NYCI Odisha (@nyci4odisha) 's Twitter Profile
NYCI Odisha

@nyci4odisha

Official Twitter Handle of the Odisha Unit of National Youth Council of India(NYCI)

ID: 1315281794791432194

linkhttp://www.youthcouncilofindia.org calendar_today11-10-2020 13:23:22

141 Tweet

42 Takipçi

13 Takip Edilen

NYCI Odisha (@nyci4odisha) 's Twitter Profile Photo

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ । 💐🙏💐🙏🙏🙏💐🙏💐 National Youth Council Of India APR

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।

National Youth Council Of India
APR
NYCI Odisha (@nyci4odisha) 's Twitter Profile Photo

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ।🙏💐🙏💐🙏 National Youth Council Of India APR

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ।🙏💐🙏💐🙏
National Youth Council Of India
APR
NYCI Odisha (@nyci4odisha) 's Twitter Profile Photo

For COVID19 HELP anywhere in India Tweet with HashTag ON social media our National Youth Council of India (NYCI) will Help. #NYCI4Help or #NYCI4Care APR DATCHANAMOORTHY RAMU @sangrammohaptra

For COVID19 HELP anywhere in India

Tweet with HashTag ON social media our National Youth Council of India (NYCI) will Help.

#NYCI4Help or #NYCI4Care APR DATCHANAMOORTHY RAMU @sangrammohaptra
DATCHANAMOORTHY RAMU (@iamdatchana) 's Twitter Profile Photo

Happy to inform that listed at Top 50 Global Thought Leaders and Influencers on Sustainability (May 2021) thinkers360.com/top-50-global-… Thinkers360

Happy to inform that listed at Top 50 Global Thought Leaders and Influencers on Sustainability (May 2021) thinkers360.com/top-50-global-… Thinkers360
Sangram Mohapatra (@sangramodisha) 's Twitter Profile Photo

By looking at the no of #Covid patients in #Athmallik & #Kishorenagar area requesting Collector and District Magistrate, Angul to come up with COVID care centres with oxygen beds in both the areas as soon as possible. It is really need of the hour & let’s get prepared before the situation worsens. Dharmendra Pradhan

NYCI Odisha (@nyci4odisha) 's Twitter Profile Photo

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।🙏🙏 APR National Youth Council Of India

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।🙏🙏
APR
National Youth Council Of India
NYCI Odisha (@nyci4odisha) 's Twitter Profile Photo

ଓଡ଼ିଶାର ଭଜନ ସମ୍ରାଟ ସ୍ବର୍ଗତ ଭିକାରୀ ବଳଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।💐💐💐💐 National Youth Council Of India APR

ଓଡ଼ିଶାର ଭଜନ ସମ୍ରାଟ ସ୍ବର୍ଗତ ଭିକାରୀ ବଳଙ୍କ ଜୟନ୍ତୀ ଅବସରରେ  ଶ୍ରଦ୍ଧାଞ୍ଜଳି ।💐💐💐💐
National Youth Council Of India APR
NYCI Odisha (@nyci4odisha) 's Twitter Profile Photo

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।
NYCI Odisha (@nyci4odisha) 's Twitter Profile Photo

ଅଖଣ୍ଡ ଭାରତର ସ୍ବପ୍ନଦ୍ରଷ୍ଟା, ସ୍ବତନ୍ତ୍ର ବୀର ବିନାୟକ ଦାମୋଦର ସାବରକରଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ନମନ l🙏🙏🙏🙏 National Youth Council Of India APR

ଅଖଣ୍ଡ ଭାରତର ସ୍ବପ୍ନଦ୍ରଷ୍ଟା, ସ୍ବତନ୍ତ୍ର ବୀର ବିନାୟକ ଦାମୋଦର ସାବରକରଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ନମନ l🙏🙏🙏🙏
National Youth Council Of India
APR
NYCI Odisha (@nyci4odisha) 's Twitter Profile Photo

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର 'ବ୍ୟାସକବି' ଫକୀର ମୋହନ ସେନାପତିଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ।💐💐💐 APR National Youth Council Of India

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର 'ବ୍ୟାସକବି' ଫକୀର ମୋହନ ସେନାପତିଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ।💐💐💐
APR
National Youth Council Of India
NYCI Odisha (@nyci4odisha) 's Twitter Profile Photo

