerkley) ଓଡ଼ିଆ ଉଇକିପିଡ଼ିଆର ୧୬ ତମ ଜନ୍ମତିଥି ଅବସରରେ କହନ୍ତି — "୧୬ ବର୍ଷର ଏହି ସୁନ୍ଦର ପ୍ରକଳ୍ପ ଓଡ଼ିଆ ଉଇକିପିଡ଼ିଆ ସହ ଜଡ଼ିତ ସଭିଙ୍କୁ ଶୁଭେଚ୍ଛା ।" or.wikipedia.org/s/1b5e #OdiaWiki16
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) Sangram Keshari Senapati (ଗପୁ) @bikashojha Subhashish Panigrahi Gayatree Tripathy 🪷 Ashish Sarangi ଆଶିଷ ନାୟକ Prateek Pattanaik Amresh Mishra (ଅମ୍ରେଶ୍ ମିଶ୍ର) @raznawab This picture is for you all ,as a gift for your contributing on Odia language.#Odiawiki #16yearsofodiawiki
Cam the Cat Nature is Amazing ☘️ Eating mama deer
ଗତ ୫୦୦ ଦିନ ଧରି ଓଡ଼ିଆ ଉଇକିଆଳି Sangram Keshari Senapati (ଗପୁ) ଦିନକୁ ଗୋଟିଏ ଲେଖା ପ୍ରସଙ୍ଗ ଲେଖି ୫୦୦ ଦିନରେ ୫୦୦ଟି ପ୍ରସଙ୍ଗ ଲେଖିସାରିଛନ୍ତି । ତାଙ୍କ ସମ୍ପାଦିତ ପ୍ରସଙ୍ଗଗୁଡ଼ିକ ସାଧାରଣତଃ ଚଳଚ୍ଚିତ୍ର ଉପରେ । ଅନେକ ଶୁଭେଚ୍ଛା ସଂଗ୍ରାମ! 🙏
ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗସବୁ ଲେଖେ କିଏ? ଏଥିରେ ନିୟମିତ ଲେଖୁଥିବା ସ୍ୱେଚ୍ଛାସେବୀ ସମ୍ପାଦକଙ୍କ ଭିତରୁ ସୌମେନ୍ଦ୍ର (Soumendra) ଅନ୍ୟତମ । "କୁଶଭଦ୍ରା ନଦୀ"ରୁ ଆରମ୍ଭ କରି ବ୍ଲାକ ହୋଲର ଛବି ଉପରେ କାମ କରିଥିବା ବୈଜ୍ଞାନିକ "କେଟି ବଉମ୍ୟାନ" ଭଳି ଅନେକ ପ୍ରସଙ୍ଗରେ ତାଙ୍କ ସମ୍ପାଦନା ବାରି ହୋଇପଡ଼େ । ତାଙ୍କ ମୁହଁରେ ତାଙ୍କ ନିଜ କାହାଣୀ
ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆ ସିନେମା ଉପରେ ଥିବା ଉଇକିପ୍ରକଳ୍ପ ଜରିଆରେ କିପରି ଅଧିକରୁ ଅଧିକ ସିନେମା ସମ୍ବନ୍ଧିତ ପ୍ରସଙ୍ଗ ଲେଖିବେ ସେ ଯୋଜନା କଥା କଥା ବଖାଣୁଛନ୍ତି ଉଇକିଆଳି Sangram Keshari Senapati (ଗପୁ) । ଉଇକିପିଡ଼ିଆରେ ଆପଣ ମଧ୍ୟ ଭାଗନେଇ ସମ୍ପାଦନା କରିପାରିବେ । କେମିତି ଭାଗନେବେ ଦେଖନ୍ତୁ: or.wikipedia.org/wiki/WP:CS #ଓଡ଼ିଆ
ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ (E&IT Department Odisha) କ୍ରିଏଟିଭ କମନ୍ସ ୪.୦ ଅ୍ଯାଟ୍ରିବ୍ୟୁସନ ଲାଇସେନ୍ସ ଅଧୀନରେ ରାଜ୍ୟର ୨୧ଟି ଜନଜାତି ଭାଷାରେ ପ୍ରକାଶିତ ୨୧ଟି ଅଭିଧାନର ପୁନଃଲାଇସେନ୍ସ କରିଛି । ଫଳରେ ଉଇକିପାଠାଗାର ଏବଂ ଉଇକିଅଭିଧାନ ଭଳି ପ୍ରକଳ୍ପପଗୁଡ଼ିକର ବିକାଶ ହୋଇପାରିବ । cc: @manojmishratwit @Saileshpat