Rohit Dalai (@rohit_dalai1) 's Twitter Profile
Rohit Dalai

@rohit_dalai1

Foodie 🍕| Digital Marketing Learner | Thoda complaint, thoda meme 😆 | Tweeting about what matters & what entertains! 🚀 | Dare to Complaint | personal tweets

ID: 1091554724833185792

calendar_today02-02-2019 04:31:41

1,1K Tweet

80 Takipçi

203 Takip Edilen

Rohit Dalai (@rohit_dalai1) 's Twitter Profile Photo

ଖଜୁରୀପଡ଼ା ବ୍ଲକ୍ ର ବିଲବାଡ଼ି ପଞ୍ଚାୟତ ରେ ଏବେ ବି ରାସ୍ତା ନାହିଁ , ଆମ୍ବୁଲାନ୍ସ କିମ୍ବା ଜରୁରୀକାଳୀନ ସେବା ପାଇ ପାରୁନାହାନ୍ତି ଗ୍ରାମ ବାସି, ସରକାର ଦୃଷ୍ଟି ଦେବା ପାଇଁ ଅନୁରୋଧ । Collector Kandhamal Works Department, Odisha Ministry of Rural Development, Government of India Odisha Rural Panchayati Raj and Drinking Water Department Khajuripada Gram Panchayat BDO Khajuripada Tahasildar Khajuripa Mohan Charan Majhi

ଅସହାୟ ବିଜୟ ସ୍ବାଇଁ ଙ୍କ ବାର୍ଦ୍ଧକ୍ୟ ଭତ୍ତା ଟି ଅନୁମୋଦନ କରି ଭତ୍ତା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ବିନମ୍ର ନିବେଦନ । CMO Odisha Panchayati Raj and Drinking Water Department Rabi Narayan Naik SSEPD Collector & District Magistrate, Ganjam Sub-Collector & SDM Bhanjanagar BDO Aska Anita Subhadarshini Team ATA Official

Rohit Dalai (@rohit_dalai1) 's Twitter Profile Photo

ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକ, କୁଡୂମୁଲୁଗୁମା ପଞ୍ଚାୟତର ପୋଡ଼କୋଲନି ଗାଁରେ ଷ୍ଟ୍ରିଟଲାଇଟ ନଥିବାରୁ ଅନ୍ଧାରରେ ଗ୍ରାମବାସୀ ଗାଁରେ 4ଟି ଷ୍ଟ୍ରିଟଲାଇଟ ଲଗେଇବାକୁ BDO_khairaput TataPower ଙ୍କୁ ଅନୁରୋଧ TP Southern Odisha Distribution Ltd Collector & DM, Malkangiri CMO Odisha Energy Odisha Pradeep Jena IAS Kanak Vardhan Singh Deo (Modiji Ka Parivar) EIC(Elecy)-Cum-PCEI,Odisha,Bhubaneswar

Rohit Dalai (@rohit_dalai1) 's Twitter Profile Photo

ଜଗତସିଂହପୁର ଜିଲ୍ଲା ARCS_JAGATSINGHPUR ମହୋଦୟଙ୍କ ଟ୍ୱିଟର୍ 'X' ଆକାଉଣ୍ଟ୍ ୨୦୨୧ ମସିହାରୁ ୫ ବର୍ଷ ହେଲା ସକ୍ରିୟ ନାହିଁ।ଚାଷୀମାନେ ଆପତ୍ତି/ଅଭିଯୋଗ କରିପାରୁ ନାହାନ୍ତି। ଶୀଘ୍ର ଏହି ଆକାଉଣ୍ଟକୁ ସକ୍ରିୟ କରି ଚାଷୀମାନଙ୍କୁ ଉତ୍ତର ରଖିବାପାଇଁ କୃଷି ବିଭାଗ, ଓଡ଼ିଶା Samabaya Bibhag Arabinda K Padhee DM_Jagatsinghpur ମହୋଦୟଙ୍କୁ ବିନମ୍ର ଅନୁରୋଧ।

Rohit Dalai (@rohit_dalai1) 's Twitter Profile Photo

ଆଜି ମାନନୀୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଆମ ଶାସନ ବ୍ୟବସ୍ଥାହେଲ୍ପଲାଇନ ନମ୍ବର ୧୪୪୭୧ ୧୧.୩୦ ରୁ ଆରମ୍ଭ ହୋଇଯାଇଛି, କିନ୍ତୁ ଏବେ ମୁଁ ଯୋଗାଯୋଗ ପାଇଁ ଚେଷ୍ଟା କରିଛି କିନ୍ତୁ କଲ ଲାଗୁନାହିଁ,ଏହାର ମତାମତ ମୁଁ କାହାକୁ ଦେବି? Mohan Charan Majhi I & PR Department, Odisha ChiefSecyOdisha Dr. Mukesh Mahaling Team ATA Official #FeedbackOdisha