ଓଡ଼ିଶାର ଗଣ ପର୍ବ 'ରଜ' ଅବସରରେ NICY,ODISHA ତରଫରୁ ସମଗ୍ର ଦେଶବାସୀଙ୍କୁ ସୁଭେଛା ଓ ସୁଭକାମନା।💐💐💐💐 APR National Youth Council Of India

ଓଡ଼ିଶାର ଗଣ ପର୍ବ 'ରଜ' ଅବସରରେ NICY,ODISHA ତରଫରୁ ସମଗ୍ର ଦେଶବାସୀଙ୍କୁ ସୁଭେଛା ଓ ସୁଭକାମନା।💐💐💐💐
APR
National Youth Council Of India
NYCI Odisha (@nyci4odisha) 's Twitter Profile Photo

18 years old mr.saswat ranjan sahoo meet chief of Sri Jagannath Temple Administration Sri krishan kumar at SJTA office and handed over an NANDA CHAPA made up of matchsticks.and in return he gave a beautiful gift. Saswat Ranjan Sahoo Narendra Modi CMO Odisha

18 years old mr.saswat ranjan sahoo meet chief of Sri Jagannath Temple Administration Sri krishan kumar at SJTA office  and handed over an NANDA CHAPA  made up of matchsticks.and in return he gave a beautiful gift.
Saswat Ranjan Sahoo
Narendra Modi
CMO Odisha
NYCI Odisha (@nyci4odisha) 's Twitter Profile Photo

ପବିତ୍ର ‘ଦେବସ୍ନାନ ପୂର୍ଣ୍ଣିମା’ ଉପଲକ୍ଷେ ଓଡ଼ିଶାବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କୁ NYCI,ODISHA ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଜୟ ଜଗନ୍ନାଥ 🙏 APR

ପବିତ୍ର ‘ଦେବସ୍ନାନ ପୂର୍ଣ୍ଣିମା’ ଉପଲକ୍ଷେ ଓଡ଼ିଶାବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କୁ NYCI,ODISHA ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ ।

ଜୟ ଜଗନ୍ନାଥ 🙏
APR
NYCI Odisha (@nyci4odisha) 's Twitter Profile Photo

ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ଜନ୍ମ ଦିବସର ଶୁଭକାମନା । ତାଙ୍କ ଆଶୀର୍ବାଦରୁ ଏ ଜଗତର କଲ୍ୟାଣ ହେଉ ।🙏🙏🙏 APR National Youth Council Of India

ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ଜନ୍ମ ଦିବସର ଶୁଭକାମନା । ତାଙ୍କ ଆଶୀର୍ବାଦରୁ ଏ ଜଗତର କଲ୍ୟାଣ ହେଉ ।🙏🙏🙏
APR
National Youth Council Of India
NYCI Odisha (@nyci4odisha) 's Twitter Profile Photo

ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ରଥଯାତ୍ରା ଅବସରରେ NYCI,ODISHA ତରଫରୁ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଅଭିନନ୍ଦନ lଜୟ ଜଗନ୍ନାଥ l🙏🙏🙏 National Youth Council Of India APR

ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ରଥଯାତ୍ରା ଅବସରରେ NYCI,ODISHA ତରଫରୁ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଅଭିନନ୍ଦନ lଜୟ ଜଗନ୍ନାଥ l🙏🙏🙏
National Youth Council Of India
APR
NYCI Odisha (@nyci4odisha) 's Twitter Profile Photo

ଶ୍ରୀଜିଉଙ୍କ ସୁନାବେଶ ଅବସରରେ ସମଗ୍ର ଦେଶବାସୀଙ୍କୁ NYCI,ODISHA ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ । ଜୟ ଜଗନ୍ନାଥ 🙏🏻 National Youth Council Of India APR

ଶ୍ରୀଜିଉଙ୍କ ସୁନାବେଶ ଅବସରରେ ସମଗ୍ର ଦେଶବାସୀଙ୍କୁ NYCI,ODISHA ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ।

ଜୟ ଜଗନ୍ନାଥ 🙏🏻
National Youth Council Of India
APR