G.Subhashinee (@gshubhashinee) 's Twitter Profile
G.Subhashinee

@gshubhashinee

ଜୟ ଜଗନ୍ନାଥ 🙏

ID: 1232200518455267328

calendar_today25-02-2020 07:08:13

13,13K Tweet

10,10K Followers

211 Following

G.Subhashinee (@gshubhashinee) 's Twitter Profile Photo

ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #ବନ୍ଦେଉତ୍କଳଜନନୀ #ଉତ୍କଳ_ଦିବସ #ଓଡ଼ିଶା_ଦିବସ

G.Subhashinee (@gshubhashinee) 's Twitter Profile Photo

ପବିତ୍ର ଶ୍ରୀରାମ ନବମୀ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। #ଜୟ_ଶ୍ରୀରାମ 🚩

G.Subhashinee (@gshubhashinee) 's Twitter Profile Photo

ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଏବଂ ଶ୍ରୀ ହନୁମାନ ଜୟନ୍ତୀ ର ହାର୍ଦ୍ଦିକ ଅଭନନ୍ଦନ ଓ ଶୁଭେଛା। ସଙ୍କଟ ମୋଚନ ପ୍ରଭୁ ଶ୍ରୀ ହନୁମାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। #ହନୁମାନ_ଜୟନ୍ତୀ🚩 #ଓଡ଼ିଆ_ନବବର୍ଷ #ମହାବିଷୁବ_ସଂକ୍ରାନ୍ତି

ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଏବଂ ଶ୍ରୀ ହନୁମାନ ଜୟନ୍ତୀ ର ହାର୍ଦ୍ଦିକ ଅଭନନ୍ଦନ ଓ ଶୁଭେଛା।
ସଙ୍କଟ ମୋଚନ ପ୍ରଭୁ ଶ୍ରୀ ହନୁମାନ ସମସ୍ତଙ୍କର ମଙ୍ଗଳ କରନ୍ତୁ।
#ହନୁମାନ_ଜୟନ୍ତୀ🚩 #ଓଡ଼ିଆ_ନବବର୍ଷ 
#ମହାବିଷୁବ_ସଂକ୍ରାନ୍ତି
G.Subhashinee (@gshubhashinee) 's Twitter Profile Photo

ଛୁଟି କେବଳ ପିଲାଙ୍କ ପାଇଁ ସ୍କୁଲ୍ ଶିକ୍ଷକ ଏବଂ କଲେଜ୍ ଅଧ୍ୟାପକ/ଅଧ୍ୟାପିକା ଏବଂ ଅନ୍ୟ କର୍ମଚାରୀ ମାନେ ନିୟମିତ କାର୍ଯ୍ୟ ରେ ଯୋଗଦାନ କରୁଛନ୍ତି ।

G.Subhashinee (@gshubhashinee) 's Twitter Profile Photo

ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। #ଜୟ_ଜଗନ୍ନାଥ 🙌 #RathaJatra2025 #ରଥଯାତ୍ରା_୨୦୨୫

G.Subhashinee (@gshubhashinee) 's Twitter Profile Photo

ମୁଖ୍ୟମନ୍ତ୍ରୀ ନିଜେ ଦେଖା କରି ମହାନ୍ ବୋଲାଇବା ଅପେକ୍ଷା ସେ ଝିଅ କୁ ନ୍ୟାୟ ଦିଅନ୍ତୁ ଦୋଷୀ କୁ ଦଣ୍ଡ ବିଧାନ କରନ୍ତୁ । ଆଉ ଗୋଟେ କଥା, ତେଲ ଟିକେ କମ୍ ମାରନ୍ତୁ । ନିଜ ଅଂଚଳ ର କେଶ୍ ନିଜର ପାରିବା ପଣିଆ ଦେଖାଇ ଏ ଘଟଣା ରେ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କୁ ଚିହ୍ନଟ କରି ଦଣ୍ଡ ବିଧାନ କରନ୍ତୁ।

G.Subhashinee (@gshubhashinee) 's Twitter Profile Photo

ଶିକ୍ଷକ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #HappyTeachersDay 🙏📖📚📝

