Laxmidhar Patra (@laxmidh93266283) 's Twitter Profile
Laxmidhar Patra

@laxmidh93266283

I am from Cuttack Odisha..I am a Python Developer for Data Scientists & ML Algorithm.

ID: 1198462337323130880

calendar_today24-11-2019 04:44:33

66 Tweet

56 Takipçi

1,1K Takip Edilen

ଓଟିଭି (@otvkhabar) 's Twitter Profile Photo

କରୋନାକୁ ନେଇ ପ୍ରେସମିଟ୍‌ କରୁଛନ୍ତି ପୋଲିସ ମହାନିର୍ଦ୍ଦେଶକ। କହିଲେ, ମାସ୍କ ପିନ୍ଧିବା ହିଁ ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଅପରାଧ ରୋକିବା ପୋଲିସର ବୃତ୍ତିଗତ କାମ, ମାସ୍କ ନପିନ୍ଧିଲେ ତାଙ୍କୁ ଧରିବା କାମ ବର୍ତ୍ତମାନ ସମୟରେ ପୋଲିସକୁ କରିବାକୁ ପଡ଼ୁଛି #OdishaPolice #ODISHA #DGP #OTV

କରୋନାକୁ ନେଇ ପ୍ରେସମିଟ୍‌ କରୁଛନ୍ତି ପୋଲିସ ମହାନିର୍ଦ୍ଦେଶକ। କହିଲେ, ମାସ୍କ ପିନ୍ଧିବା ହିଁ ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଅପରାଧ ରୋକିବା ପୋଲିସର ବୃତ୍ତିଗତ କାମ, ମାସ୍କ ନପିନ୍ଧିଲେ ତାଙ୍କୁ ଧରିବା କାମ ବର୍ତ୍ତମାନ ସମୟରେ ପୋଲିସକୁ କରିବାକୁ ପଡ଼ୁଛି
#OdishaPolice #ODISHA #DGP #OTV
The Times Of India (@timesofindia) 's Twitter Profile Photo

MP: An auto driver in Bhopal has converted his auto into an ambulance & takes patients to hospitals for free. Javed, the driver, says, "I saw on social media & news channels how people were being carried to hospitals due to the shortage of ambulance. So I thought of doing this."

MP: An auto driver in Bhopal has converted his auto into an ambulance & takes patients to hospitals for free. Javed, the driver, says, "I saw on social media & news channels how people were being carried to hospitals due to the shortage of ambulance. So I thought of doing this."
ଓଟିଭି (@otvkhabar) 's Twitter Profile Photo

ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ପର୍ଯ୍ୟନ୍ତ ଲକଡାଉନ ଘୋଷଣା #OTV #lockdown2021 #LockDownOdisha

NIHARIKA DASH SARANGI (@niharikadash14) 's Twitter Profile Photo

ମୁଁ ସବୁବେଳେ ଭଗବାନ ଙ୍କୁ ଅନୁରୋଧ କରେ କି ମତେ ସବୁବେଳେ ଅନ୍ୟ କାହାକୁ ସାହାଯ୍ୟ କରିବାର ସୁଯୋଗ ଦିୟନ୍ତୁ ! ଆଜି କରୋନା ମହାମାରୀ ଖାଲି ମତେ ନୁହେଁ ସମସ୍ତଙ୍କୁ ଏହି ସୁଯୋଗ ଟି ଦେଇଛି ! କାହାର ବି କରୋନା ସମୟରେ କିଛି ବି ଅସୁବିଧା ହେଲେ ଦୟାକରି ମତେ ଜଣାନ୍ତୁ ! 🙏🏻🙏🏻

G.Subhashinee (@gshubhashinee) 's Twitter Profile Photo

ଜେଲ୍ ରେ ଥିବା କଏଦୀ ମାନଙ୍କୁ କରୋନା ହୋଇଥିବାର ଖବର ଆସୁଛି,ଜେଲ୍ ର ଅଧିକାରୀ କି ଅନ୍ୟାନ୍ୟ କର୍ମଚାରୀ ଙ୍କୁ ତ କରୋନା ହେବା ଖବର ଆସୁନି,ତାହେଲେ କଏଦୀ ମାନଙ୍କୁ କରୋନା ହେଲା କେମିତି l 🤔🤔

Laxmidhar Patra (@laxmidh93266283) 's Twitter Profile Photo

Hello! Friends is it mandatory -ve RT-PCR report for passengers whoever want to travel from BENGALURU to Odisha. Please response if anyone know ..

Virender Singh Kadian (@virenderrkadian) 's Twitter Profile Photo

When Pizza can be home delivered, burgers can be home delivered, smartphones and clothes can be home delivered...then why can’t poor people have ration delivered to their Doorstep? The nation wants to know PM Modi. #GareebVirodhiNarendraModi