𝗕𝗶𝗸𝗮𝘀𝗵 𝗞𝘂𝗺𝗮𝗿..(Socialist) (@bikash190) 's Twitter Profile Photo

Rohit Dalai Mohan Charan Majhi I & PR Department, Odisha ChiefSecyOdisha Dr. Mukesh Mahaling Team ATA Official ବହୁ ଦୁଃଖର ବିଷୟ ! ମାନବ୍ୟର ଓଡ଼ିଶା ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ବିନମ୍ର ନିବେଦନ କରୁଛି ।

Rohit Dalai (@rohit_dalai1) 's Twitter Profile Photo

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ କୁହୁଡ଼ି ପଞ୍ଚାୟତ କୁହୁଡ଼ି ଗାଁର ଭିନ୍ନକ୍ଷମ କମଳା ମହାରଣା ସରକରୀ ସହାୟତାରୁ ବଞ୍ଚିତ। ଭିନ୍ନକ୍ଷମ ପ୍ରଣାମପତ୍ର,ରାସନ କାର୍ଡ଼ ଯୋଗାଇ ଦେବାପାଇଁ ବିନମ୍ର ଅନୁରୋଧ। CMO Odisha Mohan Charan Majhi Er. Abanikanta Sahoo (Chairperson OSFC) FoodOdisha Odisha State Food Commission Marshaghai Block,Marshaghai State Commissioner for Persons with Disabilities Collector and District Magistrate Kendrapara🇮🇳

Rohit Dalai (@rohit_dalai1) 's Twitter Profile Photo

ଆଟା (Association of Twitter Activists) ଙ୍କ ଦାବିରେ ସରକାର ଆଣିଛି ଆମ ଶାସନ ଯୋଜନା। ଏହା ଲୋକଙ୍କ ସହ ସିଧା ସମ୍ପର୍କ, ଆଉ Twitter/X activists ହେବେ ଶାସକ-ଶାସିତଙ୍କ ମଧ୍ୟରେ ସେତୁ। ଆପଣ ମଧ୍ୟ ସାମିଲ ହୋଇ ସମାଜରେ ପରିବର୍ତ୍ତନ ଆଣନ୍ତୁ। #AmaShasanOdisha CMO Odisha Team ATA Official

Manish Jena (ମନୀଷ ଜେନା) (@_manish_odisha_) 's Twitter Profile Photo

#X_ରେ_CMO_Odisha_କାର୍ଯ୍ୟାଳୟରୁ_ପ୍ରତିଉତ୍ତର_ଆସୁ Respected Mohan Charan Majhi Sir ଆପଣ ହେଉଛନ୍ତି ଲୋକଙ୍କ ସରକାର। ଆଜିର ଏହି Digital ଯୁଗରେ X ରେ ଅଭିଯୋଗ କରିବା ଅତ୍ୟନ୍ତ ସହଜ। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ Digital India କୁ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ବ୍ୟପକ ପ୍ରଚାର ପ୍ରସାର କରୁଛନ୍ତି। ପ୍ରଦିଦିନ

#X_ରେ_CMO_Odisha_କାର୍ଯ୍ୟାଳୟରୁ_ପ୍ରତିଉତ୍ତର_ଆସୁ
Respected Mohan Charan Majhi Sir ଆପଣ ହେଉଛନ୍ତି ଲୋକଙ୍କ ସରକାର। ଆଜିର ଏହି Digital ଯୁଗରେ X ରେ ଅଭିଯୋଗ କରିବା ଅତ୍ୟନ୍ତ ସହଜ। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ Digital India କୁ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ବ୍ୟପକ ପ୍ରଚାର ପ୍ରସାର କରୁଛନ୍ତି। ପ୍ରଦିଦିନ
Rohit Dalai (@rohit_dalai1) 's Twitter Profile Photo

ସମ୍ବାଦ ଖବର କାଗଜ ରେ ପ୍ରକାଶିତ ଖବର ଅନୁସାରେ "ମୌଳିକ ସୁବିଧା ରୁ ବଂଚିତ ବଡକେଡମ ବାସୀ" ସମ୍ବାଦ ଖବର କାଗଜ ର ଏହି ଶିରୋନାମା ଉପରେ ତୁରନ୍ତ ଦୃଷ୍ଟି ଆକର୍ଷଣ କରିବା ସହିତ କାର୍ଯନୁଷ୍ଠାନ CMO Odisha Mohan Charan Majhi ChiefSecyOdisha Panchayati Raj and Drinking Water Department Odisha Rural Collector & District Magistrate Mayurbhanj Works Department, Odisha #FeedbackOdisha

Rohit Dalai (@rohit_dalai1) 's Twitter Profile Photo

My request is that the Home Department, Kendrapara District Administration and Police Department should urgently contribute to this A woman is in a lot of trouble Please provide her with police services immediately. Home Department, Govt. of Odisha Kendrapada Police (Odisha) DGP, Odisha CMO Odisha Odisha Police

