sidh
@sidh4u80
ID: 789900205273575425
22-10-2016 18:44:19
1,1K Tweet
58 Takipçi
80 Takip Edilen
ଜାନୁଆରୀ 4 ତାରିଖରୁ ଆରମ୍ଭ ହୋଇଥିବା "ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ୨୩-୨୪" ଶନିବାର ଶେଷ ହୋଇଛି। ଶଙ୍କରପୁର ସ୍ଥିତ ଧରଣୀଧର କ୍ରୀଡ଼ା ପ୍ରାଙ୍ଗଣ ଠାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବାସହ ବିଭିନ୍ନ ପ୍ରତିଯୋଗିତାର ବିଜେତା ଏବଂ ରନର୍ସଅପ୍ ଦଳମାନଙ୍କୁ ପୁରସ୍କୃତ କରାଯାଇଛି #YubaOdishaNabinOdisha ନୂଆ-ଓ Panchayati Raj and Drinking Water Department
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ନିମନ୍ତେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସ୍ତରରେ ଉତ୍ସବ ପାଳନ ଅବସରରେ କେନ୍ଦୁଝର ଜିଲ୍ଲାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଚମ୍ପୁଆ ବ୍ଲକରେ ଉପସ୍ଥିତ ହୋଇ ନିଜକୁ ସାମିଲ କରିଥିଲେ । District Administration,Keonjhar Panchayati Raj and Drinking Water Department #SriJagannathaParikrama
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସ୍ତରରେ ବିପୁଳ ଜନ ସମାଗମରେ ଉତ୍ସବ ପାଳିତ ହୋଇଛି । District Administration,Keonjhar Panchayati Raj and Drinking Water Department #SriJagannathaParikrama
ଡାଇରିଆ ସଂକ୍ରମଣକୁ ରୋକିବା ପାଇଁ ନଳକୂପ ଜଳର ନମୂନା ସଂଗ୍ରହ ସହ H2S ଟେଷ୍ଟ ଭାୟାଲ୍ ମାଧ୍ୟମରେ କିପରି ଜୀବାଣୁ ପରୀକ୍ଷା କରିହେବ, କ'ଣ ରହିଛି ଏହାର ପ୍ରଣାଳୀ!! Collector & DM, Jajpur, Rural Water Supply and Sanitation, Odisha ଓ RWSS_Jajpur ର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା ଏହି ସଚେତନତାମୂଳକ ଭିଡ଼ିଓ ଦେଖନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ I #OdishaCares
God of Binary Sri Jagattannath OIO,Being said that Rath Yatra is under the cover of AI. 😊Simply illusion.INDIA is having compromised EGOVERNMENT Rules with ignorant IT employees #ZERO_EGOV_MONITORINGSYSTEM Ministry of Electronics & IT Science & Tech Dept, Odisha Panchayati Raj and Drinking Water Department CMO Odisha PMO India
କେନ୍ଦୁଝର ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସଚେତନତା ଓ ସାମୁହିକ ସଫେଇ ଆଦି କରାଯାଉଛି। ‘ସ୍ୱଚ୍ଛ ଉତ୍ସବ’ରେ ଜନତାଙ୍କ ସ୍ବତଃ ଯୋଗଦାନ କାର୍ଯ୍ୟକ୍ରମକୁ ସଫଳତା ଆଣି ଦେଉଛି। CMO Odisha I & PR Department, Odisha #SwachhaSundarAmaKendujhar