G.Subhashinee (@gshubhashinee) 's Twitter Profile Photo

ପବିତ୍ର ଗଜଲକ୍ଷ୍ମୀ ପୂଜା ଏବଂ ପବିତ୍ର କୁମାରୋତ୍ସବ ର ଶୁଭେଚ୍ଛା ଓ ଶୁଭକାମନା। #ଶୁଭ_ସୋମବାର #ଜୟ_ମାଆଲକ୍ଷ୍ମୀ 🪷🪷🌷🌷

ପବିତ୍ର ଗଜଲକ୍ଷ୍ମୀ ପୂଜା ଏବଂ ପବିତ୍ର କୁମାରୋତ୍ସବ ର ଶୁଭେଚ୍ଛା ଓ ଶୁଭକାମନା।
#ଶୁଭ_ସୋମବାର
#ଜୟ_ମାଆଲକ୍ଷ୍ମୀ 🪷🪷🌷🌷
G.Subhashinee (@gshubhashinee) 's Twitter Profile Photo

ପବିତ୍ର ଦୋଳ ପୂର୍ଣ୍ଣିମା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। #ହରେକୃଷ୍ଣ 🙏 #ଶୁଭେଚ୍ଛା #ଦୋଳଯାତ୍ରା #ଦୋଳପୂର୍ଣ୍ଣିମା 🎪

ପବିତ୍ର ଦୋଳ ପୂର୍ଣ୍ଣିମା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
#ହରେକୃଷ୍ଣ 🙏
#ଶୁଭେଚ୍ଛା #ଦୋଳଯାତ୍ରା #ଦୋଳପୂର୍ଣ୍ଣିମା 🎪
G.Subhashinee (@gshubhashinee) 's Twitter Profile Photo

ରଙ୍ଗ ର ପର୍ବ ହୋଲି ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। #ଜୟ_ଜଗନ୍ନାଥ 🙏 #happyholi2026

ରଙ୍ଗ ର ପର୍ବ ହୋଲି ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
#ଜୟ_ଜଗନ୍ନାଥ 🙏
#happyholi2026
G.Subhashinee (@gshubhashinee) 's Twitter Profile Photo

ହେ ମହାପ୍ରଭୁ 🙏 ସୁଖ ରେ ଦୁଃଖ ରେ ସର୍ବଦା ସାଙ୍ଗରେ ଥାଅ। #ଜୟ_ଶ୍ରୀଜଗନ୍ନାଥ 🙏

ହେ ମହାପ୍ରଭୁ 🙏 ସୁଖ ରେ ଦୁଃଖ ରେ ସର୍ବଦା ସାଙ୍ଗରେ ଥାଅ।
#ଜୟ_ଶ୍ରୀଜଗନ୍ନାଥ 🙏
G.Subhashinee (@gshubhashinee) 's Twitter Profile Photo

ପଖାଳର ମହତ୍ତ୍ଵ, ପଖାଳ ରେ ଥିବା ଆତ୍ମତୃପ୍ତି ପଖାଳ ଖାଉଥିବା ଖାଣ୍ଟି ଓଡ଼ିଆ ଲୋକ ହିଁ ବୁଝିପାରେ। ଆମ ଓଡ଼ିଆ ଙ୍କ ପାଇଁ ତ ସବୁଦିନ ପଖାଳ ଦିବସ କହିଲେ ଭୁଲ୍ ହେବ ନାହିଁ। ପଖାଳ ଦିବସ ର ଶୁଭେଛା ଓ ଅଭିନନ୍ଦନ 🍚🥗 #ପଖାଳ_ଦିବସ

ପଖାଳର ମହତ୍ତ୍ଵ, ପଖାଳ ରେ ଥିବା ଆତ୍ମତୃପ୍ତି ପଖାଳ ଖାଉଥିବା ଖାଣ୍ଟି ଓଡ଼ିଆ ଲୋକ ହିଁ ବୁଝିପାରେ। ଆମ ଓଡ଼ିଆ ଙ୍କ ପାଇଁ ତ ସବୁଦିନ ପଖାଳ ଦିବସ କହିଲେ ଭୁଲ୍ ହେବ ନାହିଁ। 
ପଖାଳ ଦିବସ ର ଶୁଭେଛା ଓ ଅଭିନନ୍ଦନ 🍚🥗
#ପଖାଳ_ଦିବସ