Team ATA Official (@officialteamata) 's Twitter Profile Photo

ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଟିମ ଆଟାର ସଭାପତି Mishra Bismaya ଦେଇଥିବା ଦାବିପତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ଅନେକ ଅନେକ ଧନ୍ୟବାଦ। ଟିମ ଆଟା ଏହି ବାର୍ତାକୁ ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚାଇବା ପାଇଁ ସୁଯୋଗ ପାଇଲେ ସଫଳ କରିପାରିବ। CMO Odisha Dr. Mukesh Mahaling Governor Odisha

Rohit Dalai (@rohit_dalai1) 's Twitter Profile Photo

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ପାର୍ସାଲି ପଞ୍ଚାୟତ ପରାମାଳି ଗାଁରେ ପାନୀୟଜଳ ସଙ୍କଟ ଦେଖାଦେଇଛି। ବସୁଧା ପ୍ରକଳ୍ପରୁ ପାଣି ଆସୁନାହିଁ। ଏଥିପ୍ରତି Collector & DM, Rayagada ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। CMO Odisha Mohan Charan Majhi Panchayati Raj and Drinking Water Department Rural Water Supply and Sanitation, Odisha Executive Engineer RWSS Ryagada

Rohit Dalai (@rohit_dalai1) 's Twitter Profile Photo

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସାଲି ପଞ୍ଚାୟତର ସାନ ଡେଙ୍ଗଲେଲି ଓ ବଡ଼ ଡେଙ୍ଗଲେଲିକୁ ରାସ୍ତା ନଥିବାରୁ ୮ବର୍ଷ ଧରି ଡଙ୍ଗରିଆ କନ୍ଧ ଅସୁବିଧା ଭୋଗୁଛନ୍ତି। ଶୀଘ୍ର ରାସ୍ତା ନିର୍ମାଣ କରିବାପାଇଁ Collector & DM, Rayagada ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। CMO Odisha Mohan Charan Majhi Odisha Rural Panchayati Raj and Drinking Water Department

Rohit Dalai (@rohit_dalai1) 's Twitter Profile Photo

ଗାଁ ରାସ୍ତା ପାଇଁ ମେଳି ବାନ୍ଧିଲେ ମହିଳା । ବର୍ଷବର୍ଷ ଧରି ଗାଁ ରାସ୍ତା ଖରାପ ହୋଇ ପଡିଛି । ବର୍ଷା ହେଲେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି। ରାଗିଲେ ଗାଁ ଲୋକେ, କାଦୁଅରେ ବିଧାୟକଙ୍କୁ ଚଲାଇଲେ . District Magistrate Khordha District Urban Developement Agency, Khordha Sub Collector, Khordha Works Department, Odisha Mohan Charan Majhi ChiefSecyOdisha Odisha Rural Panchayati Raj and Drinking Water Department #feedbackodisha

Rohit Dalai (@rohit_dalai1) 's Twitter Profile Photo

କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ଗର୍ଡୁଗୁଡ଼ା ବ୍ରିଜୱାଲ ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିବା ଦ୍ୱାରା ଲୋକେ ଯାତାୟାତ ପାଇଁ ୩ଟି ଗାଁର ଲୋକ ଯାତାୟତ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି Odisha Rural ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ CMO Odisha Mohan Charan Majhi Panchayati Raj and Drinking Water Department Collector & DM, Koraput

Rohit Dalai (@rohit_dalai1) 's Twitter Profile Photo

ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଖଜୁରୀପଡ଼ା ପଞ୍ଚାୟତର ୬ଟି ଗାଁକୁ ବିକାଶ ଅପହଞ୍ଚ। ଗାଁକୁ ରାସ୍ତା,ପାନୀୟଜଳ,ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଜୁଳି ସୁବିଧା ନାହିଁ। ଗାଁକୁ ସରକରୀ ଅଧିକାରୀଙ୍କ ପାଦ ପଡୁନାହିଁ। ଏଥିପ୍ରତି RDC SD Berhampur ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ନିବେଦନ। Mohan Charan Majhi ChiefSecyOdisha

Rohit Dalai (@rohit_dalai1) 's Twitter Profile Photo

ଶ୍ରୀମନ୍ଦିର ପୁରରେ ବ୍ୟବହାର ପାଇଁ ଆସୁଥିବା Omfed Official ର ଘିଅ ଟିଣରେ ମହାପ୍ରଭୁଙ୍କ ଫୋଟ ଚିତ୍ର ପ୍ରିଣ୍ଟ କରାଯାଇଛି। ଘିଅ ବ୍ୟବହାର ପରେ ଉକ୍ତ ଟିଣକୁ ଅଳିଆ ସଫେଇ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଭକ୍ତଙ୍କ ମହଲରେ ଅନେକ ଦୁଃଖ ପ୍ରକାଶ ପାଇବା ସହିତ ମହାପ୍ରଭୁଙ୍କ ଫୋଟ ପ୍ରିଣ୍ଟ ନକରିବା ପାଇଁ ଅନୁରୋଧ କରାଯାଉଛି।