alok mahali
@mahali_alok
ID: 1387641795182399496
29-04-2021 05:36:42
15,15K Tweet
280 Followers
119 Following
BJP made hollow promises of paribartan (change). Hon'ble Biju Janata Dal President Sri Naveen Patnaik congratulated BJP Odisha for repeating more than 80% of the schemes. This government has changed the names of 45 schemes.
ଓଡ଼ିଶା ବଜେଟ ଗେମ୍ ଚେନ୍ଜର ନୂହେଁ ନେମ୍ ଚେନ୍ଜର... Naveen Patnaik Biju Janata Dal
Congratulate Indian Hockey Team on their splendid 2-0 victory over Ireland in the Pool B match in #ParisOlympics2024. May the team continue their winning run in the upcoming matches and bring glory for the country. Hockey India
ଶଙ୍ଖ ଭବନରେ ଆୟୋଜିତ ଦଳର ବିଧାୟକମାନଙ୍କ ପ୍ରଶିକ୍ଷଣ ଶିବିରରେ ସାମିଲ ହେଲି। ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷାକାରୀ ହେଉଛି ସକ୍ରିୟ ବିରୋଧୀ ଦଳ। ୫୧ଜଣ ବିଧାୟକଙ୍କୁ ନେଇ Biju Janata Dal ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ କାର୍ଯ୍ୟ କରୁଛି। ଲୋକଙ୍କ ସ୍ୱାର୍ଥ ପାଇଁ ସରକାରଙ୍କୁ ଉତ୍ତରଦାୟୀ କରିବାକୁ ବିଜୁ ଜନତା ଦଳ ପଛଘୁଞ୍ଚା ଦେବ ନାହିଁ।
ଲୋକଙ୍କ ସ୍ୱର ସାଜିବ ବିଜୁ ଯୁବ ଜନତା ଦଳ, ଦୃଢ଼ ହେବ ବିଜେପିର ମିଛ ବିରୋଧରେ ଲଢ଼େଇ ସଭାପତି ଶ୍ରୀ Naveen Patnaik ଙ୍କ ଆହ୍ଵାନକ୍ରମେ ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଆମ ଲଢେଇ ଆହୁରି ଜୋରଦାର ହେବ। ବିଜେଡି ବ୍ୟକ୍ତି ଉପରେ ନିର୍ଭରଶୀଳ ନୁହେଁ, ଏକ ଆଦର୍ଶ ଉପରେ ପ୍ରତିଷ୍ଠିତ। ସୁବିଧାବାଦୀଙ୍କ ଦଳ ତ୍ୟାଗ, ଆମ
ଏକତା ହିଁ ବଳ, ଏକଜୁଟ୍ ହୋଇ ଲୋକଙ୍କ ଅଧିକାର ପାଇଁ ଲଢେଇ ହେବ ଜୋରଦାର। ଶଙ୍ଖ ଭବନରେ ସଭାପତି ଶ୍ରୀ Naveen Patnaik ବରଗଡ଼ ଓ ବୌଦ୍ଧର ନେତାମାନଙ୍କୁ ଭେଟିଛନ୍ତି। ଜିଲ୍ଲାରେ ଦଳକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ସହ ସଙ୍ଗଠିତ ହୋଇ ବିଜେପିର ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଲଢେଇ କରିବାକୁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
ରାୟଗଡ଼ବାସୀଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ ବିଜୁ ଜନତା ଦଳ। ଜିଲ୍ଲାର ସାଙ୍ଗଠନିକ ନେତା ଓ ବିଭିନ୍ନ ପଦାଧିକାରୀଙ୍କୁ ଶଙ୍ଖ ଭବନରେ ସଭାପତି ଶ୍ରୀ Naveen Patnaik ଭେଟିଛନ୍ତି। ବିଜେପିର ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ସମ୍ମିଳିତ ଭାବରେ ସଂଗ୍ରାମ ଜାରି ରଖିବା ସହ ସାଧାରଣ ଲୋକଙ୍କ ସ୍ୱର ହେବାକୁ ସଭାପତି ସମସ୍ତଙ୍କୁ ପରାମର୍ଶ